Sign in
Sign in
Recover your password.
A password will be e-mailed to you.
ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡ଼ି
ବୁଗୁଡା (୧୨/୧୦) : ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମର ଗୁଡିସାହିରେ ଅଗ୍ନିକାଣ୍ଡ ଘଟି ଦଣ୍ଡପାଣି ବେହେରା ଓ ସଞ୍ଜୟ ପ୍ରଧାନଙ୍କ ବଖରାଏ ଲେଖାଏଁ ଘର ପୋଡ଼ି ଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ସକାଳେ ସର୍ଟ ସର୍କିଟ୍ ଯୋଗୁଁ ଦଣପାଣିଙ୍କ ଘରେ ନିଆଁ ଲାଗି ପରେ ଏହା!-->…
ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ବିପୁଳ ପରିମାଣ ବଜ୍ରକାପ୍ତା କାତି ଜବତ:୪ ଗିରଫ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ଚଢ଼ଉକରି ବିପୁଳ ପରିମାଣର ବିରଳ ବଜ୍ରକାପ୍ତା କାତି ଜବତ କରିବା ସହ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଜୁରୀପଡା ଘୁଗୁଲ| ସାହିର ରାଧାକାନ୍ତ ବେହେରା(୫୫) ଓ!-->…
ପ୍ରତି ବ୍ଲକ୍ ରେ ବସ୍ ଷ୍ଟାଣ୍ଡ ସକାଶେ ସ୍ଥାନ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ବ୍ରହ୍ମପୁର : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ରାଜସ୍ବ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେଯେ, ରାଜସ୍ବ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଆବଶ୍ୟକ!-->…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଟେଲ ମାଲିକକୁ ମରଣାତ୍ମକ ଆକ୍ରମଣ, ତିନି ଯୁବକ ଗିରଫ
ବ୍ରହ୍ମପୁର : ଦୁଇ ଦିନ ପୂର୍ବେ ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ତହସିଲ ଅଫିସ ନିକଟରେ ଥିବା ମା ମହୁରୀ କାଳୁଆ ହୋଟେଲ ମାଲିକ ପିଣ୍ଟୁ ଜେନାଙ୍କୁ ଖଣ୍ଡାରେ ମରଣାତ୍ମକ ଆକ୍ରମଣରେ କରିଥିବା ୩ ଯୁବକଙ୍କୁ ସଦର ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ କୁକୁଡାଖଣ୍ଡି କାଳୁଆ ସାହିର ସାଗର!-->…
ଉଦ୍ୟୋଗ ଭିତ୍ତିକ ଋଣ ବଣ୍ଟନ ମେଳା
ଦାରିଙ୍ଗବାଡ଼ି , ୧୨/୧୦, ଦାରିଙ୍ଗବାଡ଼ି ବ୍ଲକ ପରିସରରେ ବୁଧବାର ମିଶନ ଶକ୍ତି ଜରିଆରେ ବ୍ୟାଙ୍କ ଲୋନ ପ୍ରଦାନ ନିମନ୍ତେ ଏକ ଉଦ୍ୟୋଗ ଭିତ୍ତିକ ଋଣ ବଣ୍ଟନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ!-->…
କନ୍ଧମାଳ-କଳାହାଣ୍ଡି ସିମାନ୍ତରେ ଗୁଳିବିନିମୟ ଘଟଣା… ମାଓ ଏନକାଉଣ୍ଟର ନେଇ କନ୍ଧମାଳ ପୋଲିସ୍ ପକ୍ଷରୁ ସାମ୍ବାଦିକ…
ଫୁଲବାଣୀ /ବାଲିଗୁଡ଼ା : କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସିମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କୁନାସଲୁ ନିକଟସ୍ଥ ବାଗମିଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ ସାମଗ୍ରୀ ଜବତ!-->!-->!-->…
ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ
ଫୁଲବାଣୀ : ଆଜି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେଇଛନ୍ତି । ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରାର ପ୍ରସ୍ତୁତି ବୈଠକରେ ଶ୍ରୀ ସାମନ୍ତ ଯୋଗଦେବା ସହ ଏହାର ସଫଳ ଆୟୋଜନ ନେଇ ଦଳୀୟ!-->…
ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ଦାରିଙ୍ଗବାଡ଼ି, ୧୨/୧୦: ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀ ଗାଁ ଅଞ୍ଚଳ ଯଥା ତାଯୁଙ୍ଗିଆ, ହାତିମୁଣ୍ଡା, କାଟିଙ୍ଗିଆ, କୁମ୍ଭାରି ଗାଁ, ଗୋଦାପୁର୍, ବ୍ରାହ୍ମୀଣୀ ଗାଁ, ସରାମୁଳି ଓ ଝିଞ୍ଜିରିଗୁଡ଼ା ଗ୍ରାମ ପଞ୍ଚାୟତ ର ବିଜୁ ଜନତା ଦଳର କର୍ମୀ ଓ ଶତାଧିକ ଜନସାଧାରଣଙ୍କୁ ନେଇ ଜନସଂପର୍କ ପଦ!-->…
୧୨୭ ବାଟାଲିୟନ୍ ସିଆରପିଏଫ୍ ପକ୍ଷରୁ ନିଆରା ପ୍ରୟାସ : ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଆରମ୍ଭ
ବାଲିଗୁଡ଼ା : ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ବାରା ମାଓ ପ୍ରବଣ ଅଞ୍ଚଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୨୭ ବାଟଲିୟନ୍ ସିଆରପିଏଫ୍ ଏବଂ ନେହୁରୁ ଯୁବକେନ୍ଦ୍ର ଫୁଲବାଣୀ ପକ୍ଷରୁ ତା:୧୬/୧୦/୨୦୨୨ ଠାରୁ ତା:୨୨/୧୦/୨୦୨୨!-->…
ଛାତ୍ର ସଂଘ କନ୍ଧମାଳର ନୂତନ ଟିମ ଗଠନ
ଫୁଲବାଣୀ : ଅନୁଷ୍ଠିତ ହୋଇଥିବା ବୈଠକରେ ଛାତ୍ର ସଂଘ କନ୍ଧମାଳର ନୂତନ ଟିମ ଗଠନ କରାଯାଇଛି l ଏହି ନୂତନ ଟିମକୁ ଛାତ୍ର ସଂଘ କନ୍ଧମାଳର ପ୍ରତିଷ୍ଠାତା ତଥା ସଭାପତି ଦେବାଶିଷ ସାହାଣୀଙ୍କ ନେତୃତ୍ଵରେ ସର୍ବସମ୍ମତି କ୍ରମେ ନୂତନ ଟିମ ଗଠନ କରାଯାଇଛି l l ପ୍ରିୟାଂଶୁ ପଟ୍ଟନାୟକଙ୍କୁ ଜିଲ୍ଲା!-->…