Sign in
Sign in
Recover your password.
A password will be e-mailed to you.
ପ୍ରାକୃତିକ ବିପର୍ଯୟ ପ୍ରସ୍ତୁତି ବୈଠକ ଏବଂ ଜାତୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ ପାଳନ ପ୍ରସ୍ତୁତି ବୈଠକ…
ବ୍ରହ୍ମପୁର :ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜୂମ ମାଧ୍ୟମରେ ପ୍ରାକୃତିକ ବିପର୍ଯୟ ପ୍ରଶମନ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରିବା ସହ!-->…
ଫୋଟୋ କହୁଛି ବ୍ରହ୍ମପୁର ବଡ ମେଡିକାଲ ର କଥା ଓ ଗାଥା…
ଏହି ଭଳି ଵିରଳ ଫୋଟୋ ଚିତ୍ର ଓଡିଶା ରେ ହିଁ କେବଳ ଦେଖିବାକୁ ମିଳେ..!
ଏହି ଦିନ ବି ଦେଖିବାକୁ ବାକି ଥିଲା...ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ତିନୋଟି ଶିଶୁ ନେଉଛନ୍ତି ନିଶ୍ଵାସ। ତଥାପି ଆମେ ଶ୍ରେଷ୍ଠ..!
ଜି.ଏନ୍.ସାଇବାବାଙ୍କ ଜେଲ୍ ରୁ ମୁକ୍ତି ରାୟକୁ ଉପେକ୍ଷା କରି ସୁପ୍ରିକୋର୍ଟଙ୍କ ଦ୍ବାରସ୍ଥ ମହାରାଷ୍ଟ୍ର ସରକାର…
ନୂଆଦିଲ୍ଲୀ: ୧୪ ଅକ୍ଟୋବରରେ ୨୦୧୭ ମସିହାର ମାଓବାଦୀ କାର୍ଯ୍ୟକଳାପ ସହ ସଂପୃକ୍ତ ୬ ଆରୋପୀଙ୍କ ବିରୋଧରେ ଚାଲିଥିବା ମାମଲାର ଶୁଣାଣି କରିଛନ୍ତି ଜଷ୍ଟିସ ରୋହିତ ଦେବ ଏବଂ ଜଷ୍ଟିସ ଅନିଲ ପଂସାରେ ଙ୍କ ଦୁଇ ଜଣିଆ ଖଣ୍ଡ ପୀଠ । ଶୁଣାଣି ମୁତାବକ ସଂପୃକ୍ତ ଆରୋପୀ ମାନଙ୍କର ମାଓବାଦୀ!-->!-->!-->…
ବିଦ୍ୟାଳୟ ପରିସରରେ ଭାରତର ପୂର୍ବତନ ରାଷ୍ଟପତି ଡ. ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କ ଜୟନ୍ତୀ ପାଳିତ…
ଛତ୍ରପୁର :ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛତ୍ରପୁର ବିଦ୍ୟାଳୟ ପରିସରରେ ଭାରତର ପୂର୍ବତନ ରାଷ୍ଟପତି ଡ. ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କ ଜୟନ୍ତୀ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ରନାଥ ଦାଶଙ୍କ ତତ୍ତ୍ବାବଧାନରେ ପାଳନ କରାଯାଇଅଛି । ଇତ୍ୟ ଅବସରରେ ବିଦ୍ୟାଳୟର ଗୁରୁଜୀ ଶ୍ରୀ ସୁକାନ୍ତ କୁମାର!-->…
ପାରିବାରିକ କଳହକୁ ନେଇ ଦିଅରକୁ ହତ୍ୟା କଲା ଭାଉଜ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀରେ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ଭାଉଜ ଦିଅରକୁ ହତ୍ୟା କରିଥିବା ଅଭିଯୋଗ । ମୃତକ ଜଣକ ହେଲେ ପ୍ରଦୀପ ନାୟକ । ହତ୍ୟା କରିଥିବା ମହିଳା ଜଣକ ହେଲେ କାମିନୀ ନାୟକ ।
ସୂଚନା ମୁତାବକ, ଆଜି ସକାଳେ ଘରେ କେହି!-->!-->!-->…
ବିଚାରାଧୀନ କଏଦୀଙ୍କ କଥା ସହାନୁଭୂତିପୂର୍ବକ ଚିନ୍ତା କରନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ବିଚାରାଧୀନ କଏଦୀଙ୍କ ବିଷୟରେ ସହାନୁଭୂତିପୂର୍ବକ ଚିନ୍ତା କରନ୍ତୁ ବୋଲି ଆଜି ‘ଅଖିଳ ଭାରତୀୟ ଆଇନ ମନ୍ତ୍ରୀ ଓ ଆଇନ ସଚିବଙ୍କ ସମ୍ମିଳନୀ’ର ଉଦ୍ଘାଟନୀ ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ସେ କହିଛନ୍ତି, ଆଇନ ବ୍ୟବସ୍ଥା ମାନବୀୟ ଆଭିମୁଖ୍ୟ!-->!-->!-->…
ଗୁଜରାଟ ନିର୍ବାଚନର ତାରିଖ ଶୀଘ୍ର ଘୋଷଣା କରିବେ ଆୟୋଗ, ଡିସେମ୍ବର ୪ ସୁଦ୍ଧା ଭୋଟିଂ ସମ୍ଭାବନା
ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନର ଶୀଘ୍ର ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି, ଯାହା ଡିସେମ୍ବର ୪ରେ ସରିବ। ଆୟୋଗଙ୍କ ସୂତ୍ର ଅନୁଯାୟୀ, ଭୋଟ୍ ଗଣତି ହିମାଚଳ ପ୍ରଦେଶ ସହିତ ହୋଇପାରେ। ଗୁଜରାଟ ବିଧାନସଭାର!-->…
ମସଜିଦ ବାହାରେ ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ଗୁଳି କରି ହତ୍ୟା
ଇସଲାମାବାଦ: ମସଜିଦ ବାହାରେ ଭୟଙ୍କର ଗୁଳିକାଣ୍ଡ। ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତି। ଶୁକ୍ରବାର ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶର ଗୋଟିଏ ମସଜିଦ ବାହାରେ ଏପରି ଘଟଣା ଘଟିଛି। ବିଚାରପତି ଜଣଙ୍କ ମସଜିଦକୁ ନମାନ ପାଠ ପାଇଁ ଆସିଥିବା ବେଳେ ଏପରି!-->…
ନାଟୋକୁ ପୁଟିନଙ୍କ ‘ବିଶ୍ୱ ବିପର୍ଯ୍ୟୟ’ର ଧମକ
ଅଷ୍ଟନା: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ସିଧାସଳଖ ନାଟୋ ଟ୍ରୁପ୍ସକୁ ଧମକ ଦେଇଛନ୍ତି। ଯଦି ନାଟୋ ସୈନ୍ୟମାନେ ରୁଷ ଆର୍ମି ସହ ସିଧାସଳଖ ଲଢ଼େଇ କରିବେ, ତା’ହେଲେ ପୂରା ବିଶ୍ୱ ଭୟଙ୍କର ବିର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
!-->!-->!-->…
ପାରୋଲରେ ମୁକୁଳିଲେ ଆତ୍ମଘୋଷିତ ଧର୍ମଗୁରୁ ରାମ ରହିମ
ଚଣ୍ଡିଗଡ଼: ଜଣେ ସ୍ୱାଧୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ହରିୟାଣାର ସୁନାରିଆ ଜେଲରେ ବନ୍ଦୀ ଥିବା a jo ତଥା ଡେରାସଚ୍ଚା ସୌଦା ପ୍ରମୁଖ ଗୁରୁମିତ ରାମ ରହିମଙ୍କୁ ମିଳିଛି ପାରୋଲ। ୪୦ ଦିନିଆ ପାରୋଲରେ ମୁକୁଳିଥିବା ରାମ ରହିମ ଆଜି ସକାଳେ କଡ଼ା ସୁରକ୍ଷା ମଧ୍ୟରେ ବାଗପାଟ ଅଭିମୁଖେ ଯାତ୍ରା!-->…