Sign in
Sign in
Recover your password.
A password will be e-mailed to you.
ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ:କାରଣ ଅସ୍ପଷ୍ଟ…
ଉମରକୋଟ:ସମାଜ ବିକାଶ ଆଡ଼କୁ ଅଗ୍ରସର ହେବାରେ ଲାଗିଛି କିନ୍ତୁ ଯିଏ ଏହି ସମାଜର ନିର୍ମାତା ଅର୍ଥାତ୍ ମଣିଷ କିନ୍ତୁ ମାନବିକତା ହରାଇ ହରାଇ ଚାଲିଛି । ଅନ୍ୟପଟେ ଆଜି ସମୟରେ ଏହି ଧାରାରେ ସବୁଠାରୁ ଅଧିକ ପ୍ରଭାବିତ ଯୁବ ବର୍ଗ । ସେ ହତ୍ୟା ହେଉ ଅବା ଆତ୍ମହତ୍ୟା ନିଜର ବିବେକ, ମଣିଷ ପଣିଆକୁ!-->…
ଠିକା ନିଯୁକ୍ତିର ଯୁଗ ଶେଷ, ନିୟମିତ ହେବେ ୫୭ ହଜାରରୁ ଊର୍ଦ୍ଧ୍ବ ଚୁକ୍ତିଭିତ୍ତିକ କର୍ମଚାରୀ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଆଉ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ରହିବ ନାହିଁ । ଏଣିକି ସମସ୍ତ ନିଯୁକ୍ତି ଆରମ୍ଭରୁ ହିଁ ସ୍ଥାୟୀ ନିଯୁକ୍ତି ଭାବେ ପରିଗଣିତ ହେବ । ରାଜ୍ୟ କ୍ୟାବିନେଟ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ!-->…
ବିଜେଡି ପକ୍ଷରୁ ୭ଟି ଗାଁରେ ଜନ ସମ୍ପର୍କ ପଦଯାତ୍ରା
ବୁଗୁଡ଼ା : ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମର ୨ୟ ଦିବସରେ ଆଜି ବୁଗୁଡ଼ା ବ୍ଲକର ୩ଟି ପଞ୍ଚାୟତ ଅନ୍ତର୍ଗତ ନଗୁଡୁ ,ଭୋଗଡା ,ମାଣିତରା ,ସଙ୍କୁରୁ ,ଚିଲିଖମା , ଗୋଳାବନ୍ଧ ଓ ବେତାରସିଂ ଆଦି ୭ଟି ଗ୍ରାମ ପରିକ୍ରମା!-->…
ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ ଯୁବକ, ଡାକ୍ତରଖାନାରେ ଭର୍ତ୍ତିକଲେ ଅଟୋଚାଳକ
ଦାରିଙ୍ଗବାଡ଼ି (୧୫/୧୦) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ହିଲଭିୟୁ ନିକଟ ଅମ୍ବାଖାଲିଆ ଘାଟିରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସହ ସୁଲୁମାହା ଗ୍ରାମର ସନ୍ତୋଷ କୁମାର ଦିଗାଲ ସେହିବାଟ ଦେଇ ଆସୁଥିବା ବେଳେ ଉଦ୍ଧାର କରି ନିଜ!-->…
ରାସ୍ତା ମଝିରେ ବିରାଟ ଗର୍ତ୍ତ ; ଦୁର୍ଘଟଣା ଘଟିବା ସମ୍ଭାବନା
ଦାରିଙ୍ଗବାଡ଼ି (୧୫/୧୦) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଲାଇନପଡା ଛକ ଠାରୁ ତଗାପାଙ୍ଗା ରାସ୍ତାର ତଗାପାଙ୍ଗା ସ୍କୁଲ ନିକଟସ୍ଥ ରାସ୍ତାରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଗତ କିଛି ମାସ ତଳେ ଲାଇନପଡା ଛକ ଠାରୁ ତଗାପାଙ୍ଗା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ!-->…
ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ ଯୁବକ, ଡାକ୍ତରଖାନାରେ ଭର୍ତ୍ତିକଲେ ଅଟୋଚାଳକ
ଦାରିଙ୍ଗବାଡ଼ି,୧୫/୧୦, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ହିଲଭିୟୁ ନିକଟ ଅମ୍ବାଖାଲିଆ ଘାଟିରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସହ ସୁଲୁମାହା ଗ୍ରାମର ସନ୍ତୋଷ କୁମାର ଦିଗାଲ ସେହିବାଟ ଦେଇ ଆସୁଥିବା ବେଳେ ଉଦ୍ଧାର କରି ନିଜ ଅଟୋରେ!-->…
ନିଃସ୍ୱାର୍ଥ ପରମାର୍ଥ ସେବା ସଂଘ ପକ୍ଷରୁ ଖଲିଆ ବନ୍ଧ ଠାରେ ସ୍ୱଛତା ଅଭିଯାନ
ଫୁଲବାଣୀ :- ଦେଶ ସ୍ୱାଧିନର ପଞ୍ଚସ୍ତରୀ ବର୍ଷ ପରେ ଆଜାଦୀକି ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ପ୍ରଧାନ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ସ୍ୱଛତାକୁ ଗୁରୁତ୍ୱ ଦେଉଛନ୍ତି। ଏହି ଅବସରରେ ନିଃସ୍ୱାର୍ଥପର ମାର୍ଥ ସେବା ସଂଘ ପକ୍ଷରୁ ଖଲିଆ ବନ୍ଧ ସ୍ଥିତ ଶନି ମନ୍ଦିର ରାସ୍ତାରେ ବ୍ୟାପକ ଅଳିଆ!-->…
ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦମଦାର ସଫଳତା
ଫୁଲବାଣୀ : ଗତ ୧୦/୧୧ ତାରିଖରେ ନୀଳକଣ୍ଠ ନଗର ଶିଶୁ ମନ୍ଦିର ଠାରେ ଆୟୋଜିତ ପ୍ରାନ୍ତ ଜ୍ଞାନବିଜ୍ଞାନ ମେଳା ୨୦୨୨ର ବିଜ୍ଞାନ ପ୍ରକଳ୍ପ ରେ ବିଜ୍ଞାନର ନୂତନ ପ୍ରୟୋଗରେ କନ୍ଧମାଳ ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସ୍ଵାଗତିକା ପ୍ରଧାନ ପ୍ରଥମ!-->…
ନୃତ୍ୟଗୁରୁ ବିନୋଦ ସାହୁ ସମ୍ବର୍ଦ୍ଧିତ
ଫୁଲବାଣୀ : ଫୁଲବାଣୀ ସହରର କୁମ୍ଭାରପଡା ଠାରେ ଅୟୋଜିତ ଗଜଲକ୍ଷ୍ମୀ ପୂଜା ଓ ରାବଣ ଦରବାର ଅବସରରେ ନଟରାଜ କଳା ମନ୍ଦିରର ଶୀଳ୍ପି ମାନଙ୍କ ଦ୍ଵାରା ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା । ଅନୁଷ୍ଠାନ ଶୀଳ୍ପି ଶ୍ରୀବାଲି ବେହେରା, ଅସ୍ପ୍ରିତ ପ୍ରଧାନ, ଆନଭି, ହଂସିନି ଓ ଅରମାନ ଓଡିଶୀ ଓ ଭଜନ ନୃତ୍ୟ!-->…
ଓ ଟି ଇ ଏଲ୍ ପି ପ୍ଲସ୍ ପକ୍ଷରୁ ଆର୍ଥିକ ଅନଗ୍ରସର ଙ୍କୁ ସହାୟତା ପ୍ରଦାନ…
ମାଲକାନଗିରି: ଓ ଟି ଇ ଏଲ୍ ପି ପ୍ଲସ୍ ଆଇ ଟି ଡ଼ି ଏ ମାଲକାନଗିରି ପକ୍ଷରୁ ଆର୍ଥିକ ଅନଗ୍ରସର ଙ୍କୁ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲାରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଏସ୍ ଏଲ୍ ଏନ୍ ଡ଼ି ଏସ୍ , ବିକାଶ ଓ ଓ ଟି ଇ ଏଲ୍ ପି ପ୍ଲସ୍ ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ!-->!-->!-->…