ମୋଦୀଙ୍କୁ ଅଧିକ ସମୟ ଦେବା ପାଇଁ ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣା କରାଯାଇନାହିଁ : କଂଗ୍ରେସ

ନୂଆଦିଲ୍ଲୀ : ଶୁକ୍ରବାରଦିନ ନିର୍ବାଚନ କମିସନଙ୍କ ପକ୍ଷରୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିବାବେଳେ ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇନଥିଲା । ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମଣିପୁରରେ ଲାଗୁ ହେବ ୪ ପିଲା ନୀତି

ଇମ୍ଫାଲ: ମଣିପୁରରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ବଡ ଘୋଷଣା ହୋଇଛି। ଏହା ଅନୁଯାୟୀ ୪ରୁ ଅଧିକ ଛୁଆ ଜନ୍ମ କଲେ ପରିବାରକୁ ସରକାରୀ ଯୋଜନାରୁ ବାଦ୍ ଦିଆଯିବ। ମଣିପୁର କ୍ୟାବିନେଟ୍‌ ଏହା ଉପରେ ଏକ ଅଧ୍ୟାଦେଶ ଆଣିବ ବୋଲି ନିଷ୍ପତ୍ତି ନେଇଛି। ଗୁରୁବାର ରାଜ୍ୟର

ଟିକସ ହ୍ରାସ ମହଙ୍ଗା ସାବ୍ୟସ୍ତ: ବ୍ରିଟେନ ଅର୍ଥମନ୍ତ୍ରୀଙ୍କୁ ବରଖାସ୍ତ କଲେ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଗତ ମାସ ଶେଷରେ ତାଙ୍କ ମିନି ବଜେଟ୍‌ ଦ୍ୱାରା ସୃଷ୍ଟି ହୋଇଥିବା ଅର୍ଥନୈତିକ ଅଶାନ୍ତିକୁ ରୋକିବା ପାଇଁ ଶେଷରେ ତାଙ୍କ ରାଜକୋଷର କୁଳପତି ତଥା ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗଙ୍କୁ ବରଖାସ୍ତ କରିଛନ୍ତି ବୋଲି ଶୁକ୍ରବାର ଦିନ ଲଣ୍ଡନର

INSରୁ ବାଲିଷ୍ଟିକ ମିସାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ସାବଧାନ ଶତ୍ରୁ ପକ୍ଷ। ଏଣିକି ପଡୋଶୀ ଚୀନ୍ ଓ ପାକିସ୍ତାନକୁ ଚେକ୍ ଦେବାକୁ ଭାରତର ବଡ ପରୀକ୍ଷଣ ସଫଳ । ଆଇଏନ୍‌ଏସ୍ ଅରିହନ୍ତରୁ ବାଲିଷ୍ଟିକ ମିସାଇଲ୍‌ର ସଫଳ ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ର ବଙ୍ଗୋପସାଗରେ ଏକ ନିର୍ଦ୍ଧାରିତ ଟାର୍ଗେଟକୁ ସଫଳତାର ସହ ଲକ୍ଷଭେଦ କରିଛି।

ଲିଙ୍ଗାୟତ ମଠ ସାଧୁଙ୍କ ନାଁରେ ଆଉ ଏକ ମାମଲା, ଯୌନଶୋଷଣ ଅଭିଯୋଗ

ବେଙ୍ଗାଲୁରୁ: ପୁଣି ଏକ ନୂଆ ମାମଲାରେ ଫସିଲେ ଲିଙ୍ଗାୟତ ମଠର ପ୍ରମୁଖ ସନ୍ଥ ଶିବମୂର୍ତ୍ତି ମୁରୁଗା ଶରଣାରୁ। ତାଙ୍କ ବିରୋଧରେ ଯୌନଶୋଷଣର ଆଉ ଏକ ମାମଲା ରୁଜୁ ହୋଇଛି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏହା ତାଙ୍କ ବିରୋଧରେ ଦ୍ୱିତୀୟ ପକ୍ସୋ ମାମଲା ରୁଜୁ

ୟୁକ୍ରେନ ଉପରେ ଆକ୍ରମଣ କରିବ ବେଲାରୁଷ!

ମସ୍କୋ: ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚି ଯାଇଛି। ୮ ମାସ ହେଲା ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ୟ ଏଯାଏ ବିଜୟ ହାସଲ କରିପାରି ନାହିଁ। ଏସବୁ ଭିତରେ ରୁଷକୁ ସହଯୋଗର ହାତ ବଢ଼ାଇଛି ବେଲାରୁଷ। ୟୁକ୍ରେନର ପଡ଼ୋଶୀ

ଦୋଷୀ ସାବ୍ୟସ୍ତ ହେଲେ ଆର୍‌ଜେଡି ନେତା ଅନିଲ କୁମାର ସାହାଣି

ପାଟନା: ଦୋଷୀ ସାବ୍ୟସ୍ତ ହେଲେ ଆର୍‌ଜେଡି ନେତା ଅନିଲ କୁମାର ସାହାଣି। ଦିଲ୍ଲୀର ଏକ ସିବିଆଇ ଅଦାଲତା ଦ୍ୱାରା ସେ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହାପରେ ତାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରାଯାଇଛି। ବିହାର ବିଧାନସଭା ସଚିବ ପୱନ କୁମାର ପାଣ୍ଡେଙ୍କ ଦ୍ୱାରା ଜାରି

ଅବକାରୀ ନୀତି ମାମଲା: ପୁଣି ୨୫ଟି ସ୍ଥାନରେ ଇଡିର ରେଡ୍‌

ନୂଆଦିଲ୍ଲୀ: ଲାଗୁ ହେବା ପରେ ପ୍ରତ୍ୟାହାର ହୋଇ ସାରିଥିବା ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପୁଣିଥରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ଇଡିର ଏକାଧିକ ଟିମ୍‌ ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ ରେଡ୍‌ କରିଛନ୍ତି। ଏହାପୂର୍ବରୁ ଇଡିର ଅଧିକାରୀମାନେ

ବ୍ରହ୍ମାକୁମାରୀସ୍‌, ଶାନ୍ତିକୁଣ୍ଡ ତରଫରୁ ପ୍ରେସୀଡ଼େନ୍ସି କଲେଜର ସ୍ନାତକ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ସକାଶେ…

ବ୍ରହ୍ମପୁର- ୧୩.୧୦.୨୨: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ପ୍ରଭୁ ଉପହାର ରିଟ୍ରିଟ ସେଂଟର୍ ଅଡିଟୋରିୟମ୍ ମହଲରେ ଆଜି ପ୍ରେସିଡେନ୍ସି କଲେଜର ବି.ସି.ଏ ଏବଂ ବି.ବି.ଏ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ସମତେ ନିର୍ଦ୍ଦେଶକ, ଅଧ୍ୟକ୍ଷ (ଡିନ୍‌) ତଥା ଅଧ୍ୟାପକ, ଅଧ୍ୟାପିକାଙ୍କ

ଆସାମ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢ଼ାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆଜି, ତାଙ୍କର ସୁରକ୍ଷା କଭରକୁ ବଢ଼ାଇ ଜେଡ ପ୍ଲସକୁ ବୃଦ୍ଧି କରାଯାଇଛି | ଏହା ସହିତ, ବର୍ତ୍ତମାନ ସମଗ୍ର ଭାରତରେ ହିମନ୍ତଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ |