ଶୌଚ ହେବାକୁ ଯାଇଥିଲାବେଳେ କଚାଡ଼ି ଫିଙ୍ଗିଲା ଦନ୍ତା

ତେଲକୋଇ ୧୫।୧୦ : ଯୁବକଙ୍କୁ କଚାଡିଲା ଗୋଠଛଡ଼ା ଦନ୍ତା ।ଗୁରୁତର ଅବସ୍ଥାରେ ଦଶୁରୁ ନାୟକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଜଗମୋହନପୁର ସେକ୍ସନ ଶିଙ୍କୁଳାବାହାଳ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଶିଙ୍କୁଳାବାହାଳ ଗାଁର

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୫।୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୨ ବର୍ଷ ବୟସ

୧୩ଶହ ମୁସଲିମ୍‌ଙ୍କୁ ବିବାହ କରାଇଛନ୍ତି ୟୁପି ସରକାର

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ଉତ୍ତରପ୍ରଦେଶ ସରକାର ଚଳିତବର୍ଷ ୧୩୦୦ରୁ ଅଧିକ ମୁସଲିମ୍‌ ବିବାହ କରାଇଥିବା ଜଣାପଡ଼ିଛି। ମୁସଲିମ୍‌ ସମ୍ପ୍ରଦାୟର ନିକଟତର ହେବାକୁ ଉତ୍ତରପ୍ରଦେଶ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ

ବିଶ୍ବର ସର୍ବାଧିକ ବିପଜ୍ଜନକ ରାଷ୍ଟ୍ରମାନଙ୍କ ମଧ୍ୟରୁ ପାକିସ୍ତାନ ଗୋଟାଏ : ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଏକତା ନ ଥାଇ ଆଣବିକ ଅସ୍ତ୍ର ରଖିଥିବାରୁ ବିଶ୍ବର ସବୁଠୁ ବଳି ବିପଜ୍ଜନକ ରାଷ୍ଟ୍ରମାନଙ୍କ ମଧ୍ୟରୁ ପାକିସ୍ତାନ ଗୋଟାଏ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ବିଚାର କରୁଥିବା କଥା ଆଜି ଜଣାପଡ଼ିଛି। ଗୁରୁବାର ଦିନ ‘ଡେମୋକ୍ରାଟିକ୍‌’ କଂଗ୍ରେସ୍‌ ପ୍ରଚାର ଅଭିଯାନ କମିଟି

ଅନ୍ୟ ଦେଶକୁ ୫-ଜି ବିକିବ ଭାରତ

ୱାଶିଂଟନ : ଅକ୍ଟୋବର ପହିଲାରୁ ଦେଶରେ ସୁପରସ୍ପିଡ୍ ଇଣ୍ଟରନେଟ ସେବା ୫-ଜି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୧୬ଟି ସହରରେ ଏହି ନେଟୱର୍କ ସେବା ଆରମ୍ଭ ହୋଇଛି। ପୂରା ଦେଶରେ ପହଞ୍ଚିବାକୁ ଆହୁରି ଅନେକ ଦିନ ଲାଗିବ। ଏବେ ସରକାର ୫-ଜି ନେଟୱର୍କ ଅନ୍ୟ ଦେଶକୁ ବିକିବା ପାଇଁ ଯୋଜନା

ଆଜି ଆଇନ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଆଇନ ଓ ନ୍ୟାୟିକ ବ୍ୟବସ୍ଥା ଉପରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଆଇନ ମନ୍ତ୍ରୀ ଓ ସଚିବଙ୍କ ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଗୁଜୁରାଟର

ଭାରତୀୟ ସହର ହାଇଦ୍ରାବାଦକୁ ‘ୱାର୍ଲଡ୍‌ ଗ୍ରିନ୍‌ ସିଟି’ ପୁରସ୍କାର

ହାଇଦ୍ରାବାଦ୍‌: ଶୁକ୍ରବାର ଦିନ ଦକ୍ଷିଣ କୋରିଆର ଜେଜୁରେ ଆୟୋଜିତ ଉତ୍ସବରେ ହାଇଦ୍ରାବାଦକୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଆସୋସିଏସନ୍‌ ଅଫ୍‌ ହର୍ଟିକଲ୍‌ଚର୍‌ ପ୍ରଡ୍ୟୁସର୍‌’ (ଏଆଇପିଏଚ୍‌) ଦ୍ବାରା ପ୍ରଣିତ ‘ୱାର୍ଲଡ୍‌ ଗ୍ରିନ୍ ସିଟି ଆୱାର୍ଡ ୨୦୨୨’ ପ୍ରଦାନ କରାଯାଇଛି। ଏହାଛଡ଼ା, ‘ଆଉଟର୍‌

ଆଗାମୀ ତିନି ଦିନି ଯାଏଁ ପାଗ ଶୁଖିଲା, ୧୮ରେ ଘୂର୍ଣ୍ଣିବଳୟ !

ଭୁବନେଶ୍ୱର ୧୫।୧୦ : ପାଗରେ ସାମାନ୍ୟ ପରିବର୍ତ୍ତନ । ଆସନ୍ତା ୧୮ ତାରିଖ ଯାଏ ପାଗ ଶୁଖିଲା ରହିବ । କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । କିନ୍ତୁ ବିସ୍ତୃତ ବର୍ଷାର ଆଦୌ ସମ୍ଭାବନା ନାହିଁ । ତେବେ ୧୮ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ

ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି

ଭଦ୍ରକ:ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପରେ ପ୍ରଚାର ପାଇଁ ଆରମ୍ଭ ହେଲାଣି ସଜବାଜ । ତିନି ରାଜନୈତିକ ଦଳ ନିଜ ନିଜର ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି । ବିଜେଡିର ପ୍ରଚାର ମଙ୍ଗ ଧରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ଦଳ ।

ଖୋଲୁଛି ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳା କାରନାମା ପେଡ଼ି

ଭୁବନେଶ୍ୱର : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳା କାରନାମା ପେଡ଼ିରୁ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଦିନ ଗଡ଼ିବା ସାଙ୍ଗକୁ ତାଙ୍କ ଫାଶରେ ପଡ଼ିଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚେହେରା ପଦାରେ ପଡୁଛି। ରାଜନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ଚଳଚ୍ଚିତ୍ର