ରେଳ କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳୀ ଉପହାର ମିଳିବ ୭୮ ଦିନର ବୋନସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରେଳ କର୍ମଚାରୀଙ୍କୁ ୭୮ଦିନର ବେତନ ସହ ସମାନ ଉତ୍ପାଦକତା ଆଧାରିତ ବୋନସ ପ୍ରଦାନ କରିବା ପ୍ରସ୍ତାବକୁ ପିଛିଲା ଭାବେ ମଞ୍ଜୁର କରାଯାଇଛି ।ପ୍ରତିବର୍ଷ

ଏନ୍‌କାଉଣ୍ଟରରେ ଜଣେ ମହିଳା ମାଓବାଦୀ ମୃତ

କନ୍ଧମାଳ ୧୨।୧୦: କନ୍ଧମାଳ ବାଲିଗୁଡ଼ାରେ ପୋଲିସ-ମାଓବାଦୀ ଗୁଳିବିନିମୟ। ସୁଡ୍ରା ପଞ୍ଚାୟତ କୁନାସାଲୁ ଜଙ୍ଗଲରେ ମାଓବାଦୀ ଏବଂ ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳା କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଶସସ୍ତ୍ର ମାଓବାଦୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି ।

କୋଲକାତାର ବାସିନ୍ଦା ଓ ବିଜେପିରେ ଯୋଗ ନଦେବାରୁ ଗାଙ୍ଗୁଲିଙ୍କୁ ବିସିସିଆଇ ଅଧ୍ୟକ୍ଷ ପଦରୁ ହଟାଯାଉଛି: ଟିଏମସି

ନୂଆଦିଲ୍ଲୀ: ବିସିସିଆଇ ବର୍ତ୍ତମାନ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ବୋଲି ନିଶ୍ଚିତ କରିଛି। କିଛି ଦିନ ମଧ୍ୟରେ ବୋର୍ଡର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ହେବ ବୋଲି ଜଣାପଡ଼ିଛି। ବିସିସିଆଇ ଅଧ୍ୟକ୍ଷ ଥିବା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବୃଦ୍ଧି ନକରି ତାଙ୍କ

ଭାରତଠୁ ୬୦ ଲକ୍ଷ ମଶାରି କିଣିବ ପାକିସ୍ତାନ

ଇସଲାମାବାଦ: ଭୟାବହ ବନ୍ୟା ପରେ ଏବେ ପଡୋଶୀ ଦେଶ ପାକିସ୍ତାନକୁ ଘାରିଛି ଡେଙ୍ଗୁ ମ୍ୟାଲେରିଆ ଭୟ। ଏଠାରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାଯୋଗୁ ମ୍ୟାଲେରିଆର ମୁକାବିଲା ପାଇଁ ଭାରତଠାରୁ ୬୦ ଲକ୍ଷରୁ ଅଧିକ ମଶାରି କିଣିବାକୁ ନିଷ୍ପତ୍ତି ନେଇଛି

ନୋଟବନ୍ଦୀ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୬ ନୋଟବନ୍ଦୀର ସାମ୍ବିଧାନିକ ବୈଧତା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ ଏସ୍. ଅବଦ୍ଦୁଲ ନଜିର, ଜଷ୍ଟିସ ବିଆର୍ ଗବଇ, ଜଷ୍ଟିସ ଏଏସ୍ ବୋପନ୍ନା, ଜଷ୍ଟିସ ବି ରାମାସୁବ୍ରମଣ୍ୟମ ଏବଂ ଜଷ୍ଟିସ ବିବି ନାଗରତ୍ନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।

ଆଞ୍ଚଳିକ ଭାଷାର ବୋର୍ଡ ଲଗାଇ ନଥିବାରୁ ୫୨୨ ଦୋକାନକୁ ନୋଟିସ

ମୁମ୍ବାଇ: ମହାରାଷ୍ଟ୍ରର ଆଞ୍ଚଳିକ ଭାଷାର ବୋର୍ଡ ଲଗାଇ ନଥିବାରୁ ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ (ବିଏମସି) ୫୨୨ଟି ଦୋକାନ ଓ ପ୍ରତିଷ୍ଠାନକୁ ନୋଟିସ କରିଛି। ଏମାନେ ରାଜ୍ୟର ଆଞ୍ଚଳିକ ଭାଷା ମରାଠୀକୁ ଗୁରୁତ୍ୱ ଦେଇ ନଥିଲେ। ଏପରି କରି ସେମାନେ ମହାରାଷ୍ଟ୍ର ଦୋକାନ ଓ ପ୍ରତିଷ୍ଠାନ

ଖାଡଗେଙ୍କ ସମର୍ଥକଙ୍କ ସହ ମାରପିଟ ଆଶଙ୍କା: ଦୁଇ ଥର ଥରୁରଙ୍କ ୟୁପି ଗସ୍ତ ବାତିଲ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଶଶି ଥରୁର ବାଧ୍ୟ ହୋଇ ଦୁଇ ଦିନରେ ଦୁଇଥର ନିଜର ଉତ୍ତର ପ୍ରଦେଶ ଗସ୍ତ ବାତିଲ କରିଛନ୍ତି। ଦଳ ପକ୍ଷରୁ ତାଙ୍କୁ ରାଜ୍ୟର ରାଜଧାନୀ ଲକ୍ଷ୍ନୌ ଗସ୍ତ ନ କରିବାକୁ ପରାମର୍ଶ ଦିଆଯାଇଛି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା

ନରବଳି ଘଟଣା: ମଣିଷ ମାଂସ ରାନ୍ଧି ଖାଇଥିଲେ, ମୃତଦେହକୁ ୫୬ ‌ଖଣ୍ଡ କରିଥିଲେ

ଥିରୁଅନନ୍ତପୁରମ: ରାତାରାତି ଧନୀ ହେବା ପାଇଁ କେରଳରେ ନରବଳି ଦିଆଯିବା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। କେରଳ ଜଣେ ଦମ୍ପତି ଦୁଇ ମହିଳାଙ୍କ ବଳି ଦେଇଥିବା ବେଳେ ଏହା ପଛରେ ଜଣେ ଏଜେଣ୍ଟ ରହିଛି। ପୁଲିସ ସେମାନଙ୍କୁ ଗିରଫ କରିବା ପରେ ଅତ୍ୟନ୍ତ ଲୋମହର୍ଷଣକାରୀ ଓ ଭୟଙ୍କର ତଥ୍ୟ ସାମ୍ନାକୁ

ଜଙ୍ଗଲ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଏନକାଉଣ୍ଟରରେ ଜଣେ ମହିଳା କ୍ୟାଡର ମାଓବାଦୀର…

ଫୁଲବାଣୀ :- ସୀମାନ୍ତ ବାଲିଗୁଡ଼ା ଥାନା ସୁତ୍ରା ନିକଟସ୍ଥ କୁନାସଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ଥିବା ଖବର ମିଳିଛି । ଏହି ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା

ଜାତୀୟ ସ୍ତରକୁ ମୋନିନୀତ ସ୍କେଟରମାନଙ୍କୁ ସମ୍ଭର୍ଦ୍ଧନା ଦେଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା

ବ୍ରହ୍ମପୁର : କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁର ଦ୍ଵାରା କ୍ଷେତ୍ରୀୟ ସ୍ତରୀୟ ପ୍ରତିଯଗିତା ଗତ ଅଗଷ୍ଟ ମାସ 17 ତାରିଖରେ ବ୍ରହ୍ମପୁର ଠାରେ ଆୟୋଜିତ ହୋଇଥିଲା । ଏହାକୁ ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସିପଲ୍ ବିଘ୍ନେଶ୍ୱର ପଟ୍ଟନାୟକ ଉଦଘାଟନ କରିଥିଲେ। ଅନ୍ୟ ଶିକ୍ଷକଙ୍କ