Sign in
Sign in
Recover your password.
A password will be e-mailed to you.
କାମାକ୍ଷାନଗର ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା…
କାମାକ୍ଷାନଗର: ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା । ଘରକୁ ଫେରିବା ବେଳେ ସଂଘବଦ୍ଧ ଆକ୍ରମଣ । ହାଣି ପକାଇଲେ ଦୁର୍ବୃତ୍ତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ନିର୍ମମ ଭାବରେ ହାତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ମୃତକଙ୍କ ନାଁ!-->!-->!-->…
ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ରଜନୀରେ ନାଟକ”ଅପେକ୍ଷାରେ ରାମଚନ୍ଦ୍ର”ରେ ନିଜକୁ ହଜେଇଲେ ଦର୍ଶକ
ବ୍ରହ୍ମପୁର--ସଂସାର ସାରା ସମସ୍ତେ ଲଙ୍କାପତି ରାବଣକୁ ରାମାୟଣର ଖଳ ଚରିତ୍ର ଭାବେ ଜାଣନ୍ତି । ଯିଏ ମାତା ସୀତାଙ୍କୁ ହରଣ କରି ଲଙ୍କା ନେଇଆସିବା ପରେ ପ୍ରଭୁ ରାମଚନ୍ଦ୍ରଙ୍କ ସହ ରାବଣଙ୍କ ହୋଇଥିଲା ଭୀଷଣ ଯୁଦ୍ଧ । ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିଥିଲେ ପ୍ରଭୁ ରାମ । କିନ୍ତୁ ରାବଣ ନିଜେ!-->…
ଦୁର୍ଗାପୂଜା ମଣ୍ଡପ ଛାତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର…
ହିଞ୍ଜିଳିକାଟୁ ୭।୫ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ନିକଟରେ ଥିବା ବଣିକ ସଂଘ ଦୁର୍ଗାପୂଜା ମଣ୍ଡପ ଛାତ ଉପରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ହିଞ୍ଜିଳି ପୋଲିସ। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଜଣେ ମଦ୍ୟପ ମଦ ପିଇ ଛାତ ଉପରେ ଜଣେ ଯୁବକଙ୍କ!-->…
ଚିତ୍ରୋକୋଣ୍ଡା ବିଧାୟକଙ୍କ ସହ ଅପରାଧି ଙ୍କ ଫୋଟୋ ଭାଇରାଲ…
ଏହା ବିଧାୟକ ଙ୍କ ଜାଣତରେ ନା ଅଜଣାତରେ...?
୫-ଟି ସଚିବଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗସ୍ତ
ହିଞ୍ଜିଳିକାଟୁ (୭।୫) : ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀନୃସିଂହ ଯାତ୍ରାର ଅନ୍ତିମ ଦିବସ ଶନିବାର ରାତିରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ହିଞ୍ଜିଳିକାଟୁ ରାଜବାଟି ସ୍ଥିତ ଲକ୍ଷ୍ମୀନୃସିଂହ ମନ୍ଦିର ରେ ପହଞ୍ଚି ଲକ୍ଷ୍ମୀନୃସିଂହ ଠାକୁରଙ୍କୁ ପ୍ରଥମେ ଦର୍ଶନ କରି ପୂଜାର୍ଚ୍ଚନା କରିବା ପରେ!-->…
ପେନସନ ପାଇଁ ଡହଳ ବିକଳ
ନନ୍ଦାହାଣ୍ଡି (୭/୫ ) : ହରିଶ୍ଚନ୍ଦ୍ର ନାୟକ (କ୍ଷମା )ବୟସ ପ୍ରାୟ 68 ବର୍ଷ , ଗ୍ରାମ ଡ଼ଙ୍ଗରଭେଜା, ଅବସରପ୍ରାପ୍ତ ମେସେଞ୍ଜର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନନ୍ଦାହାଣ୍ଡି (ଡ଼ଙ୍ଗରଭେଜା ), ଦୀର୍ଘ 26 ବର୍ଷ ଚାକିରୀକଲେ l ଅବସରର 8 ବର୍ଷ ପରେ ମଧ୍ୟ ମିଳିଲାନି ପେନସନ, ଦିନେ ଯେଉଁ ବ୍ୟାଙ୍କର!-->!-->!-->…
ରୋଟାରୀ କ୍ଲବ ପକ୍ଷରୁ ସ୍ବେଛାକୃତ ରକ୍ତ ଦାନ ଶିବିର, ୨୫ ୟୁନିଟ ରକ୍ତ ସଂଗୃହୀତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ନାରାୟଣୀ ରୋଡରେ ଅବସ୍ଥିତ ରୋଟାରୀ ସେବା ସଦନ ଠାରେ ଫୁଲବାଣୀ ବ୍ଲଡ଼ ବ୍ୟାଙ୍କ ସହଯୋଗରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତହୋଇଥିଲା l ଅନୁଷ୍ଠାନର ସଭାପତି ତଥା ଆଇନଜିବୀ ହରିଶ୍ଚନ୍ଦ୍ର ମହାରଣା,ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ,ବରିଷ୍ଠ!-->…
ସମଲେଶ୍ଵରୀ ଟ୍ରେନ ରହଣୀ ପାଇଁ ଆନ୍ଦୋଳନ କରିବା ପୂର୍ବରୁ ରାତାରାତି ୨ ଜଣଙ୍କୁ ଉଠେଇ ନେଇଥିଲେ, ଆଲୋଚନା ପରେ ଛାଡ଼ିଲେ
କାଶିପୁର : ରାୟଗଡା ଜିଲା କାଶିପୁର ବ୍ଳକ ଟିକିରି ରେଳ ଷ୍ଟେଶନ ରେ ସମଲେଶ୍ଵରୀ ଏକ୍ସପ୍ରେସ୍ ରହଣୀ ପାଇଁ ଆଜି ଟିକିରି ରେଳ ଷ୍ଟେସନ ରେ ଧାରଣା ଦେବାକୁ ଟିକିରି ଅଞ୍ଚଳର ବାସୀ ସ୍ଥିର କରିଥିବା ବେଳେ ଧାରଣା ନ ଦେବା ପୂର୍ବରୁ ରାତାରାତି ଦୁଇଜଣଙ୍କୁ ଉଠାଇ ନେଇଥିଲେ ଟିକିରି ପୋଲିସ୍ । ତେବେ!-->…
ଧୋନି ଥିଲେ ୩ଥର ଟ୍ରଫି ଜିତି ସାରନ୍ତାଣି ଆରସିବି: ୱସିମ ଅକ୍ରମ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆରମ୍ଭ ହେବାର ୧୬ବର୍ଷ ବିତିଛି। ଏହି ୧୬ବର୍ଷ ଭିତରେ ଅନେକ କିଛି ବଦଳି ଥିବା ବେଳେ ୨ଟି ଜିନିଷ ଏବେ ବି ଅପରିବର୍ତ୍ତିତ ରହିଛି। ୧୬ବର୍ଷ ହେଲାଣି ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଏବଂ ବିରାଟ କୋହଲି!-->…
ସରକାରୀ କର୍ମଚାରୀଙ୍କୁ ଟଙ୍କା ବାଣ୍ଟିବା କାର୍ଯ୍ୟରେ ବିଜେଡି ଲଗାଇଛି, ଫେରାଦ ହେଲା ବିଜେପି
ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନରେ ସରକାରୀ ମହିଳା କର୍ମଚାରୀଙ୍କୁ ବିଜେଡି ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟରେ ଲଗାଇବା ସହ ଭୋଟରଙ୍କୁ ଟଙ୍କା ବାଣ୍ଟିବା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବିଜେପି ଅଭିଯୋଗ କରିଛି । ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର!-->…