ୟୁ ସି ସି ବିରୋଧରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୨୧ଦଫା ଦାବୀ ପତ୍ର ପ୍ରଦାନ

ଦାରିଙ୍ଗବାଡ଼ି,୧୯/୭ : ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବରଙ୍କୁ ୟୁନିଫୋର୍ମ ସିଭିଲ କୋଡ଼ ପ୍ରଣୟନ ବିରୋଧରେ କନ୍ଧମାଳ ଜିଲ୍ଲା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସଭାପତି ପ୍ରଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ତହସିଲ କାର୍ଯ୍ୟାଳୟରେ ୨୧ଦଫା ଦାବି

ପ୍ରବୋଧ ରାଉତଙ୍କ ସ୍ମୃତିରେ ଶୋକସଭା

ଫୁଲବାଣୀ : ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ବିଶିଷ୍ଟ ଗାଳ୍ପିକ ଓ କବି ପ୍ରବୋଧ ରାଉତଙ୍କ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହେଲା ପରେ କଟକ ସ୍ଥିତ ଏକ ଘରୋଇ ନର୍ସିଂ ହୋମ୍ ରେ ଚିକିତ୍ସିତ ଅବସ୍ଥାରେ ଗତ କାଲି ଅପରାହ୍ନ ୬.୧୫ ମିନିଟ୍ ସମୟରେ ମୃତ୍ୟୁ ଘଟିଛି । ସେ ଜଣେ ମେଳାପି ଓ

ପି. ବି.ଏଲ୍. ପ୍ରଶିକ୍ଷଣ ଶିବିର ଉଦଯାପିତ

ଫୁଲବାଣୀ : ସ୍ଥାନୀୟ ଆଇଟିଆଇ, ଫୁଲବାଣୀ ଠାରେ ତିନିଦିନ ଧରି ଆୟୋଜିତ ହୋଇଥିବା ପି. ବି.ଏଲ୍ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଛାତ୍ରଛାତ୍ରୀ

ଭାରସାମ୍ୟ ହରାଇ ଓଲଟି ପଡିଥିଲା ଆଲୁମିନା ବୋଝେଇ ଟ୍ରକ ଅଲ୍ପକେ ବର୍ତ୍ତିଗଲେ ଡାଇଭର

ରାୟଗଡା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ତୋଟାଗୁଡା ଛକ ନିକଟରେ ଏକ ବୁଲାଣି ନିକଟରେ ଆଲୁମିନିୟମ ବୋଝେଇ ଟ୍ରକ ଭାରସାମ୍ୟ ହରାଉ ଉଲଟି ପଡାଥିବା ବେଳେ ଅଲ୍ପକେ ବର୍ତିଗଲେ ଡାଇଭ। ଟ୍ରକ୍ ଟି ଉତ୍କଳ ଆଲୁମିନା କମ୍ପାନୀ ଠାରୁ ଆଲୁମିନା ପାଉଡର ଧରି ରାୟଗଡ଼ା ଅଭିମୁଖେ ଯାଉଥିବା ବେଳ।

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ପାଣି : ବିଡିଓଙ୍କୁ ଅଟକାଇଲେ ମହିଳା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଆଣ୍ଠୁଏ ବର୍ଷା ଜଳ ଜମି ରହୁ ଥିବାରୁ ଏହାର ପ୍ରତିବାଦ କରି ବୁଧବାର ଦିନ ବ୍ରାହ୍ମଣପାଦ ମହିଳା ପଞ୍ଚାୟତ ପରିଦର୍ଶନରେ ଯାଇଥିବା ବିଡ଼ିଓ

ଅଗ୍ନିକାଣ୍ଡରେ ଜଳିଗଲା ଘର

ଦାରିଙ୍ଗବାଡି,୧୯/୭ : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ସଲାବାଡ଼ି ଗ୍ରାମରେ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ର ସମୟରେ ପ୍ରଦୀପ ଦିଗାଲଙ୍କ କାଠ ପଟାର ଘରେ ଅଗ୍ନିକାଣ୍ଡ ଘଟି ଏକ ବଖରା ଘର ପୋଡ଼ି ଯାଇଥିବା ଖବର ହସ୍ତଗତ ହୋଇଛି। ଘର ପୋଡ଼ିଯିବା ଫଳରେ ଘରେ

ଚିକିଟି ପଞ୍ଚାୟତ ସମିତିର ନୂତନ ସମ୍ମିଳନୀ ଗୃହ ଉଦଘାଟିତ

ଚିକିଟି : ବୁଧବାର ଚିକିଟି ପଞ୍ଚାୟତ ସମିତିର ଅତ୍ୟାଧୁନିକ ନୂତନ ସମ୍ମିଳନୀ ଗୃହର ଶୁଭ ଉଦ୍ଘାଟନ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଶ୍ରୀମତୀ ଉଷାଦେବୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ବଳନ କରି ମନ୍ତ୍ରୀ ମହୋଦୟା ଶୀତତାପ

୮ଟି ନୂଆ ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୨.୨ ଲକ୍ଷ ଲୋକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ୮ଟି ଗ୍ରୀଡ ସବଷ୍ଟେସନ ଲୋକାର୍ପିତ କରିଛନ୍ତି । ଏହିସବୁ ସ୍ଥାନ ଗୁଡିକ ହେଲା ଅନୁଗୁଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଣ୍ଟାବାଡ, କୋରାପୁଟର ବୋରିଗୁମା, ଝାରସୁଗୁଡାର ଲଖନପୁର, ସୁନ୍ଦରଗଡର କୁମାରମୁଣ୍ଡା,

5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ : ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ ଓ ସରପଞ୍ଚ ସହ 5T ସଚିବଙ୍କ ଆଲୋଚନା

ଭୁବନେଶ୍ବର: 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ତଥା ଅଭିବାବକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି। ସ୍କୁଲ ଭିତ୍ତିଭୂମିର ରୂପାନ୍ତର ସହିତ ପାଠ ପଢିବା ପାଇଁ ନୂତନ ସୁବିଧା ସୁଯୋଗର ବିକାଶ ଯଥା e-ଲାଇବ୍ରେରୀ, ଅଧୁନିକ ବିଜ୍ଞାନାଗାର, Smart Class Room ଇତ୍ୟାଦି

କଟକରେ ମୁକୁଳା ଡ୍ରେନରେ ପଡି ଜଣେ ମୃତ

କଟକ: ମୁକୁଳା ଡ୍ରେନରେ ପଡି ପୁଣି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । କଟକ ବାରପଥର ଅଞ୍ଚଳରେ ଜଣେ ବ୍ୟକ୍ତି ମୁକୁଳା ଡ୍ରେନରେ ପଡି ମୃତ୍ୟୁବରଣ କରିଛନ୍ତି । ସଫେଇ କରିବା ସମୟରେ କର୍ମଚାରୀ ଜଣଙ୍କ ମୁକୁଳା ଡ୍ରେନ ଭିତରକୁ ଖସିପଡିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଗତ ୪ ଦିନ ମଧ୍ୟରେ