Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ଲେଖକ ସାମୁଖ୍ୟ କାର୍ଯ୍ୟାଳୟ ଠାରେ ଭାଷା ଆନ୍ଦୋଳନ ବୈଠକ ଅନୁଷ୍ଠିତ…
ଫୁଲବାଣୀ :- ଭାଷା ଭିତିରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେଲା। ୧୯୩୬ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହେବାପରେ ଓଡ଼ିଆ ଭାଷା ପ୍ରଚଳନ କରିବା କୁ ଇଂରେଜ ସରକାର ଘୋଷଣା କରିଥିଲେ।୧୯୫୪ ମସିହାରେ ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମନିଷ ନବକୃଷ୍ଣ ଚୌଧୁରୀ ପ୍ରଥମ ବିଧାନ ସଭାର!-->…
କୋମଳ ମତି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଧାୟକ
ଫୁଲବାଣୀ (୧୩/୧୦) : ମାଓ ଅଞ୍ଚଳକୁ ବାଲିଗୁଡା ବିଧାୟକ ଚକ୍ରମଣି କଂହରଙ୍କ ଅଚାନକ ଗସ୍ତ କରିଛନ୍ତି। କନ୍ଧମାଳ ଜିଲ୍ଲା ତୂମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳ ରଙ୍ଗାପାରୁ ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାକାର ପରିବେଶକୁ ଅତି ନିକଟରୁ ଦେଖିଥିଲେ । ପାହାଡ ପର୍ବତ ଘେରା ବେଲଘର!-->…
ପ୍ରାଥମିକ ସ୍କୁଲ ବନ୍ଦ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର
ଫୁଲବାଣୀ, ୧୩/୧୦: ରାଜ୍ୟ ସରକାର କମ ଛାତ୍ର ଛାତ୍ରୀ ଥିବା ସ୍କୁଲ ଗୁଡିକ ବନ୍ଦ ନିଷ୍ପତି ନେବା ଫଳରେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ମଧ୍ୟ ଶତାଧିକ ସ୍କୁଲ ବନ୍ଦ ହେଲାଣି l ସେହିପରି ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡା ପଂଚାୟତ ଅନ୍ତର୍ଗତ ନୀଳାପଦର ଗ୍ରାମରେ ଥିବା ପ୍ରାଥମିକ!-->…
ସାଇକେଲରେ ଯାତ୍ରା କରି ଲୋକଙ୍କ ମଧ୍ୟରେ ଏକତା ରଖିବାର ବାର୍ତ୍ତା ଦେଉଛନ୍ତି ଭାସ୍କର
ମାଲକାନଗିରି,୧୩।୧୦ : ସାଇକେଲରେ ଯାତ୍ରା କରି ଲୋକଙ୍କ ମଧ୍ୟରେ ଏକତା ରଖିବାର ବାର୍ତ୍ତା ବାଣ୍ଟୁଛନ୍ତି ଉତ୍ତରାଖଣ୍ଡର ଯୁବକ ଭାସ୍କର ଭଣ୍ଡାରି । ଆପଣ ଶୁଣିଲେ ଆଶ୍ଚଯ୍ୟ ହେବେ ଦିର୍ଘ ୧୦ ମାସ ଧରି ସାଇକେଲ ଯାତ୍ରା କରିଆସୁଛନ୍ତି ଏହି ଯୁବକ ଜଣକ । ଭାସ୍କର ଚଳିତ ବର୍ଷ ୨୦୨୨ ମସିହା ଜାନୁଆରୀ ୫!-->…
ବି.ଏସ୍.ଏଫ୍ ତରଫରୁ ୧୪ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ
ମାଲକାନଗିରି, ୧୩।୧୦: ମାଲକାନଗିରି ଜିଲ୍ଲା ସଦର ମହକୁମା ଏମ୍.ଭି. ୩ ବି.ଏସ୍.ଏଫ୍ କ୍ୟାମ୍ପ ପରିସରରେ ଆଜି ୧୪ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ବି.ଏସ୍.ଏଫ୍. ଡିଆଇଜି ସୈଲେନ୍ଦ୍ର କୁମାର ସିନ୍ହା ଉପସ୍ଥିତ ରହି ମାଲକାନଗିରି ଜିଲ୍ଲାର!-->…
ରାଜ୍ୟରୁ ଉଠିବ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା
ଭୁବନେଶ୍ବର: ଆସନ୍ତା ଏକମାସ ଭିତରେ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଠିବ । ଏ ନେଇ ଆଜି ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହି!-->…
ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଲିନାକ ଭବନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
କଟକ ୧୩/୧୦: କଟକରେ ଥିବା ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନର ଲିନାକ ଭାବନକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହି ଭବନରେ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେବ। ଏହା ସହିତ ଗବେଷଣା ପ୍ରତିଷ୍ଠାନର ୨୦୦ ଶହ ଶଯ୍ୟା ଏବଂ ୩୦ଟି ଆଇସିୟୁ!-->…
ବୁଗୁଡାରେ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ
ବୁଗୁଡା (୧୩/୧୦) : ବୁଗୁଡା ବ୍ଲକରେ ବିଜୁ ଜନତା ଦଳ ତରଫରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଜନସଂପର୍କ ପଦଯାତ୍ରା ଅରଖପୁର ଗ୍ରାମରୁ ଆରମ୍ଭ ହୋଇ ମହୁଲପଲ୍ଲୀ, ବାଲିପଦର, ଅନ୍ତରପଡା , ବକ୍ସିପଲ୍ଲୀ, ଚଢିଆପଲ୍ଲୀ , ଭାମଶିଆଳି ଆଦି ଗ୍ରାମରେ ପରିକ୍ରମା କରି ଗୋଲିଆ ଗ୍ରାମରେ ଶେଷ!-->…
ବଲାଙ୍ଗୀର ରେ ସେକ୍ସ ରାକେଟ୍, ରାଣି ମହୁମାଛି ସହ ୧୦ ଯୁବତୀ ଓ ୨ ଗରାଖ ଉଦ୍ଧାର
ବଲାଙ୍ଗୀର ୧୩/୧୦: ତିନି ମାସ ଧରିଚାଲିଥିଲା ସେକ୍ସ କାରବାର। ଆଲିସାନ କୋଠାରେ ଅୟେସ କରୁଥିଲେ ରାଣି ମହୁମାଛି। ଶେଷରେ ଧରିଲା ବଲାଙ୍ଗୀର ପୋଲିସ ଏହି ସେକ୍ସ ଆଡ୍ଡା ଉପରେ ଚଢ଼ଉ କରିଛି। ଖବର ଅନୁସାରେ, ବଲାଙ୍ଗୀର ସହରର ଶାସ୍ତ୍ରୀନଗର ପଡ଼ାରେ ଥିବା ଏକ କୋଠାରେ ବହୁତ ମାସ ହେଲା!-->…
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ପାଳିତ
ଫୁଲବାଣୀ (୧୩/୧୦) : କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଫୁଲବାଣୀ ଏଜେଓ ହାଇ ସ୍କୁଲ ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହର ଦ୍ୱିତୀୟ ଦିବସ ପାଳିତ ହୋଇଥିଲା l ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଚିକିତ୍ସାଳୟର ଏଡିପିଏଚ ଓ( ଡିସି ) ଡାକ୍ତର ବସନ୍ତ କୁମାର!-->…