Sign in
Sign in
Recover your password.
A password will be e-mailed to you.
ପୁଣି ଫେରିଲା କରୋନା: ବନ୍ଦ ହେଲା ଅନେକ ସ୍କୁଲ, ଲାଗିଲା କଟକଣା
ସଙ୍ଘାଇ: ମହାମାରୀ କରୋନାର ଉତ୍ପତ୍ତି ସ୍ଥଳ ଚାଇନାର ପିଛା ଛାଡ଼ୁନି ଏହି ମାରାତ୍ମକ ଭାଇରସ। ପୁଣିଥରେ ଚାଇନାର ଅନ୍ୟତମ ବଡ଼ ସହର ସଙ୍ଘାଇକୁ କରୋନା ଫେରିଛି। ଏଠାରେ ବୁଧବାର ୩ ମାସ ମଧ୍ୟରେ ସବୁଠାରୁ ଅଧିକ ଦୈନକ ସଂକ୍ରମଣ ରେକର୍ଡ ହୋଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ!-->…
ଏମକେସିଜି ମେଡିକାଲରେ ସ୍ୱାସ୍ଥ୍ୟ ଚିକିତ୍ସା ଅବସ୍ଥା ସ୍ଥାଣୁ : ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ବିରୁଦ୍ଧରେ ୧୧୭ତମ…
ବ୍ରହ୍ମପୁର : ସମଗ୍ର ଦକ୍ଷିଣ ଓଡିଶାର ମୁଖ୍ୟ ହସ୍ପିଟାଲ ଏମକେସିଜି ମେଡିକାଲକୁ ଦୈନିକ ହଜାର ହଜାର ରୋଗୀ ଆସୁଥିଲେ ବି ଏଠାରେ ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ସେବାକୁ ପଙ୍ଗୁ କରିଦିଆଯାଇଛି l ବିପର୍ଯ୍ୟସ୍ତ ଚିକିତ୍ସା ବ୍ୟବସ୍ଥାକୁ ସମାଧାନ କରିବା ଓ ଚିକିତ୍ସା ନାଁ ରେ ମିଥ୍ୟା ବାହାବା!-->!-->!-->…
ଫୁଟବଲ ଖେଳୁଥିବା ସମୟରେ ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଆର୍ଥିକ ସହାୟତା
ସୁନ୍ଦରଗଡ଼ /ରାଉରକେଲା : ରାଜ୍ୟ ର ସୁପ୍ରିମୋ ତଥା ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଉରକେଲା ଗସ୍ତ ରେ ଆସିଥିବା ମାନ୍ୟବର ମନ୍ତ୍ରୀ ଇଂ.ପ୍ରୀତିରଞ୍ଜନ ଘଡାଇ ( ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ,ଦକ୍ଷତା ବିକାଶ ପ୍ରାଧିକରଣ ଓ ବୈଷୟିକ!-->…
ମା ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ଉତ୍ସବ ମୁଖରିତ ସାରୁ
ହିଞ୍ଜିଳିକାଟୁ ୧୩।୧୦ କୁମାର ପୂର୍ଣ୍ଣିମା ଠାରୁ ଧନଧାତ୍ରୀ ମା ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି। ମା ଦୁର୍ଗାଙ୍କ ପ୍ରତ୍ୟାଗମନ ପରେ,ଗଜଲକ୍ଷ୍ମୀଙ୍କ ଆଗମନ ହୋଇଥିବାରୁ ପୁରପଲ୍ଲୀ ସବୁଠାରେ ଭାବ ଓ ଭକ୍ତି ମୟ ଭାବନା ଫୁଟି ଉଠୁଛି। ମା ଧନଂ ଦାତ୍ରୀ ଲକ୍ଷ୍ମୀଙ୍କ ପୂଜା ପୀଠରେ ମନ୍ତ୍ର ପାଠ ଓ!-->…
ବ୍ଲକସ୍ତରୀୟ ମନରେଗା ଜନ ଶୁଣାଣି କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି (୧୩/୧୦) : ବ୍ଲକ ପରିସରରେ ବୁଧବାର ଦିନ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବରେ ବିଡ଼ିଓ ଗଦାଧର ପାତ୍ର, ଓମ୍ବୁଡ୍ସ ପରସନ (Ombudsman) ତପନ କୁମାର ପାତ୍ର, ଜିଲ୍ଲା ସାମାଜିକ ସମୀକ୍ଷକ ଦୁଃଶାସନ ନାୟକ ପ୍ରମୁଖ ଯୋଗ ଦେଇ ମନରେଗା!-->…
ପ୍ରଶାସନ ଓ ଜନ ସାଧାରଣଙ୍କ ସହଯୋଗରେ ହିଁ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ : କନ୍ଧମାଳ ସାଂସଦ
ଫୁଲବାଣୀ: ବୁଧବାର ଫୁଲବାଣୀ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କନ୍ଧମାଳ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଶାସନ ଓ ଜନ ସାଧାରଣଙ୍କ!-->…
ଭାଇ ହେଲା ଭଗାରି : ସାମାନ୍ୟ ଗାଈ ପାଇଁ ଭାଇ ନେଲା ଜୀବନ
ଚିତ୍ରକୋଣ୍ଡା (୧୩/୧୦): କଥାରେ ଅଛି ଯୋଡ଼ାକୁ ଘୋଡ଼ା ସରି ନୁହଁ। କିନ୍ତୁ ସମୟ ଆଜି କିଛି ଏଭଳି ପରିସ୍ଥିତିରେ ମଣିଷ ସମାଜକୁ ଆଣି ଠିଆ କରିଛି ଯେଉଁଠି କେତେବେଳେ ସମ୍ପତ୍ତି ଲୋଭରେ ବାପା ପୁଅର ଜୀବନ ନେବାକୁ ପଛାଉ ନାହିଁ କି ପୁଅ ବାପର ଜୀବନ ନେବାକୁ ପଛାଉ ନାହିଁ। ଠିକ୍ ଏଭଳି ଏକ!-->…
ମାଟିରେ ମିଶିଲା ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧ ବସ୍ତିର ୧୦୮ ଘର
ବ୍ରହ୍ମପୁର : ବ୍ରହ୍ମପୁର ଲାଞ୍ଜିପଲ୍ଲୀ ସ୍ଥିତ ଗୌଡ଼ବନ୍ଧ ବସ୍ତିକୁ ଉଚ୍ଛେଦ କରିଛି ବିଏମସି l ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶକ୍ରମେ ମହାନଗର ନିଗମ ଅଂଚଳରେ ଥିବ ପୋଖରୀ ହୁଡ଼ା କଡର ସମସ୍ତ ବସ୍ତିକୁ ଉଛେଦ କରାଯାଇ ସେମାନଙ୍କୁ ରାଜୀବ ଆବାସ ଯୋଜନା ମାଧ୍ୟମରେ ଗୃହ ପ୍ରଦାନ କରାଯାଇଛି!-->…
ବିଂଶତମ ପ୍ରାଦେଶିକ ଜ୍ଞାନବିଜ୍ଞାନ ମେଳା ଉଦଯାପିତ
ଅଟୋମେଟିକ ଷ୍ଟ୍ରିଟ ଲାଇଟ,ଜଙ୍ଗଲ ଅଗ୍ନି ସୁରକ୍ଷାରେ ରୋବୋର୍ଟ ପ୍ରକଳ୍ପ ଆକର୍ଷଣ
ବ୍ରହ୍ମପୁର : ବ୍ରହ୍ମପୁର ନିଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଦୁଇ ଦିନ ଧରି ଚାଲିଥିବା ବିଂଶତମ ପ୍ରାଦେଶିକ ଜ୍ଞାନବିଜ୍ଞାନ ମେଳାରେ ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଭାରତୀୟ ପୋଲିସ!-->!-->!-->…
ତନ୍ତ୍ର ସାଧନା କରି ଝିଅକୁ ବଳି ଦେଲା ବାପା
ଅହମ୍ମଦାବାଦ: କେରଳରେ ଧନ ସମ୍ପତ୍ତି ଲୋଭରେ ଦମ୍ପତି ଦୁଇ ଜଣ ମହିଳାଙ୍କୁ ବଳି ଦେଇଥିବା ମାମଲା ଥଣ୍ଡା ନପଡୁଣୁ ଆଉ ଏକ ସମାନ ମାମଲା ଏବେ ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସରେ ଅନ୍ଧ ହୋଇ ଜଣେ ବାପା ନିଜ ଜନ୍ମ କଲା ଝିଅକୁ ତନ୍ତ୍ର ସାଧନା କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଗୁଜରାଟର ଗିର!-->!-->!-->…