Sign in
Sign in
Recover your password.
A password will be e-mailed to you.
ବିଲକିସ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ଆଇନାନୁଯାୟୀ ଖଲାସ କରାଯାଇଛି- କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ୍ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବା ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଗୁଜରାଟ ସରକାର ୧୯୯୨ ମସିହାର ପୁରୁଣା କ୍ଷମା ନୀତି ବଳରେ ଛାଡ଼ିବାକୁ ଚାହୁଁଥିବା ବେଳେ!-->…
ଆପାର୍ଟମେଣ୍ଟରେ ମାଡ଼ ହେଲା ଲଢ଼ୁଆ ବିମାନ, ୪ ମୃତ
ନୂଆଦିଲ୍ଲୀ: କ୍ରାଶ ହେଲା ରୁଷର ଲଢ଼ୁଆ ବିମାନ। ଇଞ୍ଜିନ ଖରାପ ଯୋଗୁ ଯୁଦ୍ଧ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଜନବସତି ଅଞ୍ଚଳରେ ମାଡ ହୋଇଛି। ଦକ୍ଷିଣ ରୁଷର ୟେସ୍କେ ସହରର ଆଜୋଫ ପୋର୍ଟରେ ଲୋକେ ରହୁଥିବା ଅଞ୍ଚଳରେ ବିମାନଟି କ୍ରାଶ୍ ହୋଇଛି। ଫଳରେ ଏକ ଆପର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି!-->…
ଜୟଲଳିତାଙ୍କ ମୃତ୍ୟୁ ପଛରେ ଶଶିକଳାଙ୍କ ହାତ!
ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳାଙ୍କ ହାତ ଥିବା ସନ୍ଦେହ କରିଛି ଘଟଣାର ଯାଞ୍ଚ କରୁଥିବା ଗୋଟିଏ କମିଟି। ଏଥିପାଇଁ ଶଶିକଳା ଓ ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ବିରୋଧରେ ପୁଲିସ୍ ତଦନ୍ତ କରିବାକୁ!-->…
ଏନ ଏ ସି ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଫୁଟବଲ ଵଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ହିଞ୍ଜିଳିକାଟୁ ୧୭।୧୦ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଏନ ଏ ସି ଉଚ୍ଚ ଵିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି Iଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଶିକ୍ଷା ଵିଭାଗ ତରଫରୁ ଛାତ୍ରୀ ମାନଙ୍କୁ ଫୁଟବଲ ଖେଳ ପ୍ରତି ଆକୃଷ୍ଟ କରିବା ପାଇଁ!-->…
ସୁନାମଧନ୍ୟ ଡାକ୍ତରଙ୍କ ପରଲୋକ
ହିଞ୍ଜିଳିକାଟୁ, ୧୭।୧: ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ତଥା ଲୋକପ୍ରିୟ ଭେଷଜ ବିଭାଗ ଅବସରପ୍ରାପ୍ତ ଡାକ୍ତର ଲଡୁ କିଶୋର ସାମନ୍ତରାଙ୍କ ସୋମବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ହିଞ୍ଜିଳିକାଟୁ ନିକଟ ସିଙ୍ଗିପୁର ଗ୍ରାମରେ!-->…
ଫୁଲବାଣୀ କୁମ୍ଭାରପଡ଼ା ଗଜଲକ୍ଷ୍ମୀ ପୂଜାର ସପ୍ତମ ଦିନ
ଫୁଲବାଣୀ :-କନ୍ଧମାଳ ଜିଲ୍ଲା ସଦର ମହକୁମାର ଫୁଲବାଣୀ କୁମ୍ଭାରପଡ଼ା ଠାରେ ମା ଗଜ ଲକ୍ଷ୍ମୀ ପୂଜା ର ସପ୍ତମ ଦିନରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ, ଯୁବ ସମାଜସେବୀ, ସଭାପତି, କନ୍ଧମାଳ ପିପୂଲସ୍ ଫୋରମ୍, ଲେଖକ ଏବଂ କନ୍ଧମାଳ ଜିଲ୍ଲାର ଜଣେ ଚର୍ଚ୍ଚିତ ଚେହେରା ରାଧାମୋହନ ମହାପାତ୍ର!-->…
ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବାଳିକା, ବାଳକ ବର୍ଗରେ ଭଞ୍ଜନଗର ଚମ୍ପିୟାନ
ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିୟମ ପରିସରରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଂଟ ସୋମବାର ଉଦଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ରେ ବାଳିକା ବର୍ଗରେ ଭଞ୍ଜନଗର ଜୋନ୍ ୨-୦!-->!-->!-->…
ବଜ୍ରପାତରେ ୭୭ ଛେଳି ମୃତ, ୨ ଛେଳି ଚରାଳି ଆହତ
ବୁଗୁଡ଼ା : ଆଜି ଅପରାହ୍ନରେ ବଜ୍ରପାତରେ ୭୭ଟି ଛେଳି ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଛେଳି ଚରାଳି ଆହତ ହୋଇଥିବା ଘଟଣା ବୁଗୁଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ବୁଗୁଡ଼ା ଥାନା ଅନ୍ତର୍ଗତ ଅନ୍ତରପଡା-ମାଣିକପୁର ରାସ୍ତାରେ । ଏଥିରେ ଆହତ ୨ ଜଣ ହେଲେ!-->…
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ସେବା ଦିବସ ଭାବେ ପାଳନ କଲା ରାଉରକେଲା ବିଜେଡି
ରାଉରକେଲା : ଓଡିଶାର ବିକାଶ ପୁରୁଷ, ରାଜ୍ୟ ବିଜୁ ଜନତା ଦଳର ସଭାପତି,ଦେଶର ଗର୍ବ ଗୌରବ ଆଦର୍ଶ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୭ତମ ଜନ୍ମଦିନ ଉପଲକ୍ଷେ,ରାଉରକେଲା ବିଜେଡି ଜିଲ୍ଲା ସଭାପତି,ଜିଲ୍ଲା ଯୋଜନା କମିଟି ଅଧକ୍ଷ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ!-->…
ଚିତ୍ରକୋଣ୍ଡାରେ ଇଣ୍ଡୋରଷ୍ଟାଡିଅମ ଅଭାବରୁ ଯୁବ ଖେଳାଳି ହତାଶ
ଚିତ୍ରକୋଣ୍ଡା : ରାଜ୍ୟରେ କ୍ରୀଡ଼ା,କସରତ କ୍ଷେତ୍ରରେ ବିଗତ କିଛି ଦିନର କୃତି ପର୍ଯ୍ୟବେକ୍ଷଣ କରି ବର୍ତ୍ତମାନ ଅନେକ ଯୋଜନା ସରକାର ଗ୍ରହଣ କରିଛନ୍ତି । ସେଥି ମଧ୍ୟରୁ କେ.ବି.କେ. ଅଞ୍ଚଳରୁ ଲୁକ୍କାୟିତ ପ୍ରତିଭା ମାନଙ୍କୁ ସାର୍ବଜନୀନ କରି ସମ୍ମାନିତ କରିବାରେ ଗୋଟିଏ ପାଖରେ ଉଦାହରଣ ସୃଷ୍ଟି!-->…