ରାଜ୍ୟରେ ଆଉ ୭୭ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର

କାର୍‌ରୁ ଡେଇଁ ପଡ଼ିଲେ, ଚାପି ଦେଲା ଟ୍ରକ୍

ଯାଜପୁର: ଏମିତି ବି ଆସେ ମୃତ୍ୟୁ । ଦେବୀ ଦର୍ଶନ ପାଇଁ ଯାଉଥିବାବେଳେ ବାଟରେ ଜଗିଥିଲା ଯମ। ଭୁବନେଶ୍ୱରରୁ ମା’ ବିରଜାଙ୍କ ଦର୍ଶନ ପାଇଁ ଯାଜପୁର ଆସୁଥିବାବେଳେ ମାଡିଗଲା ଟ୍ରକ। ଘଟଣାସ୍ଥଳରେ ୨ ମହିଳା ମୃତ। ୧୬ନମ୍ବର ଜାତୀୟ ରାଜପଥର ଛତିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସୂଚନା

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ଉଚ୍ଛେଦ ହେଲା ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି । ଏଣିକି ସବୁ କଣ୍ଟ୍ରାକଚୁଆଲ ନିଯୁକ୍ତି ନିୟମିତ ହେବେ । ଗତକାଲି କ୍ୟାବିନେଟ୍‌ ନିଷ୍ପତ୍ତି ପରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଗ୍ରୁପ୍‌-ବି, ଗ୍ରୁପ୍‌-ସି ଓ

୩ କଲରାପତରିଆ ବାଘ ଛାଲ ଜବତ ସହ ୩ ମାଫିଆ ଗିରଫ

ଝାରସୁଗୁଡ଼ା: ୩ କଲରାପତରିଆ ବାଘ ଛାଲ ଜବତ ସହ ୩ ମାଫିଆ ଗିରଫ। ଝାରସୁଗୁଡ଼ା ଓ ସମ୍ବଲପୁର ପୋଲିସ ମିଳିତ ଭାବେ ଚଢାଉ କରି ବାଘ ଛାଲ ଜବତ କରିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଚଢାଉ କରି ଧରିଲା STF। କଲରାପତରିଆ ବାଘ ଛାଲ ଚାଲାଣ ବେଳେ ଝାରସୁଗୁଡ଼ା-କୁଚିଣ୍ଡା ରାସ୍ତାର ମାଲିଧି ଛକ ନିକଟରେ

ଶ୍ୱଶୁର ଘର ଗେଟ୍‌ ଆଗରେ ଧାରଣା ଦେଲେ ବୋହୂ

ବାଲେଶ୍ବର: ଶ୍ୱଶୁର ଘର ଗେଟ୍‌ ଆଗରେ ବୋହୂଙ୍କ ଧାରଣା । ବୋହୂଙ୍କୁ ଘରେ ପୂରାଇ ଦେଉ ନାହାନ୍ତି ଶ୍ୱଶୁର ଘର ଲୋକେ । ଥାନାରେ ରାଜି ହେଲେ । କିନ୍ତୁ ଘରକୁ ଆସି ଗେଟ୍‌ ବନ୍ଦ କରି ଦେଲେ । ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ଏହି ଘଟଣା। ଶ୍ୱଶୁର ଘର ଗେଟ୍‌ ଆଗରେ ଅପେକ୍ଷା କରିଥିବା ମହିଳା ଜଣଙ୍କ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ

ପୁରୀ : ପୁରୀ ଗସ୍ତରେ 5T ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ 5T ସଚିବ। ରବିବାର ସକାଳୁ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି (୨୦୨୨ ଅକ୍ଟୋବର ୧୬) ୭୭ ବର୍ଷ ବୟସରେ ପାଦ ରଖିଛନ୍ତି। ମାତ୍ର ନବୀନ ଏହି ଜନ୍ମଦିନକୁ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରି ନାହାନ୍ତି। କିନ୍ତୁ ନବୀନଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଛି। ନବୀନ ପଟ୍ଟନାୟକଙ୍କ

ସୁଡ୍ରା ଜଙ୍ଗଲରେ ଏସଓଜି ଓ ଡ଼ିଭିଏଫର କମ୍ବିଙ୍ଗ ଅପରେସନ ବେଳେ ମିଳିଲା ବିପୁଳ ମାଓ ସାମଗ୍ରୀ

ଫୁଲବାଣୀ -୧୬/୧୦ ଗତ ୧୧ ତାରିଖ ଦିନ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସିମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କୁନାସଲୁ ନିକଟସ୍ଥ ବାଗମିଲା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା ମହିଳା କ୍ୟାଡର ମାଓବାଦୀଙ୍କ ମୃତଦେହକୁ ଆଜି ପୁଲିସ

କଳାକାର ଭତ୍ତା ଅଭିବୃଦ୍ଧି ନେଇ ମହାସଂଘର ଦାବି

ବ୍ରହ୍ମପୁର, (୧୬/୧୦) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ଆଜି ପୂର୍ବାହ୍ନ ଦଶ ଘଟିକା ସମୟେ ସ୍ଥାନୀୟ ଭଞ୍ଜ ମଣ୍ଡପ ଠାରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା

ବିଡ଼ିଓ , ତହସିଲଦାରଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ଦାରିଙ୍ଗବାଡ଼ି (୧୬/୧୦) : ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କିଭଳି ଚାଲିଛି ଚିକିତ୍ସା, ତାର ପରିବେଶ ଏବଂ ଏଥିରୁ ରୋଗୀ କେତେ ଉପକୃତ ହେଉଛନ୍ତି ତାହା ଜାଣିବା ପାଇଁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସ୍ଥାନୀୟ ବିଡ଼ିଓ ଓ ତହସିଲଦାରଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକକୁ ଯାଇ