ଧାମନଗର ଉପନିର୍ବାଚନ: କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ବାବା ହରେକୃଷ୍ଣ ସେଠୀ

ଭୁବନେଶ୍ୱର: ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ବାବା ହରେକୃଷ୍ଣ ସେଠୀ ଆଜି ନାମାନଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଶ୍ରୀ ସେଠୀ ୨ସେଟ୍ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ମିଳିଛି।ଭଦ୍ରକ ଜିଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରୁ

ସାଇକେଲକୁ ଧକ୍କା ଦେଲା କାର୍, ୪ ଆହତ

ବୁଗୁଡ଼ା : ବୁଗୁଡ଼ା -ନୟାଗଡ ମୁଖ୍ୟ ରାସ୍ତାର କରସିଂ ନିକଟରେ ଏକ କାର(ନଂ-ଓଡି ୨୫ଏ - ୮୨୨୬)ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ ସାଇକେଲ ଆରୋହୀଙ୍କ ସମେତ କାରରେ ବସିଥିବା ଗୋଟିଏ ପରିବାରର ତିନି ଜଣ ଆହତ ହୋଇଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଓଡ଼ଗାଁ ମେଡିକାଲରେ

କାର୍ତ୍ତିକ ମାସରେ ପଡ଼ୁଛି ଉଭୟ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ; ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ ୧୩/୧୦: କାର୍ତ୍ତିକ ମାସରେ ଉଭୟ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ ପରମ୍ପରା ଥିବାରୁ ଦେବନୀତି କିଭଳି ଅନୁଷ୍ଠିତ ହେବ ସେନେଇ ସବୁଠି ଚର୍ଚ୍ଚା। ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୨୫ ଦୀପାବଳୀ

ଏ ବର୍ଷ ପାଳନ ହେବ ଦୀପାବଳି, ବାଣ ବ୍ୟବସାୟ ପାଇଁ ବିଏମ୍‌ସି ପକ୍ଷରୁ ଦିଆଯିବ ଅନୁମତି

ଭୁବନେଶ୍ବର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ୨ ବର୍ଷର କୋଭିଡ କଟକଣା ପରେ ଚଳିତବର୍ଷ ଦୀପାବଳିରେ ବାଣ ବ୍ୟବସାୟ ହେବ । ଭୁବନେଶ୍ୱରରେ ବାଣ ବ୍ୟବସାୟ ପାଇଁ ବିଏମ୍‌ସି ପକ୍ଷରୁ ଦିଆଯିବ ଅନୁମତି। ଅନୁମତି ପାଇବାରେ ବାଣ ବ୍ୟବସାୟ ପାଇଁ ଆବେଦନ କରିବାକୁ ଥିବା ବ୍ୟବସାୟୀ ମାନେ

ହାଇକୋର୍ଟରେ ବିଧାୟକ ମହମ୍ମଦ ମୋକିମଙ୍କ ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ: ହାଇକୋର୍ଟରେ ବିଧାୟକ ମହମ୍ମଦ ମୋକିମଙ୍କ ମାମଲାରେ ଶୁଣାଣି ଶେଷ । ରାୟ ସଂରକ୍ଷିତ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେବାକୁ ଆବେଦନ କରିଛନ୍ତି ମୋକିମ । ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ବା ଓଆରଏଚଡିସି ଋଣ

ଧାମନଗର ଉପନିର୍ବାଚନ: ମଇଦାନରେ ଅବନ୍ତୀ-ସୂର୍ଯ୍ୟବଂଶୀ-ହରେକୃଷ୍ଣ ଲଢ଼େଇ

ଧାମନଗର : ସରଗରମ ଧାମନଗର ରାଜନୀତି । ମଇଦାନ ପ୍ରସ୍ତୁତ। ମଇଦାନରେ ଅବନ୍ତୀ-ସୂର୍ଯ୍ୟବଂଶୀ-ହରେକୃଷ୍ଣ ଲଢ଼େଇ। ବିଜେଡିରୁ ପ୍ରାର୍ଥି ଭାବେ ଲଢିବେ ଅବନ୍ତୀ ଦାସ । ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବେ ଅବନ୍ତୀ। ଗତ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟା ଭାବେ ଜିତିଥିଲେ ଅବନ୍ତୀ ଦାସ । ସେ

୨ରୁ ୩ଦିନ ମଧ୍ୟରେ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର: ଅପସରିଯିବ ମୌସୁମୀ। ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଉତ୍ତର ପଶ୍ଚିମ ଓ କେନ୍ଦ୍ର ଭାରତରୁ ଆଗାମୀ ୨ରୁ ୩ଦିନ ମଧ୍ୟରେ ଫେରିବ ମୌସୁମୀ। ଏହାର ପରବର୍ତ୍ତୀ ୨ ଦିନ ମଧ୍ୟରେ ପୂର୍ବ ଓଡ଼ିଶା ସହ ଗୁଜରାଟ ଓ ମହାରାଷ୍ଟ୍ରର କିଛି ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳରେ ବେଆଇନ୍‌ ଭାବେ ନିର୍ମିତ ୯ଟି ପ୍ଲଟ ଉଚ୍ଛେଦ

ଭୁବନେଶ୍ୱର: ବିଡିଏ ଟାର୍ଗେଟରେ ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳ । ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳରେ ଥିବା କିଛି ଘର ଭାଙ୍ଗୁଛି ବିଡିଏ। ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ଅଧିନ ତ୍ରାହି ଅଚ୍ୟୁତ ନଗର ମୌଜାରେ ଥିବା ୯ଟି ପ୍ଲଟ ଉଚ୍ଛେଦ ହେଉଛି। ବେଆଇନ୍‌ ଭାବେ ନିର୍ମିତ ଘର ଗୁଡିକ ଭଙ୍ଗା

ବାଲିପଟା ଗାଁରେ ଆତଙ୍କ: କୁକୁର କାମୁଡାରେ ୧୩ ଆହତ, ଜଣେ ଶିଶୁ ମୃତ

ପାଟଣାଗଡ଼,୧୩/୧୦: ପାଟଣାଗଡ଼ ବ୍ଲକର ବାଲିପଟା ଗାଁରେ କୁକୁର ଆତଙ୍କ । ଆଜି ସକାଳୁ ବାଲିପଟାରେ ପ୍ରଥମେ ପାଗଳ କୁକୁର ସରପଞ୍ଚଙ୍କୁ କାମୁଡିବା ପରେ ଗାଁର ୧୩ ଜଣଙ୍କୁ ବୁଲି ବୁଲି କାମୁଡିଥିଲା । ପରେ ନିକଟରେ ଥିବା ଗାଁ କଲଙ୍ଗା ପାଲିକୁ ଯାଇ ଏକ ମହିଳାଙ୍କୁ ମଧ୍ୟ କାମୁଡି ଥିଲା । ପାଟଣାଗଡ଼

ନକଲି ଗୁଟଖା କାରଖାନା ଉପରେ ପୋଲିସର ଚଢାଉ, ବିପୁଳ ପରିମାଣର ସାମଗ୍ରୀ ଜବତ

ବ୍ରହ୍ମପୁର, ୧୩/୧୦: ବ୍ରହ୍ମପୁର ଉପକଣ୍ଠ ଅଟୋନଗର ଅଞ୍ଚଳରୁ ବିପୁଳ ପରିମାଣର ଗୁଟଖା ଜବତ କରିଛି ଗୋଳନ୍ଥରା ଥାନା ପୁଲିସ । ଦିର୍ଘ ଦିନ ଧରି ବେଆଇନ୍ ଭାବେ ଚାଲିଥିବା ଏକ ବଡ ଧରଣର ନକଲି ଗୁଟଖା କାରଖାନା ଉପରେ ଗୋଳନ୍ଥରା ଥାନା ପୁଲିସ ଚଢାଉ କରିଥିଲା । ଏହି ଚଢ଼ାଉରେ ବିପୁଳ ପରିମାଣର