Sign in
Sign in
Recover your password.
A password will be e-mailed to you.
କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୨୫ ମୃତ
ତୁର୍କୀ: ଉତ୍ତର ତୁର୍କୀର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟି ପ୍ରାୟ ୨୫ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଉକ୍ତ ଖଣିରେ ଏବେବି ୫୦ ପାଖାପାଖି ଶ୍ରମିକ ଫସି ରହିଥିବା ଜଣାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ , ଶୁକ୍ରବାର ସନ୍ଧ୍ୟା ସମୟରେ କଳା ସାଗର!-->!-->!-->…
ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର ୧୫।୧୦ : ଶନିବାର ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ । ଆଜିର ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ।
ତେବେ ମିଳିଥିବା ସୂଚନାନୁସାରେ ଶନିବାର!-->!-->!-->…
ନେତାଙ୍କ ପଇସାରେ ଭାଇଜାଗ୍ ଓ ଉଟ୍ଟିରେ ଛୁଟି କାଟୁଥିଲେ ଅର୍ଚ୍ଚନା ନାଗ
ଭୁବନେଶ୍ୱର,୧୫/୧୦: ମାୟାବିନୀ ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗିରଫ ହେବାର ୭ ଦିନ ବିତିଲାଣି । ପ୍ରତ୍ୟେକ ଦିନ ପୁଲିସ୍କୁ ନୂଆ ନୂଆ ବିସ୍ଫୋରକ ତଥ୍ୟ ମିଳୁଛି । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜଣେ ବିବାଦୀୟ ବିଧାୟକ ଅର୍ଚ୍ଚନାକୁ ନେଇ ଉଟ୍ଟି ବୁଲିବାକୁ ଯାଇଥିଲେ । ଏହାର ଫଟୋ ଓ କିଛି ଭିଡିଓ!-->…
ଆସନ୍ତା ୧୭ରେ ହାଇଦ୍ରାବାଦରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍
ଭୁବନେଶ୍ୱର: ୧୭ ତାରିଖରେ ହାଇଦ୍ରାବାଦରେ ହେଉଛି ଓଡ଼ିଶା ଇନଭେଷ୍ଟର୍ସ ମିଟ୍। ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟପ୍ ବିଜନେସ୍ ଲିଡରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଓ୍ଵାନ୍ ଟୁ ଓ୍ଵାନ୍ ଆଲୋଚନା ହେବ ।!-->…
ଚାଷୀ-ପୋଲିସ୍ ମୁହାଁମୁହିଁ: ବ୍ୟାରିକେଡ ଭାଙ୍ଗି ଟିଟଲାଗଡ ରେଳ ଷ୍ଟେସନ ଭିତରକୁ ଧସେଇ ପଶିଲେ ଆନ୍ଦୋଳନକାରୀ
ଟିଟଲାଗଡ: ଚାଷୀ-ପୋଲିସ୍ ମୁହାଁମୁହିଁ । ବ୍ୟାରିକେଡ ଭାଙ୍ଗି ଟିଟଲାଗଡ ରେଳ ଷ୍ଟେସନ ଭିତରକୁ ଧସେଇ ପଶିଲେ ଆନ୍ଦୋଳନକାରୀ । ୨୦୨୧ ମସିହା ଫସଲ ବୀମା ଦାବି ନେଇ ଗର୍ଜିଲେ ବଲାଙ୍ଗିର ଜିଲ୍ଲା କୃଷକ ମହାସଙ୍ଗଠନ । ୨୦୨୧ ମସିହାରେ ଚାଷୀ ଫସଲ ବୀମା କରିଥିବା ବେଳେ ବଲାଙ୍ଗିର ଜିଲ୍ଲାର ୯୦ଟି!-->…
ସ୍କୁଲରେ ପ୍ରାର୍ଥନା କରୁଥିବା ବେଳେ ତଳେ ପଡି ଛାତ୍ରୀ ମୃତ
ଭଦ୍ରକ: ସ୍କୁଲରେ ପ୍ରାର୍ଥନା କରୁଥିବା ବେଳେ ତଳେ ପଡି ଛାତ୍ରୀ ମୃତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବନସର ଠାରେ ଥିବା ଲକ୍ଷ୍ମୀନାରାୟଣ ହାଇସ୍କୁଲରେ ଅଭାବନୀୟ ଘଟଣା । ମୃତକ ସେହି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ମନୀଷା ବେହୁରିଆ ।
ଆଜି ସକାଳୁ ସ୍କୁଲକୁ ଆସିିଥିଲେ ମନୀଷା। ତେବେ!-->!-->!-->…
ଏଣିକି ଷ୍ଟାଫ୍ ସିଲେକ୍ସନ କମିସନ କରିବ ଶିକ୍ଷକ ନିଯୁକ୍ତି, ଚାକିରି ପାଇବେ ୭୫୪୦ ଶିକ୍ଷକ
ଭୁବନେଶ୍ୱର: ଏବେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଦ୍ବାରା ଚୟନ ହେବେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ। ଆଉ କୌଣସି ବାହାର ସଂସ୍ଥାଙ୍କୁ ନିଯୁକ୍ତି ଲାଗି ଦାୟିତ୍ବ ଦିଆଯିବ ନାହିଁ । ଅନ୍ୟାନ୍ୟ ବିଭାଗରେ ହେଉଥିବା ନିଯୁକ୍ତି ପ୍ରକ୍ରିୟା ପରି ଓଏସ୍ଏସ୍ସି!-->…
୧୭ କିଲୋମିଟର ପାଦରେ ଚାଲି ଚାଲି ଦୁର୍ଗମ ଇଲାକାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ…
ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତ ମଧ୍ୟରୁ ହାତ ଗଣତି ଦୁଇ ତିନି ଗୋଟି ପଞ୍ଚାୟତକୁ ଛାଡିଦେଲେ ଅନ୍ୟ ସମସ୍ତ ପଞ୍ଚାୟତ ସମେତ ଅନେକ ଗ୍ରାମ ଦୂର ଦୁରାନ୍ତ ପାଣି ଘେରା, ପାହାଡ଼ ପର୍ବତ ଭିତର ଦୁର୍ଗମ, ଉପାନ୍ତ ଇଲାକାରେ ଅବସ୍ଥିତ l!-->!-->!-->…
ଗାଡି ଧକ୍କାରେ ଶଳା ମୃତ, ଭିଣୋଇ ଗୁରୁତର
ଢେଙ୍କାନାଳ ୧୫।୧୦: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜାତୀୟ ରାଜପଥ ବାରିହାପୁର କାମାକ୍ଷାନଗରିଆ ଢାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଆଇଚର ଧକ୍କାରେ ଶଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଭିଣୋଇ ଗୁରୁତର ହୋଇଛନ୍ତି । ମୃତକ ପରଜଙ୍ଗ ଥାନା ବାରିହାପୁର ଗାଁର ଶାନ୍ତନୁ ସାହୁ!-->…
ଶିକାରୀ ଗୁଳିରେ ଦନ୍ତା ମୃତ
ଆଠମଲ୍ଲିକ ୧୫।୧୦ : ପୁଣି ଏକ ଦନ୍ତାହାତୀର ମୃତ୍ୟୁ । ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ ଭୁଇଁତଳା ନିକଟରେ ପଡିଛି ଦନ୍ତାହାତୀର ମୃତଦେହ । ମୃତ ହାତୀର ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭୁଇଁତଳା ନିକଟରେ!-->!-->!-->…