Sign in
Sign in
Recover your password.
A password will be e-mailed to you.
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ,ନଭେମ୍ବର ୧୨ରେ ଭୋଟ ଗ୍ରହଣ
ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ରାଜ୍ୟରେ ଗୋଟିଏ ପର୍ୟ୍ୟାୟରେ ନିର୍ବାଚନ ହେବ। ନଭେମ୍ବର ୧୨ ତାରିଖ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଭୋଟ କାଉଟିଂ ହେବ ବୋଲି ନିର୍ବାଚନ!-->…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ୧ ଲକ୍ଷ ୭୫୦୦୦ ହଜାର ଜୋରିମାନା
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ସେସନସ୍ ଜଜ୍ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ବିଚାର କରି ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଏବଂ ପିଡିତାର ବୟାନକୁ ଭିତ୍ତି କରି ମାମଲାର ଅଭିଯୁକ୍ତ ଜଗତ୍ କିଶୋର ସେଠୀ ୨୦ବର୍ଷକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ!-->…
ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର
ଦାରିଙ୍ଗବାଡ଼ି,(୧୪/୧୦) : ଭ୍ରମରବାଡ଼ି ପଞ୍ଚାୟତ ଅନ୍ତର୍ଗତ ବୁଡାନପିପାଲି ଗ୍ରାମ ଜଙ୍ଗଲରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର । ମୃତ ମହିଳା ଜଣକ ହେଲେ ବୁଡାନପିପାଲି ଗ୍ରାମର ପ୍ରକାଶ ପ୍ରଧାନଙ୍କ ସ୍ତ୍ରୀ ସୁମିତ୍ରା ପ୍ରଧାନ । ଏହି ଗ୍ରାମର ପ୍ରକାଶ ପ୍ରଧାନଙ୍କୁ କେର୍କେବାଡ଼ି ଗ୍ରାମର ସନାତନ!-->…
ଛତିଶଗଡ଼ରେ ଭୂକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮
ନୂଆଦିଲ୍ଲୀ : ପୁଣି ଛତିଶଗଡ଼ରେ ଭୂକମ୍ପ ଝଟକା। ଆଜି ଭୋର ୫ ଟା ୨୮ ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର (National Centre for seismology ) ପକ୍ଷରୁ ସୂଚନା ମିଳିଛି । ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି ।!-->…
ଶ୍ରମିକ କାର୍ଡ଼ କରାଇ ଦେବି କହି ସାଧାରଣ ଲୋକଙ୍କୁ ଠକି ଦୁଇ ଗିରଫ
ଦାରିଙ୍ଗବାଡ଼ି, ୧୪/୧୦, ଶ୍ରମିକ କାର୍ଡ଼ କରାଇ ଦେବାକୁ କହି ସାଧାରଣ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଇଛନ୍ତି ଦୁଇ ଜଣ। ସେମାନେ ହେଲେ ଗଜପତି ଜିଲ୍ଲାର ଅଞ୍ଚଳର ଅତ୍ୟୁତ କୁମାର ଜେନା ଓ ରଞ୍ଜିତ ସିଂ ବୋଲି ଜଣାପଡ଼ିଛି। ଦୁଇ ଜଣ ଆଜି ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କିରୀକୁଟି ଅଞ୍ଚଳରୁ!-->…
ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ ପ୍ରତିଯୋଗିତାରେ କନ୍ଧମାଳ ଛାତ୍ରଛାତ୍ରୀଙ୍କ ସଫଳତା
ଦାରିଙ୍ଗବାଡ଼ି,୧୪/୧୦, କନ୍ଧମାଳ କ୍ୱାନକିଡୋ ମାର୍ଶାଲ ଆର୍ଟ ଆସୋସିଏସନ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପି ପ୍ରତିଯୋଗିତାରେ ଭାଗନେଇ ୨ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି I ଦାରିଙ୍ଗବାଡ଼ି କୋଚ ଶରତ ଚନ୍ଦ୍ର ଦିଗାଳ, ବ୍ଲାକ ବେଲ୍ଟ!-->…
ଡାଲା ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା, ୧ମୃତ ୨ ଗୁରୁତର
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାବାଡି ଗାଁ ନିକଟରେ ଡାଲା ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଭଗବାନପୁର!-->…
ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ
ବୁଗୁଡା : ତା ୧୪/୧୦/୨୨ : ବୁଗୁଡା ବ୍ଳକ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର କ୍ୟାନସର ରୋଗରେ ମୃତ୍ୟୁ ବରଣ କରିଥିବା ପିତବାସ ଗୌଡଙ୍କ ପରିବାରକୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଇଛି। ଗୋଲିଆ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ!-->…
ରାଉରକେଲା ବିମାନବନ୍ଦରକୁ କାର୍ଯ୍ୟକ୍ଷମ ପାଇଁ ସିନ୍ଧିଆଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର: ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପର ମ୍ୟାଚ୍ ଖେଳାଯିବ । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ବିମାନବନ୍ଦରକୁ!-->…
ଜ୍ଞାନବ୍ୟାପୀ ମସଜିଦ ବିବାଦ: ସାଇଣ୍ଟିଫିକ୍ ତଦନ୍ତକୁ ନା, ହିନ୍ଦୁ ପକ୍ଷର ଆବେଦନ ଖାରଜ
ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମସଜିଦ ବିବାଦରେ ବଡ଼ ରାୟ ଦେଇଛନ୍ତି ବାରାଣସୀ କୋର୍ଟ। ମସଜିଦ ମଧ୍ୟରୁ ମିଳିଥିବା ବଡ଼ ପଥର ଖଣ୍ଡ ଓ ଅନ୍ୟାନ୍ୟ ଜିନିଷର ବିଜ୍ଞାନିକ ଭିତ୍ତିକ ତଦନ୍ତ କରିବାକୁ ହିନ୍ଦୁ ପକ୍ଷ କରିଥିବା ଆବେଦନକୁ ଆଜି କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ହିନ୍ଦୁ ପକ୍ଷରୁ ମସିଜଦରୁ!-->…