Sign in
Sign in
Recover your password.
A password will be e-mailed to you.
ଶିକ୍ଷୟତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଅଭିଯୁକ୍ତ ମହିଳା ଗିରଫ
ବସ୍ତା: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସଗଡାଶୁଳା ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଜଣେ ମହିଳା ଶିକ୍ଷୟିତ୍ରୀ ଅଞ୍ଜଳି ମହାନ୍ତିଙ୍କୁ ମାଡ଼ ମାରିବା ଅଭିଯୋଗରେ ହରପ୍ରିୟା ମହାନ୍ତି ନାମକ ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି। ଏହି ହିଂସାତ୍ମକ ଘଟଣା ସେତେବେଳେ ସାମ୍ନାକୁ!-->…
ମଣିପୁରରେ ମହିଳାଙ୍କୁ ନିର୍ଯାତନାର ଏକାଧିକ ଲୋମହର୍ଷଣକାରୀ ଘଟଣା
ଇମ୍ଫାଲ : ମଣିପୁରରେ ଦୁଇ ଯୁବତୀଙ୍କୁ ଉଲଗ୍ନ କରି ସର୍ବ ସମ୍ମୁଖରେ ବୁଲାଇବା ଏବଂ ନିର୍ଯାତନା ଦେବା ଭିଡିଓ ଭାଇରାଲକୁ ନେଇ ସବୁଠି ନିନ୍ଦା କରାଯାଉଛି। ଏପରି ଘଟଣା ଦେଶ ପାଇଁ ଲଜ୍ଜାକର ବୋଲି କୁହାଯାଉ ଥିବାବେଳେ ସେହି ମଣିପୁରରୁ ଆସିଛି ଚାଞ୍ଚଲ୍ୟକର ଖବର। ସେଠାରେ କେବଳ ଗୋଟିଏ ନୁହଁ ଏହିପରି!-->…
ବିଦେଶକୁ ଚାଉଳ ରପ୍ତାନୀ ଉପରେ ରୋକ୍ ଲଗାଇଲେ ଭାରତ ସରକାର
ନୂଆଦିଲ୍ଲୀ : ବିଶ୍ୱର ସର୍ବବୃହତ୍ତ ଚାଉଳ ରପ୍ତାନୀକାରୀ ରାଷ୍ଟ୍ର ଭାରତ ନେଇଛି ବଡ଼ ନିଷ୍ପତ୍ତି। ବିଦେଶକୁ ଚାଉଳ ରପ୍ତାନୀ ଉପରେ ଭାରତ ସରକାର ତତ୍କାଳ ବ୍ୟାନ୍ ଲଗାଇଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଓ ଗ୍ରାହକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଅନ୍ତଃଜାତୀୟ ବଜାରରେ ଚାଉଳ ଦର ବୃଦ୍ଧି!-->…
ବିବାଦୀୟ ଅଂଶକୁ ବାଦ୍ ଦେଇ ଜ୍ଞାନବାପୀ ମସ୍ଜିଦରେ ଯାଞ୍ଚ କରିବ ଏଏସ୍ଆଇ
ବାରଣାସୀ : ଜ୍ଞାନବାପୀ ମସଜିଦ୍ରେ ବୈଜ୍ଞାନିକ ସର୍ଭେ(କାରବନ ଡେଟିଂ) ନେଇ ହିନ୍ଦୁତ୍ୱବାଦୀମାନେ କରିଥିବା ଆବେଦନ ଉପରେ ବାରଣାସୀ ଜିଲ୍ଲା ଜଜ୍ଙ୍କ କୋର୍ଟ ଶୁଣାଣି କରିଛନ୍ତି। ସିଲ ହୋଇଥିବା ବିବାଦୀୟ ଅଂଶ ବା ଭାଜୁ ଟ୍ୟାଙ୍କକୁ ବାଦ ଦେଇ ପୂରା ଜ୍ଞାନବାପୀ ମସ୍ଜିଦ ପରିସରରେ ଏଏସ୍ଆଇ!-->…
ଦିଲ୍ଲୀ ସରକାରଙ୍କୁ ଝଟ୍କା : କେନ୍ଦ୍ର ଅଧ୍ୟାଦେଶ ରୋକିବା ଲାଗି ହୋଇଥିବା ଆବେଦନ ଖାରଜ
ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କୁ ମିଳିଲାନି ଆଶ୍ୱସ୍ତି। ଅଫିସରଙ୍କ ଟ୍ରାନ୍ସଫର ଓ ପୋଷ୍ଟି ଅଧିକାର ଉପରେ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶକୁ ରୋକିବା ନିମନ୍ତେ ଦିଲ୍ଲୀ ସରକାର କରିଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ୩ ଜଣିଆ ଖଣ୍ଡପୀଠ ଆଇନ୍ ଲାଗୁ ନେଇ !-->…
ପ୍ରାହେଡପଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ…
ଦାରିଙ୍ଗବାଡ଼ି :,୨୧/୦୭, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସରାମୁଳି ଗ୍ରାମ ପଞ୍ଚାୟତ ପ୍ରାହେଡପଙ୍କା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଲଗାଣ ବର୍ଷାରେ ଗତ ମଙ୍ଗଳ ବାର ୧୮ତାରିଖ ଦିନ ସମୟ ପ୍ରାୟ ସକାଳ ୧୦ ଟା ୩୦ ରେ ଭୁଶୁଡି ପଡ଼ିଥିବା ଖବର ହସ୍ତଗତ!-->!-->!-->…
ଅନୁକମ୍ପା ମୂଳକ ସହାୟତା ଟଙ୍କା ହଡ଼ପ ଘଟଣାକୁ ନେଇ ଜିଲ୍ଲାପାଳ ଦ୍ୱାରସ୍ଥ ହେଲେ ହିତାଧିକାରୀ…
ମାଲକାନଗିରି : ସରକାର ଙ୍କ ବିଭିନ୍ନ ଯୋଜନାରେ ଜନ ସାଧାରଣ କିପରି ଉପକୃତ ହେବେ ତାହା ପ୍ରଣୟନ କରିଚାଲିଛନ୍ତି ସରକାର।ଏପରିକି ଦୁର୍ବିପାକ ଜନିତ ପରିବାର ର କୌଣସି ସଦସ୍ୟ ଙ୍କ ମୃତ୍ୟୁ ଘଟିଲେ ସରକାର ହିତାଧିକାରୀଙ୍କୁ ବିଭିନ୍ନ ଅନୁକମ୍ପା ସହାୟତା ରାଶି ପ୍ରଦାନ କରିଥାନ୍ତି । କିନ୍ତୁ!-->!-->!-->…
ସମ୍ବଲପୁରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ
ସମ୍ବଲପୁର : ସମ୍ବଲପୁରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରାକୁ ବନ୍ଦ କରାଯାଇଛି। ଶାନ୍ତି କମିଟି ବୈଠକରେ ହୋଇଛି ଏହି ନିଷ୍ପତ୍ତି। ସମ୍ବଲପୁର ଏସପି ମୁକେଶ ଭାମୁ ଏହି ସୂଚନା ଦେଇଛନ୍ତି। ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଓ ମହରମ ଅବସରରେ ବିଶାଳ ଶୋଭାଯାତ୍ରାର ଆୟୋଜନ ହୋଇଥାଏ।!-->…
ଘର ଦେବା ନାଁରେ ୧୫ କୋଟି ଠକେଇ, ରିଅଲ୍ ଇଷ୍ଟେଟ କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକ ଗିରଫ
ଭୁବନେଶ୍ୱର: ଗୁରୁବାର ଅର୍ଥନୈତିକ ଅପରାଧ ଶାଖା (EOW) ମିଶ୍ର କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ଗିରଫ କରିଛି । ଏକାଧିକ ବ୍ୟକ୍ତିଙ୍କ ଠାରୁ ଘର ଦେବା ନାଁରେ ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି ଇଓଡବ୍ଲୁ । ଗିରଫ ଜଣଙ୍କ ହେଉଛନ୍ତି!-->…
ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସାଂସଦ ସୁଲତା ଦେଓ
ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସୁଲତା ଦେଓ। ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି। ସୁଲତା ଦେଓଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ଭାବେ ରାଜ୍ୟସଭା ଅଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା!-->!-->!-->…