Sign in
Sign in
Recover your password.
A password will be e-mailed to you.
ଆଜିଠାରୁ ଟ୍ବେଣ୍ଟି-୨୦ ବିଶ୍ବକପ୍; ପ୍ରଥମ ରାଉଣ୍ଡ୍ରେ ଲଢ଼ିବେ ୮ ଦଳ; ସୁପର-୧୨କୁ ଯିବେ ୪
ଗିଲଙ୍ଗ/ହୋବାର୍ଟ : କ୍ରିକେଟ୍ ଦୁନିଆର ସବୁଠୁ ଆକର୍ଷଣୀୟ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ଅଷ୍ଟମ ସଂସ୍କରଣ ରବିବାରଠାରୁ ଆରମ୍ଭ ହେଉଛି। ମୋଟ ୧୬ଟି ଦେଶକୁ ନେଇ ଏହି ପ୍ରତିଯୋଗିତା ଅଷ୍ଟ୍ରେଲିଆର ୭ଟି ଷ୍ଟାଡିୟମ୍ରେ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ରବିବାରଠାରୁ ପ୍ରଥମ!-->…
୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ବେଳେ ଧରାପଡିଲେ ପୂର୍ବତନ ମନ୍ତ୍ରୀ
ଚଣ୍ଡିଗଡ: ଲାଞ୍ଚ ଦେଇ ଧରା ପଡିଲେ ପୂର୍ବତନ ମନ୍ତ୍ରୀ। ପଞ୍ଜାବର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସୁନ୍ଦର ଶ୍ୟାମ ଅରୋରାଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ଅୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ମଧ୍ୟ ଚାଲିଛି। ଏହି କାର୍ଯ୍ୟାନୁଷ୍ଠାନରୁ!-->…
ଜଣେ ଇଟାଲୀୟ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଏବଂ ଏବେ ଜଣେ ଇଟାଲୀୟା ତାଙ୍କ ମାଙ୍କୁ ଅପମାନ କରିଛନ୍ତି: ଅନୁରାଗ ଠାକୁର
ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଙ୍କୁ ଆମ ଆଦମୀ ପାର୍ଟି(ଆପ) ଅସମ୍ମାନ କରିବା ନେଇ ବିଜେପି ପକ୍ଷରୁ କଡ଼ାସମାଲୋଚନା କରାଯାଇଛି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବେ ଆପକୁ ନିଶାନା କରିଛନ୍ତି। ଗୁଜରାଟରେ ଏକ!-->…
ହସପିଟାଲରେ ଭର୍ତ୍ତି ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ହସପିଟାଲରେ ଭର୍ତ୍ତି ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଖିର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଦ୍ରୌପଦୀ ଆର୍ମି ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ମୁଖପାତ୍ର ସୂଚନା ଦେଇଛନ୍ତି। ତେବେ ଏହି ଅସ୍ତ୍ରୋପଚାର ସଫଳ ହୋଇଛି।!-->…
କଲେଜ କ୍ୟାମ୍ପସରୁ ଧରାପଡ଼ିଲା ବାଘ
ଭୋପାଳ: ସପ୍ତାହେ ହେଲା ଆତଙ୍କ ସୃଷ୍ଟି କରୁଥିଲା। କଲେଜ କ୍ୟମ୍ପସରେ ଚହଳ ସୃଷ୍ଟି କରିଥିଲା। ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଭୟଭୀତ ଅବସ୍ଥାରେ ଥିଲେ। ତେବେ ଥରହର ସୃଷ୍ଟି କରିବା ପରେ ଶେଷରେ ଜାଲରେ ପଡ଼ିଥିଲା ବାଘ। ଭୋପାଳ ମୌଲାନା ଆଜାଦ୍ ଜାରତୀୟ ବୈଷୟିକ ଅନୁଷ୍ଠାନ କ୍ୟାମ୍ପସ ପରିସରରେ !-->…
‘ଯଦି ମୋ ଠାରୁ କେହି ବଡ଼ ନେତା ଅଛ କୁହ’ କହି ରାଗରେ ମଞ୍ଚ ଉପରେ ମାଇକ୍ରୋଫୋନ୍ ଫିଙ୍ଗି ଦେଲେ ଉତ୍ତର ପ୍ରଦେଶ…
ମଊ: ଶନିବାର ଦିନ ମଊରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବା ବେଳେ ଉତ୍ତର ପ୍ରଦେଶ ମତ୍ସ୍ୟ ବିଭାଗ ମନ୍ତ୍ରୀ ସଞ୍ଜୟ ନିଷାଦ ରାଗ ସମ୍ଭାଳି ନ ପାରି ମାଇକ୍ରୋଫୋନ୍ଟିକୁ ମଞ୍ଚରେ ଫିଙ୍ଗି ଦେଇଛନ୍ତି।
ସମାରୋହରେ ଉପସ୍ଥିତ ଦଳୀୟ କର୍ମୀମାନେ ତାଙ୍କ ଭାଷଣ ପ୍ରତି ଧ୍ୟାନ ନ ଦେଇ ପରସ୍ପର!-->!-->!-->…
ଆସନ୍ତାକାଲି ହାଜର ହେବା ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ‘ସିବିଆଇ’ ସମନ୍
ନୂଆଦିଲ୍ଲୀ: ବିବାଦୀୟ ଦିଲ୍ଲୀ ଅବକାରୀ ନୀତି ସଂକ୍ରାନ୍ତରେ ପଚରା ଉଚରା କରିବା ନିମନ୍ତେ ସୋମବାର ପୂର୍ବାହ୍ନ ୧୧ଟାରେ ହାଜର ହେବା ପାଇଁ ତଦନ୍ତକାରୀ ଏଜେନ୍ସି ‘ସିବିଆଇ’ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ୍ ଜାରି କରିଛି।
ସଦ୍ୟତମ ସମନ୍ ବିଷୟରେ ପ୍ରତିକ୍ରିୟା!-->!-->!-->…
ଭାରତର ୭୫ଟି ଜିଲ୍ଲାରେ ୭୫ଟି ‘ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ୟୁନିଟ୍ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତିକରଣର ପ୍ରସାର ଓ ବୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ୭୫ଟି ଜିଲ୍ଲାରେ ୭୫ଟି ‘ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ୟୁନିଟ୍’ର ଶୁଭାରମ୍ଭ କରିଛନ୍ତି।
ଅଳ୍ପ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା!-->!-->!-->…
ଭାରତ ଯୋଡ ଯାତ୍ରା ସମୟରେ ଅଘଟଣ, ବିଦ୍ୟୁତ ଆଘାତରେ ୪ ଜଣ ଆହତ: କଂଗ୍ରେସ ଘୋଷଣା କଲା କ୍ଷତିପୂରଣ ରାଶି
ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ ଯାତ୍ରା ସମୟରେ ଆଜି ଏକ ଛୋଟ ଦୁର୍ଘଟଣା ଘଟିଛି। ଏହି ଯାତ୍ରାରେ ସାମିଲ ଥିବା ୪ ଜଣ କଂଗ୍ରେସ କର୍ମୀ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଆହତ ହୋଇଛନ୍ତି |ଏହା ପରେ ପୀଡ଼ିତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଉ ପୀଡିତମାନଙ୍କ ଅବସ୍ଥା ବୁଝିବାକୁ!-->…
ହିନ୍ଦୁମାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଏଆଇଏମଆଇଏମ ନେତା
ନୂଆଦିଲ୍ଲୀ: ଏକ କାର୍ଯ୍ୟକ୍ରମରେ ହିନ୍ଦୁ ବିରୋଧୀ ଭାଷଣ ଦେଇ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରିଥିବାରୂ ଏଆଇଏମଆଇଏମର ଉତ୍ତରପ୍ରଦେଶ ଅଧ୍ୟକ୍ଷ ଶୌକତ ଅଲିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ କହିଥିଲେ ଯେ, ଯେଉଁମାନେ ମୁସଲମାନମାନଙ୍କୁ ଧମକ ଦେଉଛନ୍ତି, ସେମାନେ ଜଣେ ମହିଳାଙ୍କୁ!-->…