Sign in
Sign in
Recover your password.
A password will be e-mailed to you.
ଦିଲ୍ଲୀ ଅଧ୍ୟାଦେଶ ମାମଲା : ୫ ଜଣିଆ ସମ୍ବିଧାନିକ ବେଞ୍ଚକୁ ପଠାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ଅଧିକାରୀଙ୍କ ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗକୁ ସୁପ୍ରିମ୍ କୋର୍ଟ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି। ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ବିଧାନସଭାର କ୍ଷମତା ପରିସରରୁ!-->…
ଦେଶର ସବୁଠାରୁ ଧନୀ ବିଧାୟକ ହେଲେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଶିବକୁମାର
ନୂଆଦିଲ୍ଲୀ : ଧନୀ ବିଧାୟକଙ୍କ ତାଲିକା ପ୍ରକାଶ କଲା ଆସୋସିଏସନ୍ ଫର୍ ଡେମୋକ୍ରାଟିକ ରିଫର୍ମ(ADR) ଏବଂ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍(NEW) । ରିପୋର୍ଟ ଅନୁସାରେ ଦେଶରେ ସବୁଠୁ ଧନୀ ବିଧାୟକ କର୍ଣ୍ଣାଟକର। ବିଧାୟକଙ୍କ ମଧ୍ୟରେ ସବୁଠୁ ଧନୀ କର୍ଣ୍ଣାଟକର ଡିକେ ଶିବକୁମାର ହୋଇ ଥିବାବେଳେ ଟପ୍!-->…
ଟ୍ରେନ ଯାତ୍ରୀଙ୍କୁ ୨୦ ଟଙ୍କାରେ ମିଲ୍ ଓ ୩ ଟଙ୍କାରେ ମିଳିବ ପାଣି ବୋତଲ…
ନୂଆଦିଲ୍ଲୀ : ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ବିଶେଷ କରି ସାଧାରଣ ବଗି ବା ଜେନେରାଲ କୋଚ୍ରେ ଯାତ୍ରା କରୁଥିବା ଲୋକଙ୍କୁ ଶସ୍ତାରେ ମିଳିବ ମିଲ୍ ଓ ପାଣି ବୋତଲ। ଭାରତୀୟ ରେଳବାଇ ପକ୍ଷରୁ ଲୋକଙ୍କ ଯାତ୍ରାକୁ ଅଧିକ ସୁଗମ କରିବା ପାଇଁ ଶସ୍ତା ମିଲ୍ର ବ୍ୟବସ୍ଥା ଆରମ୍ଭ!-->…
ସୋନିଆଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଲେ ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦ ଭିତରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ପାଖକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି। ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ସୋନିଆ ଗାନ୍ଧି ଗୃହ କାର୍ଯ୍ୟରେ ଯୋଗ!-->…
ମଣିପୁର ହିଂସା ସମ୍ପର୍କରେ ମାତ୍ର ୩୦ ସେକେଣ୍ଡ ଲାଗି ମୁହଁ ଖୋଲିଲେ ମୋଦି
ଇମ୍ଫାଲ : ମଣିପୁରରେ ୨ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମେ’ ୩ରୁ ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିବା ବେଳେ ଏଯାଏ ଏହା ଥମିନି।ଏବେ ଭାଇରାଲ ଭିଡିଓ ସାମ୍ନାକୁ!-->…
ଠିକାଦାର ଓ ବିଭାଗୀୟ ଅଫିସର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଫେଲ ମାରିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା…
ଦୁର୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ
ନିରବଦ୍ରଷ୍ଟା ସାଜିଛନ୍ତି ବିଭାଗୀୟ କତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ...
ପୁଣି ଏକ ମଦ ମୃତ୍ୟୁ ର ଅପେକ୍ଷରେ ଗଞ୍ଜାମ ଜିଲ୍ଲା..! ଶାସକ ଦଳର ଛତ୍ର ଛାୟା ତଳେ ମଦ ମାଫିଆ..!!
କେବଳ ସରକାରୀ କାଗଜ କଲମରେ ସୀମିତ...
ବ୍ରହ୍ମପୁର :(୨୦-୭) ଗଞ୍ଜାମ ଜିଲ୍ଲାରେ ଥିବା ଅଧିକାଂଶ ସରକାରୀ ଦେଶୀ ମଦ ମହୁଲି ଭାଟି ରେ ଅବକାରୀ ବିଭାଗ ଓ ମଦ ବ୍ୟବସାୟ ଙ୍କ ଜାଣତ ରେ ଚାଲିଛି ଅପମିଶ୍ରଣ ମଦ ପ୍ରସ୍ତୁତି। ସରକାର ଙ୍କ ନିୟମ ପ୍ରକାରେ କେବଳ ମହୁଲ ରେ ପୋଚ ତିଆରି କରି ଦେଶୀ ମଦ!-->!-->!-->…
ଭୁସ୍କଳନ ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ନାକାମାମୁଡ଼ି ପଂଚାୟତର ୧୯ରୁ ଉର୍ଦ୍ଧ ଗାଁ…
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଜିଲ୍ଲା ର ଅଧିକାଂଶ ଅଂଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଆଜି ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତରଗତ ନାକାମାମୁଡ଼ି ଗ୍ରାମପଞ୍ଚାୟତର ବାୟାପଡା ଘାଟି ରେ ଭୁସ୍କଳନ!-->!-->!-->…
ଫଲଗୁ ସାହିତ୍ୟ ସଂସଦ ର ଶ୍ରାବଣ ଆସର ଓଫଲଗୁ ରଥଯାତ୍ରା ବିଶେଷାଙ୍କ ଲୋକାର୍ପଣ
ବ୍ରହ୍ମପୁର -- ୧୯/୦୭/୨୦୨୩ ଓଡ଼ିଶାର ଅନ୍ୟତମ
ସର୍ବ ପୁରାତନ ସାରସ୍ବତ ଅନୁଷ୍ଠାନ ଫଲଗୁ ସାହିତ୍ୟ ସଂସଦ ର ଶ୍ରାବଣ ମାସ ସାହିତ୍ୟ ଆସର ସ୍ଥାନୀୟ
କେ ସି ପବ୍ଲିକ ସ୍କୁଲ ମର୍ଦ୍ଦରାଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି
ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀଙ୍କ!-->!-->!-->!-->!-->!-->!-->!-->!-->…
LLM ପାଠ୍ୟକ୍ରମ ପୁନଃ ଚାଲୁକର ଏବଂ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କର- ଯୁବ ଛାତ୍ର କଂଗ୍ରେସ
ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ହେଉଛି ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ଯାହାକି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅବସ୍ଥାପିତ ହୋଇଅଛି । ପୂର୍ବତନ ଚିଫ୍ ଜଷ୍ଟିସ ତଥା ଓଡ଼ିଶା ବିଧାନସଭା ର ବାଚସ୍ପତି ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ!-->…