ରୋଷେଇ କରୁଥିବାବେଳେ ଚୁଲି ନିଆଁରେ ପୋଡ଼ି ହୋଇ ବୃଦ୍ଧା ଗୁରୁତର

ଭଞ୍ଜନଗର: ଚୁଲି ନିଆଁରେ ପୋଡ଼ି ହୋଇ ବୃଦ୍ଧା ଗୁରୁତର। ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ କନ୍ଧଶାରଳା ଗାଁରେ ଘଟିଛି ଏଭଳି ଘଟଣା । ଆ‌ହତ ବୃଦ୍ଧା ଜଣକ ହେଲେ, ଗୈାରୀ ନାଇକ। ନିଜ ଘରେ ରୋଷେଇ କରୁଥିବାବେଳେ, କୈାଣସି କାରଣ ବଶତଃ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ

ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କଲେ ପାଣ୍ଡିଆନ୍ ଦମ୍ପତ୍ତି

ପୁରୀ ୧୫/୧୦: ପୁରୀରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍ । ଆଜି ସକାଳୁ ଉଭୟେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ଥିବା ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିଛନ୍ତି । ଏଥିସହ ମା ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିବା

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌, ଆରୋହୀ ମୃତ

ନୀଳଗିରି ୧୫।୧୦ : ରାସ୍ତା ପାର ହେଉଥିବା ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌ । ଘଟଣାସ୍ଥଳରେ ହିଁ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ନୀଳଗିରି ଏନ୍‌ଏସି ୭ ନମ୍ବର ଓ୍ୱାର୍ଡ ଦାସସାହି ଗାଁର ବାବୁ ଦାସ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଏକ ପିକ୍‌ ଅପ୍‌

ଧାମନଗର ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଦଳ ୩୦ଜଣିଆ ତାଲିକା ଘୋଷଣା କରିଥିବା ବେଳେ ତାଲିକାରେ ରହିଛନ୍ତି ପ୍ରଭାରୀ ଚେଲା କୁମାର ଓ ସହପ୍ରଭାରୀ ରୁଦ୍ର ରାଜୁ । ସେହିପରି ଦଳର ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିରୋଧୀ ଦଳ ନେତା

ଧାମନଗର ଉପନିର୍ବାଚନ ପାଇଁ ଆଜି ଯାଞ୍ଚ ହେବ ପ୍ରାର୍ଥିପତ୍ର, ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ ଯାଞ୍ଚ ହେବ । ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଗତକାଲି ସରିଛି ନାମାଙ୍କନ ଦାଖଲ । ଶେଷ ଦିନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ନାମାଙ୍କନ ଦାଖଲ

ଗାଡ଼ିକୁ ପିଟିଲା ବାଇକ୍, ଆରୋହୀ ମୃତ

ବଲାଙ୍ଗୀର ୧୫।୧୦ : ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ରାସ୍ତାକଡ଼ରେ ଥିବା ଗାଡ଼ିକୁ ପିଟିଲା ବାଇକ୍। ଘଟଣାସ୍ଥଳରେ ବାଇକ୍ ଅରୋହୀଙ୍କ ମୃତ୍ୟ । ମୃତକ ହେଲେ କୃଷ୍ଣଚନ୍ଦ୍ର ଭୋଇ । ତାଙ୍କ ଘର ଗାଇସିଲେଟ୍ ବ୍ଲକ କସଁଡୋଲ ଗାଁରେ। ସେପଟେ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର

ଜନ ଶୁଣାଣି କାର୍ଯ୍ଯକ୍ରମ ରେ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଶୂନ…

ଫୁଲବାଣୀ :- ପାବୁରିଆ ରେ ଇଣ୍ଟରନେଟ କାର୍ଯ୍ୟ ରେ ବାଧାପ୍ରାପ୍ତ ହେଉଥିବା ନେଇ ପାବୁରିଆ ସରପଞ୍ଚ ଙ୍କ ନେତୃତ୍ଵରେ ଗ୍ରାମବାସୀ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି l ଅଭିଯୋଗ ପତ୍ରରେ ଲିଖିତ ଏହି କି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ

ପ୍ରଫେସର ଡାକ୍ତର ବିଜୟ କୁମାର ଷଡଙ୍ଗୀଙ୍କ ପ୍ରଥମ ପୂଣ୍ୟତିଥିରେ ଝୁରିଲେ ବ୍ରହ୍ମପୁରର ବୁଦ୍ଧିଜୀବୀ

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଭାରତୀୟ ମେଡିକାଲ ଏସୋସିଏସନ ସମ୍ମିଳନୀ କକ୍ଷ ରେ ଓଡିଶାର ବିଶିଷ୍ଟ ଅସ୍ଥି ଶଲ୍ୟ ବିଶାରଦ ପ୍ରଫେସର ଡାକ୍ତର ବିଜୟ କୁମାର ଷଡଙ୍ଗୀ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ବହୁ ବରିଷ୍ଠ ଚିିକିତ୍ସକ ଙ୍କ ସମେତ ବରିଷ୍ଠ କବି ସାହିତ୍ୟିକ ସାମ୍ବାଦିକ

ନବନିଯୁକ୍ତ ବ୍ୟାଙ୍କିଙ୍ଗ୍ ସହାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ

ଭୁବନେଶ୍ୱର: ନବନିଯୁକ୍ତ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ । କେନ୍ଦ୍ର ସମବାୟ ବ୍ୟାଙ୍କର ନବନିଯୁକ୍ତ ବ୍ୟାଙ୍କିଙ୍ଗ ସହାୟକ ଓ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧିକାରୀମାନଙ୍କୁ ଦିଗଦର୍ଶନ କାର୍ଯ୍ୟକ୍ରମ । ଏହା ସହିତ ପ୍ରାଥମିକ କୃଷିଋଣ ସମବାୟ ସମିତି

ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ମିଶନ ଶକ୍ତି ମା’ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଫେଡେରେସନର ମିଶନ ଶକ୍ତି ମା’ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଭୁବନେଶ୍ବରକୁ ସେମାନେ ପ୍ରଶିକ୍ଷଣ ପାଇଁ ଆସିଥିବା ଅବସରରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ