ଭୁବନେଶ୍ୱରରୁ ଗଡ଼ିଲା ଦେଶର ପ୍ରଥମ ଆଲୁମିନିୟମ ୱାଗନ

ଭୁବନେଶ୍ୱର: ଦେଶରେ ପ୍ରଥମ ଥର ପାଇଁ ମାଲବାହୀ ୱାଗନ ଲୁହା ବଦଳରେ ଆଲୁମିନିୟମରୁ ନିର୍ମିତ ହୋଇଛି | ଆଉ ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଆରଡ଼ିଏସଓ, ବିଏସସିଓ ଓ ହିଣ୍ଡାଲକୋ ସହାୟତାରେ ଏହି ୱାଗନ

ଭୁବନେଶ୍ୱର ଆଇବିଏମର ନୂତନ କ୍ଲାଏଣ୍ଟ ଇନୋଭେସନ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ସମ୍ପ୍ରସାରିତ ହେଉଛି ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର। ଆଜି ଭୁବନେଶ୍ୱରରେ O-Hubରେ ଆଇବିଏମ୍‌ର କ୍ଲାଏଣ୍ଟ ଇନୋଭେସନ ସେଣ୍ଟର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଥିରେ ୫ଶହ ଜଣ କାମ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ

ବଜରଙ୍ଗ ଦଳର ପ୍ରତିଷ୍ଠା ଦିବସ ପାଳନ

ଉମରକୋଟ : ଉମରକୋଟ ସହରରେ ବଜରଙ୍ଗ ଦଳ ତରଫରୁ ସବୁ ହିନ୍ଦୁ ସଂଗଠନଙ୍କୁ ଆହବନ କରି ଧୂମଧାମରେ ପ୍ରତିଷ୍ଠା ଦିବସ ପାଳନ କରାଯାଇ ଅଛି, ସୂଚନା ମୁତାବକ ରବିବାର ଦିନ ବଜରଙ୍ଗ ଦଳ ତରଫରୁ ଉମରକୋଟ ସବୁ ହିନ୍ଦୁ ସଂଗଠନ ସହ ନବରଙ୍ଗପୁର ଜିଲ୍ଲାର ସବୁ ସହରର, ଏବଂ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଓ

ଶିଶୁ ଶିକ୍ଷା, ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ଶିଶୁ ଅଧିକାର ସଚେତନ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି, ୧୬/୧୦ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ଠାରେ ଶିଶୁ ଶିକ୍ଷା ଓ ଶିଶୁ ସୁରକ୍ଷା ସହିତ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ସଚେତନ କାର୍ଯ୍ୟକ୍ରମ କ ନୂଆଗାଁ ଜନ ବିକାଶ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଅନୁଷ୍ଠାନର

ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା

ମାଲକାନଗିରି ୧୬/୧୦ : ଅଧୁନା ସମସ୍ୟା ବହୁଳ ସମାଜରେ ଅବକ୍ଷୟଷ୍ଣୁ ବୈଦିକ ସଂସ୍କୃତିକୁ ସୁନିୟୋଜିତ ଭାବରେ ପୁନଶ୍ଚ ଜାଗରଣ କରିବା ପୂର୍ବକ ଆଗାମୀ ପିଢ଼ିକୁ ସଂସ୍କୃତି ସମ୍ପନ୍ନ କରିବା ଉଦ୍ଦେଶ୍ୟରେ, ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ଏକ ଗୀତା ଆବୃତ୍ତି ପ୍ରତିଯୋଗୀତା ମାଲକାନଗିରି ଜିଲ୍ଲା

ଚିତ୍ରକୋଣ୍ଡା ଥାନା ଦ୍ଵାରା ଗଞ୍ଜେଇ ସହ କାର ଜବତ ଦୁଇଜଣ ଗିରଫ

ଚିତ୍ରକୋଣ୍ଡା (୧୬/୧୦) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଆଉ ଏକ ସଫଳତା। ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀପୁଟ ଠାରୁ ଟନେଲକ୍ୟାମ୍ପ ଓ ସ୍ପିଲବାଇ ମଧ୍ୟରେ  ଚିତ୍ରକୋଣ୍ଡା ଥାନା ଏସଆଇ ବିଜୟ କୁମାର ମାଝୀ ଗଲା କାଲି ରାତିରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଧଳା

ମୁଖ୍ୟମନ୍ତ୍ରୀଙ୍କ ୭୭ତମ ଜନ୍ମଦିନ ଅବସରରେ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଓ ବୃକ୍ଷରୋପଣ

ରାଉରକେଲା : ଓଡିଶା ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୭ ତମ ଜନ୍ମ ତିଥି ଉପଲକ୍ଷେ ରଘୁନାଥପାଲି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଉରକେଲା ସେକ୍ଟର ୭ ସ୍ଥିତ ସିଅର ଅଫିସ ପରିସରରେ ସ୍ବେଛାକୃତ ରକ୍ତଦାନ ଶିବିର ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜର ମହୁଲପଡା ନିକଟସ୍ଥ ପାଟକୁରା ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ଗଳିତ ମୃତଦେହ ଠାବ କରାଯାଇଛି। ଛୋଟ ଦନ୍ତା ହାତୀଟି ଅନ୍ୟ ଦନ୍ତାହାତୀର ଆକ୍ରମଣରେ ମୃତ୍ୟୁ ହୋଇଥିବା ସଂନ୍ଦେହ କରାଯାଉଛି। ହାତୀର ମୃତଦେହ ନିକଟରେ ହାତୀ ପଲ ଜଗି ରହିଥିବାରୁ ବନ

ଯୌତୁକ କାରଣରୁ ନବବଧୂକୁ ହତ୍ୟା ଅଭିଯୋଗ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ଯୌତୁକ ଜନିତ କାରଣରୁ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକ ଜଣଙ୍କ ହେଉଛନ୍ତି ସୁମିତ୍ରା ପରିଡା । ସୁମିତ୍ରା ଆଜକୁ ୬ ମାସ ତଳେ ଗଡ଼ପଳାଶୁଣି ଗାଁର ରଞ୍ଜିତ ବେହେରାକୁ

ନାଳରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

କେନ୍ଦୁଝର: ‘କଥାରେ ଅଛି ରଖେ ହରି ମାରେ କିଏ’। ବ୍ୟାଗ ଭିତରେ ୬ ଘଣ୍ଟା ସଂଘର୍ଷ ପରେ ନବଜାତକ ଶିଶୁ ଉଦ୍ଧାର । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ହରିଚନ୍ଦନପୁର ବ୍ଲକ ଗୋପିନାଥପୁର ଗ୍ରାମ ନିକଟସ୍ଥ ନାଳରୁ। ଏକ ନବଜାତକକୁ ବ୍ୟାଗ ଭିତରୁ ପ୍ରାୟ ୬ ଘଣ୍ଟା ପରେ ସ୍ଥାନୀୟ