ଫ୍ୟାମିଲି କୋର୍ଟରେ ପୁଣିଥରେ ହାଜର ହେଲେ ଅନୁଭବ ଏବଂ ବର୍ଷା

କଟକ, ୧୭/୧୦: କଟକ ଫ୍ୟାମିଲି କୋର୍ଟରେ ପୁଣିଥରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ହେଲେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ କାର୍ଯ୍ୟ ଆଜିବି ସମ୍ପର୍ଣ୍ଣ ହୋଇପାରିନାହିଁ । ସାକ୍ଷ ସମ୍ବନ୍ଧୀୟ କାଗଜପତ୍ରର ନକଲ ଅନୁଭବଙ୍କୁ ଦିଆଯାଇନଥିବାରୁ ଆଜି ସାକ୍ଷ୍ୟ ଗ୍ରହଣ

ନଵମ ଓ ଦଶମ ଶ୍ରେଣୀରେ ଏଣିକି ଚାରିଟି ନୂଆ ଵିଷୟ

କଟକ, ୧୭/୧୦: ନଵମ ଓ ଦଶମ ଶ୍ରେଣୀରେ ଏଣିକି ଚାରିଟି ନୂଆ ଵିଷୟ ପାଠ୍ୟକ୍ରମରେ ରହିବ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଵୋର୍ଡ କର୍ତ୍ତୃପକ୍ଷ। ଚଳିତ ଵର୍ଷଠାରୁ ଏହି ଵିଷୟ ଗୁଡିକ ନଵମରେ ଆରମ୍ଭ କରାଯିବ। ଆସନ୍ତା ଵର୍ଷଠାରୁ ଦଶମରେ ଏହି ଵିଷୟ ଗୁଡିକୁ ଆରମ୍ଭ କରାଯିବ।

୫୦୦ ଲିଟର ଜିଞ୍ଜର ସହ ପିକଅପ୍ ଭ୍ୟାନ୍‌ ଜବତ, ଦୁଇ ଗିରଫ

ସୋର, ୧୭/୧୦: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ସେରଗଡ଼ ଜାତୀୟ ରାଜପଥ ନିକଟରୁ ବିପୁଳ ପରିମାଣ ଜିଞ୍ଜର ଜବତ ହୋଇଛି । ଏହି ଘଟଣାରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍‌ । ଝାଡଖଣ୍ଡରୁ ଜିଞ୍ଜର ବାରମ୍ବାର ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । କୌଣସି ସୁତ୍ରରୁ

ଆଦିବାସୀ ମହାବିଦ୍ୟାଳୟରେ ନୈତିକ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପରାମର୍ଶ ଶିବିର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ନିଯୁକ୍ତି ପରାମର୍ଶ କକ୍ଷ ପକ୍ଷରୁ ଏକ ନୈତିକ ଶିକ୍ଷା ଓ ନିଯୁକ୍ତି ସୁଯୋଗ ସମ୍ପର୍କୀୟ ଏକ ଶିବିର ଆୟୋଜିତ ହୋଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲା ଲାଇନପଡାର ଯୁବ ମହାକାଶ ବୈଜ୍ଞାନିକ ଅଭିମନ୍ୟୁ ମଲ୍ଲିକ ପାୱାର ପଏଣ୍ଟ

କନ୍ଧମାଳ ଜିଲା ସମବାୟ ସଂଘର ସଭାପତି ରୁପେ ସୁପ୍ରଭା ନାୟକ ନିର୍ବାଚିତ

ଫୁଲବାଣୀ : କନ୍ଧମାଳ ଜିଲା ସମବାୟ ସମିତି ନିବନ୍ଧକଙ୍କ ଅଧିନରେ ଥିବା ଜିଲା ସମବାୟ ସଂଘର ନିର୍ବାଚନ ରେ ସଭାପତି ରୂପେ ସୁପ୍ରଭା ନାୟକ ନିର୍ବାଚିତ ହୋଇଛନ୍ତି। ଓଡିଶା ସମବାୟ ସମିତି ନିୟମାବଳୀ ୧୯୯୨ ଅନୁଯାୟୀ କନ୍ଧମାଳ ଜିଲ୍ଲା ସମବାୟ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଛି। ମୋଟ ୧୫ଜଣ ବୋର୍ଡ ଅଫ

ଯୁବକଙ୍କୁ ବାନ୍ଧି ଦୌଡାଇବା ଘଟଣା : ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ

କଟକ ୧୭।୧୦ : ରବିବାର ସଂଧ୍ୟାରେ କଟକ ସହରର ଜଣେ ଯୁବକଙ୍କୁ ଗାଡିରେ ବାନ୍ଧି ଦୌଡାଇବା ଘଟଣାରେ ମୁହଁ ଖୋଲିଲେ ଡିସିପି। ସେ କହିଛନ୍ତି ଯେ, ଟଙ୍କା ଉଦ୍ଧାର ଫେରିପାଇବା ପାଇଁ ଏଭଳି ହୋଇଛି। ପୀଡ଼ିତ ଓ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଛି। ଦୁଇ ଅଭିଯୁକ୍ତଙ୍କ ନାଁରେ

ଜାତୀୟ ଓପନ ଦୌଡ଼କୁଦ ଚମ୍ପିଆନସିପ୍‌ରେ ସ୍ଵର୍ଣ୍ଣ ଜିତି ଥିବା ଶ୍ରାବଣୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

ଫୁଲବାଣୀ : ବେଙ୍ଗାଲୁରୁର ଶ୍ରୀକ।ନ୍ତିରବା ଷ୍ଟାଡ଼ିୟମରେ ଚାଲିଥିବା ୬୧ତମ ଜାତୀୟ ଓପନ ଦୌଡ଼ କୁଦ ଚାମ୍ପିଆନ୍ ସିପରେ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତିଛନ୍ତି କନ୍ଧମାଳର ଦୌଡ଼ ରାଣୀ ଶ୍ରାବଣୀ ନନ୍ଦ। ୧୦୦ମିଟର ମହିଳା ଦୌଡ଼ରେ ଶ୍ରାବଣୀ ୧୧.୫୫ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ।

ଏନୱାଇକେ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହର ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଭାରତର ପ୍ରତେକ ଜ଼ିଲ୍ଲାରେ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ଏକ ଅକ୍ଟୋବର ଠାରୁ ତିରିଶ ଅକ୍ଟବେର 2022 ପର୍ଯ୍ୟନ୍ତ

ବ୍ଲକସ୍ତରୀୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଜିଙ୍ଗା ରାଇକିଆ ଚାମ୍ପିଅନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ କେଳାପଡା ପଞ୍ଚାୟତ ଗେରୁପଡା ନଦୀ ଖଣ୍ଡି ଖେଳପଡିଆ ବ୍ଲକ ସ୍ତରୀୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଉପସ୍ଥିତ ଥିବା ବେଳେ

ସହର ମଧ୍ୟରେ ପୂର୍ତ୍ତବିଭାଗର ରାସ୍ତାଗୁଡିକ ମରଣ ଯନ୍ତାରେ ପରିଣତ, ରାଜସ୍ବ ଆୟୁକ୍ତଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ୪ ଲକ୍ଷ ଲୋକଙ୍କର ନିର୍ଭର ପେଣ୍ଟସ୍ଥଳୀ ବ୍ରହ୍ମପୁର ଜ଼ିଲ୍ଲା ଓ ଅlନ୍ତଃ ଜ଼ିଲ୍ଲାରୁ ବିଭିନ୍ନ କାର୍ଯ୍ୟର ସହର ମଧ୍ୟକୁ ଦୈନିକ ହଜାର ହଜାର ଯାନବାହାନ ସହ ସଧାରଣ ଜନତାଙ୍କ ଯିବା ଆସିବl ଲାଗିରହିଛି l ବିଭିନ୍ନ ସମସ୍ୟାର ସମାଧାନ ଓ କାର୍ଯ୍ୟକୁ ନେଇ ସହର