Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ନିବେଶକ ସମ୍ମିଳନୀ: ଶିଳ୍ପପତି, ସିଇଓଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀରେ ପୁଞ୍ଜି ନିବେଶ କରିବା ପାଇଁ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ବିଦେଶର ବିଶିଷ୍ଟ ପୁଞ୍ଜିପତିଙ୍କୁ ଭେଟି ରାଜ୍ୟରେ ନିବେଶ ପାଇଁ ବୁଝାଉଛନ୍ତି । ଓଡ଼ିଶାକୁ ଆସି ପୁଞ୍ଜି ନିବେଶ କରିବା!-->…
କଂଗ୍ରେସ ସଭାପତି ନିର୍ବାଚନରେ ଭୋଟ ଦେଲେନି ମୋକିମ
ଭୁବନେଶ୍ବର: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ କଂଗ୍ରେସ ସଭାପତି ନିର୍ବାଚନରେ ଭୋଟ ଦେଲେ ନାହିଁ। ବାହାରେ ଥିବାରୁ ଭୋଟ ଦେବାକୁ ଆସିପାରିବେନି ବୋଲି କହିଲେ। ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇ ଚର୍ଚ୍ଚାରେ ଥିଲେ ମୋକିମ।ଆଜି ସମଗ୍ର ଦେଶରେ କଂଗ୍ରେସର ପରବର୍ତ୍ତୀ!-->…
ତାଲିବାନର ‘ପଥର ଦଣ୍ଡ’ ପୂର୍ବରୁ ଜୀବନ ହାରିଦେଲେ ମହିଳା
କାବୁଲ: ତାଲିବାନର ନିଷ୍ଠୁର ଦଣ୍ଡ ପୂର୍ବରୁ ଜୀବନ ହାରିଛନ୍ତି ଜଣେ ମହିଳା। ତାଲିବାନ ତାଙ୍କୁ ସର୍ବମସମ୍ମୁଖରେ ପଥର ମାଡ଼ କରି ଦଣ୍ଡ ଦେବାକୁ ଯୋଜନା କରିଥିଲା। ହେଲେ ମହିଳା ଜଣଙ୍କ ଏହା ପୂର୍ବରୁ ହିଁ ଭୟରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଆପଣାଇ ନେଇଛନ୍ତି। ମହିଳା ଜଣଙ୍କ ଦୋଷ ହେଲା ସେ ଜଣେ!-->…
କେସିଆର ଦଳର ଏମପିଙ୍କୁ ଧରିଲା ଇଡି, ୮୦.୬୫ କୋଟି ଟଙ୍କା ଆଟାଚ
ହାଇଦ୍ରାବାଦ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାଡାରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)। ସୋମବାର ଇଡି କେସିଆରଙ୍କ ଦଳ ଟିଆରଏସର ଜଣେ ଏମପି ଇଡି ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ସୋମବାର ଇଡି ଟିଆରଏସ ଏମପି ନାମା ନାଗେଶ୍ୱର ରାଓଙ୍କ ବ୍ୟାପକ ସମ୍ପତ୍ତି ଉପରେ!-->…
ରାଜଧାନୀରୁ ନିର୍ଯାତିତା ନାବାଳିକା ଉଦ୍ଧାର
ଭୁବନେଶ୍ବର: ଆଜି ରାଜଧାନୀରୁ ଜଣେ ନିର୍ଯାତିତା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଚାଇଲ୍ଡଲାଇନ, ଶ୍ରମ ଅଧିକାରୀ ଏବଂ ପୁଲିସର ମିଳିତ ପ୍ରୟାସରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ମଞ୍ଚେଶ୍ୱର ଥାନା ଅଧୀନ ସତ୍ୟବିହାରରୁ ଉଦ୍ଧାର କରାଯାଇଛି। ପୀଡ଼ିତାଙ୍କୁ ସତ୍ୟ ଏନକ୍ଲେଭ ସ୍ଥିତ ରଶ୍ମୀରଂଜନ!-->…
ସଲମାନ୍ ଖାନ ନିଶା ନିଅନ୍ତି, ଆମୀର ଖାନ୍ଙ୍କ କଥା ଭଗବାନ ଜାଣନ୍ତି: ରାମଦେବ
ଲକ୍ଷ୍ନୌ: ନିଶା କାରବାର ଏବଂ ନିଶା ସେବନକୁ ନେଇ ଯୋଗ ଗୁରୁ ରାମଦେବ ବଲିଉଡ୍ର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରିଛନ୍ତି। ୟୁପିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାମଦେବ ବିବାଦୀୟ ବୟାନ ଦେଇଛନ୍ତି। ସିନେମା ଅଭିନେତାମାନେ ନିଶା ସେବନ କରନ୍ତି। ଖାଲି ସେତିକି ନୁହଁ ତାଙ୍କ ପିଲାମାନେ ମଧ୍ୟ!-->…
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୨୦ରେ ଲଘୁଚାପ
ଭୁବନେଶ୍ୱର: ଆଜି (ସୋମବାର) ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏବଂ ଏହା ବାୟୁମଣ୍ଡଳରେ ସମୁଦ୍ର ପତନ ଠାରୁ ୩.୧ କିମି ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର!-->…
ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ବିଜେପି ପ୍ରାର୍ଥୀ, ଉଦ୍ଧବଙ୍କୁ ମିଳିଲା ଫାଇଦା
ମୁମ୍ବାଇ: ମହାରାଷ୍ଟ୍ରର ଅନ୍ଧେରୀ ପୂର୍ବ ଉପ ନିର୍ବାଚନ ପୂର୍ବରୁ ବଡ଼ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ଏହି ଆସନରେ ଉଦ୍ଧବ ଠାକରେଙ୍କ ଶିବସେନା ଦେଇଥିବା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଋତୁଜା ଲଟକେଙ୍କୁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପ୍ରାର୍ଥୀ କରିଥିବା ବେଳେ ତାଙ୍କ!-->…
ଧାମନଗର ଉପନିର୍ବାଚନ ମଇଦାନରେ ମୋଟ୍ ୫ଜଣ ପ୍ରାର୍ଥୀ, ୧୩୪ଟି ବୁଥର ନାଁ ବଦଳିଛି: ନିର୍ବାଚନ କମିଶନଙ୍କ ସୂଚନା
ଭୁବନେଶ୍ବର: ଧାମନଗର ଉପନିର୍ବାଚନ ମଇଦାନରେ ମୋଟ୍ ୫ଜଣ ପ୍ରାର୍ଥୀ । ଆଜି ଥିଲା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହାପରେ ୫ଜଣ ପ୍ରାର୍ଥି ମଇଦାନରେ ଅଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀର ମୋଟ୍ ଭୋଟର ୨ ଲକ୍ଷ ୩୮ ହଜାର ୪୧୭ । ମୋଟ୍ ୨୫୨ ମତଦାନ କେନ୍ଦ୍ର କରାଯିବ । ୧୩୪ଟି!-->…
୯ ତାରିଖରେ ସିଜେଆଇ ଭାବେ ଶପଥ ନେବେ ଜଷ୍ଟିସ ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ: ଦେଶର ୫୦ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ଶପଥ ନେବେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ତାଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି। ତାଙ୍କ!-->…