Sign in
Sign in
Recover your password.
A password will be e-mailed to you.
ଅଗ୍ନିକାଣ୍ଡ ଘଟି ସ୍କୁଟି ଓ ବୁଲେଟ୍ ପୋଡି
ବୁଗୁଡ଼ା : ତା ବୁଗୁଡ଼ା ବ୍ଲକ ବାଲିପଦର ଗ୍ରାମସ୍ଥ କୁମୁଟିସାହିରେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତପନ କୁମାର ପାଣିଗ୍ରାହୀଙ୍କ ଗୋଟିଏ ସ୍କୁଟି ଓ ଏକ ବୁଲେଟ୍ ପୋଡି ଯାଇଥିବାର ଜଣାପଡିଛି । ପ୍ରକାଶ ଯେ , ରବିବାର ବିଳମ୍ବିତ ରାତିରେ ତପନଙ୍କ ଗ୍ଯାରେଜରେ ଥିବା!-->…
ମା ବ୍ୟାଘ୍ରଦେବୀ କଳା ଓ ସାଂସ୍କୃତିକ ପରିଷଦ ଦ୍ବାରା ନାଟକ ମଞ୍ଚସ୍ଥ
ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସହରରେ ମା'ବ୍ୟାଘ୍ରଦେବି କଳା ଓ ସାଂସ୍କୃତିକ ଷରିଷଦ ଏବଂ ୟୁଥ ଓ୍ବାରିଅରର ମିଳିତ ଆନୁକୁଲ୍ୟରେ ମହାଆଡମ୍ବରରେ ସାମାଜିକ ନାଟକ "ସୁଖ କିଣା ଏଠି ଦୁଃଖ ମାଗଣା" ମଞ୍ଚସ୍ଥ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି!-->…
ଚେନ୍ନାଇକୁ କାମ କରିବାକୁ ଯାଇଥିଲେ ଯୁବକ : ଗାଁକୁ ଫେରିଲା ମୃତଦେହ
ବାଲିଗୁଡା : ଚେନ୍ନାଇକୁ କାମ କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ରବିବାର ନିଜ ଗାଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର ସାସିଗାଡ଼ାରେ ପହଞ୍ଚିଛି। ସେ ହେଲେ ଉକ୍ତ ଗାଁର ବିପିନ ମଲ୍ଲିକଙ୍କ ପୁଅ ରତନ ମଲ୍ଲିକ (୧୮)।ସୂଚନାଯୋଗ୍ୟ, ଯେ, ରତନ କିଛିମାସ ତଳେ!-->…
ଆଦିବାସୀ ମହାବିଦ୍ୟାଳୟରେ ନୈତିକ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପରାମର୍ଶ ଶିବିର
ବାଲିଗୁଡା,:କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ନିଯୁକ୍ତି ପରାମର୍ଶ କକ୍ଷ ପକ୍ଷରୁ ଏକ ନୈତିକ ଶିକ୍ଷା ଓ ନିଯୁକ୍ତି ସୁଯୋଗ ସମ୍ପର୍କୀୟ ଏକ ଶିବିର ଆୟୋଜିତ ହୋଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲା ଲାଇନପଡାର ଯୁବ ମହାକାଶ ବୈଜ୍ଞାନିକ ଅଭିମନ୍ୟୁ ମଲ୍ଲିକ ପାୱାର ପଏଣ୍ଟ!-->…
ପ୍ରଥମେ ଶାହାରୁଖଙ୍କୁ ବ୍ରାଣ୍ଡ ଆମ୍ବାସାଡର ପଦରୁ ହଟାଅ; ଗାଙ୍ଗୁଲିଙ୍କୁ ସମର୍ଥନ କରିବାରୁ ଦିଦିଙ୍କୁ କହିଲେ ଶୁଭେନ୍ଦୁ…
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସୋମବାର ସେ ଗାଙ୍ଗୁଲିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ପଠାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ତାଙ୍କର ଏଭଳି!-->…
ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ସ୍କିମର ଶୁଭାରମ୍ଭ କଲେ ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ନାଁ ରହିଛି ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିୟୋଜନ’। ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ନୀତିରେ ବଜାରରେ ଉପଲବ୍ଧ କରିବାକୁ ସବୁ କମ୍ପାନୀକୁ ବାଧ୍ୟତାମୂଳକ କରାଯାଇଛି।!-->…
ମସଜିଦ ଜମିରେ ଧସେଇ ପଶିଲେ, ମୂର୍ତ୍ତି ରଖି ପୂଜାର୍ଚ୍ଚନା କଲେ ଶତାଧିକ ଲୋକ
ହାଇଦ୍ରାବାଦ: ଚିନ୍ତା ବଢ଼ାଇବା ଭଳି ଘଟଣା ହାଇଦ୍ରାବାଦରେ ଘଟିଛି। ହାଇଦ୍ରାବାଦର ରାଇଦୁଗାମରେ ଥିବା କୁତବ ଶାହି ମସଜିଦ ଜମି ଭିତରକୁ ଶତାଧିକ ଲୋକ ଧସେଇ ପଶିଛନ୍ତି। ସେମାନେ ମସଜିଦ ଜମିରେ ମୂର୍ତ୍ତି ପ୍ରତିଷ୍ଠା କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ରବିବାର ଏହି ଘଟଣା ଘଟିଥିବା ବେଳେ ଏହାକୁ!-->…
ଆଶ୍ରୟ ଦେବା ନାଁରେ ମହିଳାଙ୍କୁ ଆଶ୍ରମରେ ଗଣଦୁଷ୍କର୍ମ!
ଲକ୍ଷ୍ନୌ: ଜଣେ ଅସହାୟ ମହିଳାଙ୍କୁ ଆଶ୍ରୟ ଦେବା ନାଁରେ କିଛି ଲୋକ ଆଶ୍ରମ ଭିତରେ ଗଣଦୁଷ୍କର୍ମ କରିଛନ୍ତି। ଖାଦ୍ୟରେ ନିଶା ଦେଇ ସେମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ଯଦି ମହିଳା ମୁହଁ ଖୋଲନ୍ତି, ତା’ହେଲେ ତାଙ୍କୁ ହତ୍ୟା କରି ପୋତି ଦିଆଯିବ ବୋଲି ଆଶ୍ରମର ମହନ୍ତ ଧମକ!-->…
ନକଲି ଔଷଧକୁ ନେଇ କିଛି ଅଭିଯୋଗ ଥିଲେ ସିଧା ଡଗ୍ସ କଣ୍ଟ୍ରୋଲରଙ୍କୁ ଜଣାଇପାରିବେ ଗ୍ରାହକ, ଦୋକାନରେ ଲାଗିଲା ନୋଟିସ
ଭୁବନେଶ୍ବର: ନକଲି ଔଷଧ ନିୟନ୍ତ୍ରଣ ପାଇଁ ଆଉ ପାଦେ ଆଗେଇଲେ ଔଷଧ ନିୟନ୍ତ୍ରକ ଅଧିକାରୀ। ଭୁବନେଶ୍ବରର ପ୍ରତି ଔଷଧ ଦୋକାନରେ ଲାଗିଲା ସଚେତନତାର ଲିଫ୍ ଲେଟ। ଯେଉଁଥିରେ ଔଷଧ ନିୟନ୍ତ୍ରକ ଅଧିକାରୀଙ୍କ ହ୍ବାର୍ଟସଆପ ନମ୍ବର ରହିଛି।
ଯେଉଁ ଔଷଧକୁ ନେଇ ମନରେ ସନ୍ଦେହ ଓ ଅଭିଯୋଗ ରହିବ,!-->!-->!-->…
‘ଭାରତଯୋଡ଼ୋ ଯାତ୍ରା ବନ୍ଦ କରି ରାହୁଲ ଗୁଜରାଟ ଓ ହିମାଚଳ ପ୍ରଦେଶ ଯାଆନ୍ତୁ’
ପାଣାଜୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରି ଗୁଜରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନ ଉପରେ ଫୋକସ କରନ୍ତୁ। ଏହା କହିଛନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ ସରଦିନା। କଂଗ୍ରେସ ସାଂସଦ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ କହିଛନ୍ତି!-->…