Sign in
Sign in
Recover your password.
A password will be e-mailed to you.
କୁମ୍ଭାରୀପଦର ଭୁସ୍ଖଳନ ଅଞ୍ଚଳକୁ ବ୍ଲକ ପ୍ରଶାସନ ସିଲ କଲା
ଦାରିଙ୍ଗବାଡ଼ି, (୨୦/୦୭) : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାପ ପଞ୍ଚାୟର କୁମ୍ଭାରୀପଦର ଭୁସ୍ଖଳନ ଅଞ୍ଚଳକୁ ବ୍ଲକ ପ୍ରଶାସନ ଗତକାଲି ସିଲ କରିଥିବା ବିଡିଓ ଗଦାଧର ପାତ୍ର ସୂଚନା ପ୍ରଦାନ କରି ଛନ୍ତି। କୁମ୍ଭାରୀପଦର ଗାଁ ପାଖ ପାହାଡରେ ଗତ ବର୍ଷ ଭୁସ୍ଖଳନ ହୋଇ!-->…
ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର: ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି।
ଏହି!-->!-->!-->…
ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ, ଗୁହାଳରୁ ବାଛୁରୀ ଟାଣି ନେଇଗଲା ବାଘ
ନୂଆପଡା: ବନ୍ୟଜନ୍ତୁ ଆତଙ୍କ ଏକ ସାଧାରଣ ବ୍ୟାପାର ହୋଇ ଗଲାଣି। କେବେ ବାଘ ତ କେବେ ଭାଲୁ ନୂଆପଡ଼ା ଜିଲ୍ଲାରେ ଆତଙ୍କ ଖେଳାଇଛି। ଗତ କିଛି ଧରି ବାଘ ଆତଙ୍କ ଖେଳାଇ ଥିବା ବେଳେ ନୀରବତା ରହିଥିଲା। ଗତ ଗୋଟିଏ ସପ୍ତାହ ହେବ ଭାଲୁ ଦୁଇ ଜଣ ବନ କର୍ମଚାରୀଙ୍କ ସମେତ ଅନ୍ୟ ଦୁଇଜଣ ସାଧାରଣ!-->…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଦକ୍ଷିଣ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି
ଭୁବନେଶ୍ଵର: ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ । ଏହା ପ୍ରଭାବରେ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ର ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯା଼ଇଛି। କେତେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ!-->…
ଏସିଆ କପ୍ ସୂଚୀ: ପାକିସ୍ତାନ ବିପକ୍ଷରୁ ଭାରତର ଅଭିଯାନ
ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍ ପରିଷଦ (ଏସିସି) ସଭାପତି ଜୟ ଶାହ ବୁଧବାର ଏସିଆ କପ୍ ସୂଚୀ ଘୋଷଣା କରିଛନ୍ତି। ୭ ଥରର ବିଜେତା ଭାରତ ତା’ର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ସେପ୍ଟେମ୍ବର ୨ରେ କାଣ୍ଡିରେ ଖେଳାଯିବ। ସେପ୍ଟେମ୍ବର ୪ରେ ନେପାଳକୁ!-->…
ଟ୍ରେଡମିଲ୍ରେ ବିଦ୍ୟୁତ୍ ସଂଯୋଗ ହୋଇଯିବାରୁ ଦଉଡ଼ୁଥିବା ଯୁବକଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଟ୍ରେଡମିଲ୍ରେ ଯୁବକ ଦୌଡ଼ୁଥିବା ବେଳେ ହଠାତ୍ ସେଥିରେ ବିଦ୍ୟୁତ୍ ସଂଯୋଗ ହୋଇଗଲା। ଫଳରେ ସେଠାରେ ହିଁ ଉଡ଼ିଗଲା ଯୁବକଙ୍କ ପ୍ରାଣବାୟୁ। ଏପରି ଏକ ଅଘଟଣ ନୂଆଦିଲ୍ଲୀର ରୋହିଣି ଅଞ୍ଚଳରେ ଗତ ମଙ୍ଗଳବାର ଘଟିଛି। ମୃତକଜଣକ ୨୪ ବର୍ଷୀୟ ସକ୍ଷମ ପୃଥି ବୋଲି ଜଣାଯାଇଛି।ରୋହିଣି ଅଞ୍ଚଳର!-->…
ଗୁଗଲ କର୍ମଚାରୀମାନଙ୍କ ଦରମା ତାଲିକା ଲିକ୍…!
ନୂଆଦିଲ୍ଲୀ : ସର୍ଚ୍ଚ ଇଞ୍ଜିନ ଗୁଗଲ ତା’ର କର୍ମଚାରୀମାନଙ୍କୁ ଦରମା ବାବଦରେ କେତେ ଟଙ୍କା ଦେଉଛି? କମ୍ପାନୀ ସବୁବେଳେ ଦାବି କରି ଆସୁଛି ଯେ ସଂସ୍ଥାର କର୍ମଚାରୀମାନଙ୍କୁ ମୋଟ ଅଙ୍କର ଦରମା ମିଳୁଛି। କର୍ମଚାରୀଙ୍କୁ ଅଧିକ ଦରମା ଦେଉଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଗୁଗଲ ଅନ୍ୟତମ ବୋଲି ସବୁବେଳେ!-->…
ବୈଜ୍ଞାନିକଙ୍କ ନୂଆ ଅଧ୍ୟୟନ: ସ୍ୱୟଂ ଠିକ୍ ହୋଇପାରୁଛି ଭାଙ୍ଗି ଯାଇଥିବା ଧାତୁ…
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଧାତୁକୁ ନେଇ ଏକ ଆଶ୍ଚର୍ଯ୍ୟକର ଅନୁସନ୍ଧାନ କରିଛନ୍ତି ବୈଜ୍ଞାନିକ। ସେମାନେ ଜାଣିବାକୁ ପାଇଛନ୍ତି ଯେ, ଭାଙ୍ଗି ଯାଇଥିବା ଧାତୁ ସ୍ୱୟଂ ପରିଚାଳନା ହେବାର ସମ୍ଭାବନା ରହିଛି। ଏଗୁଡିକ ମଣିଷର ବିନା ହସ୍ତକ୍ଷେପରେ ଗର୍ତ୍ତ ହୋଇଥିବା ସ୍ଥାନ ବା ଭାଙ୍ଗି ଯାଇଥିବା!-->…
ବ୍ରିଜ ଭୂଷଣ ଶରଣ ସିଂହ ଏବଂ ସଚିବ ବିନୋଦ ତୋମାରଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଦିଲ୍ଲୀର ରାଉଜ୍…
ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ଡବ୍ଲୁଏଫଆଇ (ଭାରତୀୟ କୁସ୍ତିି ମହାସଂଘ)ର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହ ଏବଂ ସଚିବ ବିନୋଦ ତୋମାରଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଯୌନ!-->…
ଚିତା ମୃତ୍ୟୁ ନେଇ ସୁପ୍ରିମ କୋର୍ଟଙ୍କ ଚିନ୍ତା
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଓ ନାମିବିଆରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ (କେଏନ୍ପି)କୁ ସ୍ଥାନାନ୍ତରିତ ହୋଇଥିବା ଚିତାମାନଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ଏକ ସମ୍ମାନର ପ୍ରସଙ୍ଗ ନ କରିବା ସହ ଏହାର ସମାଧାନ ପାଇଁ କିଛି ସକାରାତ୍ମକ ପଦକ୍ଷେପ!-->…