Sign in
Sign in
Recover your password.
A password will be e-mailed to you.
ସିଡିଏ ବଜାର କୋଲକାତା ସପିଙ୍ଗ ମଲ୍ ସିଲ୍
କଟକ ୧୩।୧୦ : ମହଙ୍ଗା ପଡିଲା ନିୟମ ଉଲ୍ଲଂଘନ । ସିଲ୍ ହେଲା ସପିଙ୍ଗ ମଲ୍ । କଟକ ସିଡିଏ ସେକ୍ଟର-୭ରେ ଥିବା ବଜାର କୋଲକାତା ସପିଙ୍ଗ ମଲ୍କୁ ସିଲ୍ କରିଛନ୍ତି ସିଏମ୍ସି କର୍ତ୍ତୃପକ୍ଷ ।
ଖବର ଅନୁଯାୟୀ, ସପିଙ୍ଗ ମଲର ପାର୍କିଂ ସ୍ଥାନ ନଥିବା, ଵିଲଡିଂ ନିର୍ମାଣରେ ନିର୍ଦ୍ଧାରିତ!-->!-->!-->…
ଜଗତପୁର କେନାଲରେ ତିନି ଛାତ୍ର ନିଖୋଜ ଘଟଣା, ମିଳିଲା ଆଉ ଜଣଙ୍କ ମୃତଦେହ
କଟକ ୧୩।୧୦ : ଜଗତପୁର କେନାଲରେ ତିନି ଛାତ୍ର ଭାସିଯିବା ଘଟଣା । ମିଳିଲା ଆଉ ଜଣେ ଯୁବକଙ୍କ ମୃତଦେହ । ମୃତକ ଚୌଦ୍ୱାର ମହାଜନପୁର ଗାଁର ବାଦଲ ସାହୁ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଖବର ଅନୁଯାୟୀ, ଚୌଦ୍ଵାର ରୁପଯାତ୍ରା!-->!-->!-->…
ଗୋଜବାୟାଣୀ ଛକରେ ଗୁଳିକାଣ୍ଡ ଘଟଣା, ୨୦ ଦିନ ପରେ ପାଞ୍ଚ ଅଭିଯୁକ୍ତ ଗିରଫ
ମାର୍ଶାଘାଇ ୧୩।୧୦ : ଗୁଳିକାଣ୍ଡ ଘଟଣାରେ ପାଞ୍ଚଜଣ ଗିରଫ । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହତ ୩ଟି ଜୀବନ୍ତ ଗୁଳି, ଦୁଇଟି ବାଇକ ଏବଂ ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଛି । ଗିରଫ ଅପରାଧୀଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଥିବା ସୂଚନା ।
ଗତ ୧୫ ତାରିଖରେ!-->!-->!-->…
ରାଜ୍ୟରେ ଆଉ ୭୭ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର!-->…
ନଷ୍ଟ ହେଲା ମାଲଖାନାରେ ଗଚ୍ଛିତ ଥିବା ୩ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ ଓ ଭାଙ୍ଗ
ନିଶା ବେପାରୀଙ୍କ ବିରୋଧରେ ଓଡିଶା ପୋଲିସର ଜିରୋ ଟଲରାନ୍ସ। ନଷ୍ଟ ହେଲା ମାଲଖାନାରେ ଗଛିତ ଥିବା ବ୍ୟାପକ ପରିମାଣର ନିଶାଦ୍ରବ୍ୟ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୩ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ, ଭାଙ୍ଗ ନଷ୍ଟ କରାଯାଇଛି । ନଷ୍ଟ ବେଳେ ଉପସ୍ଥିତି ଥିଲେ ଓଡିଶା ପୋଲିସ ଓ STF ର ବରିଷ୍ଠ!-->…
୬୦ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଦୁଇ ଦୁଇଟି ତୀର୍ଥଯାତ୍ରୀ ବସ୍, ୨୨ଯାତ୍ରୀ ଆହତ
ଜଳେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଦୁଇ ଦୁଇଟି ତୀର୍ଥଯାତ୍ରୀ ବସ୍। ୨୨ଯାତ୍ରୀ ଆହତ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦା ନିକଟରେ ଓଲଟିଲା ବସ୍। ଦୁର୍ଘଟଣାରେ ୧୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର!-->…
ଆରମ୍ଭ ହେଲା ଚତୁର୍ଥ ବନ୍ଦେ ଭାରତ ଟ୍ରେନ, ୩ ଘଣ୍ଟାରେ ପୂରା କରିପାରିବେ ଦିଲ୍ଲୀରୁ ଚଣ୍ଡିଗଡ଼ ଯାତ୍ରା
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇ ଚତୁର୍ଥ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି | ଆଉ ଏହି ଟ୍ରେନ ଚାଲିବା ଦ୍ୱାରା ଏଣିକି ମାତ୍ର ୩ ଘଣ୍ଟାରେ ଯାତ୍ରୀମାନେ ଦିଲ୍ଲୀରୁ ଚଣ୍ଡିଗଡ଼କୁ ଯାତ୍ରା କରିପାରିବେ। ଏହା ହେଉଛି ଚତୁର୍ଥ ବନ୍ଦେ ଭାରତ ଟ୍ରେନ୍। ବିଶେଷ!-->…
ଭଞ୍ଜନଗର ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଚାଲିଥିବା ଜୁଆଖେଳ ଉପରେ ଚଢ଼ାଉ, ୩୮ଗିରଫ
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ବଡ ସଫଳତା। ଭଞ୍ଜନଗର ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଚାଲିଥିବା ଜୁଆଖେଳ ଉପରେ ଚଢ଼ାଉ କରାଯାଇଥିଲା। ୩୮ଜଣ ଜୁଆଡ଼ିକୁ ଗିରଫ କରିଛି ପୋଲିସ।
ସେମାନଙ୍କଠାରୁ ୨ ଲକ୍ଷ ୫୬ ହଜାରରୁ ଅଧିକ ଟଙ୍କା ଓ ୨୨ଟି ମୋବାଇଲ୍କୁ ଜବତ!-->!-->!-->…
ସାମ୍ନାକୁ ଆସିଲା ଅର୍ଚ୍ଚନା ନାଗଙ୍କ ଟ୍ବିଟ୍: ଓଡିଶା ପୋଲିସକୁ ଗାଳି କରିବା ସହ କାର୍ଯ୍ୟ ଦକ୍ଷତା ନେଇ ଉଠାଉଥିଲେ…
ଭୁବନେଶ୍ୱର: ସାମ୍ନାକୁ ଆସିଲା ଅର୍ଚ୍ଚନା ନାଗଙ୍କ ଟ୍ବିଟ୍। ଟ୍ବିଟରେ ଓଡିଶା ପୋଲିସକୁ ଗାଳି କରୁଥିଲେ। ପୋଲିସର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠାଉଥିଲେ। ଏପଟେ ଧିରେ ଧିରେ ଖୋଲୁଛି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ମାୟାଜାଲର ଗୁମର । ଦିନ ଗଡୁଛି, ତାଲିକା ଲମ୍ବୁଛି।!-->…
ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଦୁର୍ଘଟଣା: ତୀର୍ଥଯାତ୍ରୀ ବସ୍ ପଛପଟକୁ ଧକ୍କା ଦେଲା କଣ୍ଟେନର, ୭ଗୁରୁତର
ଜଳେଶ୍ବର: ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଏହି ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଗୁରୁତର ଆହତ!-->…