Sign in
Sign in
Recover your password.
A password will be e-mailed to you.
ଅଳଙ୍କାର ସଫେଇ କରିବା ନାଁରେ ଲୁଟ୍ ଘଟଣାରେ ଦୁଇ ଗିରଫ
ବ୍ରହ୍ମପୁର : ଅଳଙ୍କାର ସଫେଇ କରିବା ନାଁରେ ଲୁଟ୍ ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ଗୋଳନ୍ଥରା ଥାନା ପୋଲିସ୍ । ଗତ ସେପ୍ଟମ୍ବର ୨୪ ତାରିଖରେ ଗୋଳନ୍ଥରା ତୁଳସୀବିହାର ନିବାସୀ ନିରୁପମା ନନ୍ଦ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଦୁଇ ଜଣ ଅଜଣା ବ୍ୟକ୍ତି ତାଙ୍କ ଘରକୁ ଆସି ସୁନା!-->…
ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଦିନିକିଆ: ୭ୱିକେଟ୍ରେ ଜିତିଲା ଭାରତ, ୨-୧ରେ ଶୃଙ୍ଖଳା ବିଜୟୀ
ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଅନ୍ତିମ ମୁକାବିଲାକୁ ଟିମ୍ ଇଣ୍ଡିଆ ଜିତିଛି। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ମଙ୍ଗଳବାର ଭାରତ ୭ ୱିକେଟ୍ରେ ଦକ୍ଷିଣ ଆଫ୍ୟିକାକୁ ପରାସ୍ତ କରିଛି। ୧୦୦ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ!-->…
ମୁକେସ୍ ସାହୁ ଆକ୍ରମଣ ଘଟଣାରେ ୩ ଗିରଫ
ବ୍ରହ୍ମପୁର : ନିଜ ଭାଇ ଉପରେ ହୋଇଥିବା ଆକ୍ରମଣ ଘଟଣାର ପ୍ରତିଶୋଧ ନେଇ ଗତ ଅକ୍ଟୋବର ୮ ତାରିଖରେ ମୁକେସ୍ ସାହୁ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ୩ ଜଣକୁ ଗିରଫ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଷ୍ଟେସନ ରୋଡ଼୍ ରେ ଗତ ୮ ତାରିଖରେ ଏହି ଆକ୍ରମଣ!-->…
ମୋତେ ଦୁର୍ବ୍ୟବହାର କରିବାର ଦାୟିତ୍ବ କଂଗ୍ରେସ ଏବେ ଅନ୍ୟଜଣଙ୍କୁ ଦେଇଛି; ଏଭଳି କହି ଆପକୁ ଟାର୍ଗେଟ କଲେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଗୁଜରାଟ ଗସ୍ତରେ ଅଛନ୍ତି। ଗୁଜରାଟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସୋମବାର ଗୁଜରାଟର ଭରୁଚରେ ଅନେକ ପ୍ରକଳ୍ପର ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ!-->…
ପୂଜାର୍ଚ୍ଚନା ପରେ ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଉଜ୍ଜୈନ: ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିବା ଦେଖାଯାଇଥିଲା। ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ!-->…
ଶିବସେନାର ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଦୁଇ ଖଣ୍ଡା ଓ ଢାଲ ଚିହ୍ନ
ନୂଆଦିଲ୍ଲୀ: ଉଦ୍ଧବ ଠାକେରଙ୍କ ଠାରୁ ଅଲଗା ହୋଇ ବିଜେପି ସହ ହାତ ମିଳାଇଥିବା ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀଙ୍କୁ ଆଜି ନିର୍ବାଚନ କମିଶନ ନୂଆ ଦଳୀୟ ଚିହ୍ନ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଶିବସେନାକୁ ଦୁଇ ଖଣ୍ଡା ଓ ଢାଳ ଚିହ୍ନ ମିଳିଛି। ଏହି ଚିହ୍ନରେ ତାଙ୍କ ଦଳ!-->…
ଫେସବୁକର ମୂଳ କମ୍ପାନୀ ମେଟା ଏବେ ରୁଷରେ ଆତଙ୍କବାଦୀ ସଂଗଠନ
ମସ୍କୋ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଆଜି ବଡ଼ ପଦକ୍ଷେପ ଗ୍ରହଣ କରିଛି। ଆମେରିକାର ଟେକ୍ କମ୍ପାନୀ ତଥା ଫେସବୁକ ଓ ଇନଷ୍ଟାଗ୍ରାମର ମୂଳ ସଂସ୍ଥା ମେଟାକୁ ଆଜି ରୁଷ ସରକାର ଆତଙ୍କବାଦୀ ଓ ବିଦ୍ରୋହୀ ସଂଗଠନ ତାଲିକାରେ ସାମିଲ କରିଛନ୍ତି। ଫେଡରାଲ ସର୍ଭିସ ଫର ଫାଇନାନ୍ସିଆଲ ମନିଟରିଂର!-->…
୧୬ ଦଳିତଙ୍କୁ ବନ୍ଦୀ କରି ନିର୍ଯାତନା, ମାଡ଼ ଯୋଗୁ ଗର୍ଭବତୀ ହରାଇଲେ ସନ୍ତାନ
ବେଙ୍ଗାଲୁରୁ: କର୍ଣ୍ଣାଟକାର ଚିକ୍କାମାଗାଲୁରୁ ଜିଲ୍ଲାରେ ୧୬ ଜଣ ଦଳିତ ଲୋକଙ୍କୁ ବନ୍ଦୀ କରି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ବିଜେପିର ଜଣେ ଦୃଢ଼ ସମର୍ଥକ ନିଜ କଫି ବଗିଚାରେ ବେଶ କିଛି ଦିନ ଧରି ଦଳିତ ସଂପ୍ରଦାୟର ଲୋକଙ୍କୁ ବନ୍ଦୀ କରି ଅକଥନୀୟ ନିର୍ଯାତନା ଦେଇଛନ୍ତି।!-->…
ଅନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳନ
ହିଞ୍ଜିଳିକାଟୁ ୧୧/୧୦ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ଜିଲ୍ଲା ସ୍ତରିୟ ଅନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ୧୦୦ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ,ପ୍ରବନ୍ଧ, ରଙ୍ଗୋଲି, ସ୍ଲୋଗାନ ଲିଖନ ଆଣ୍ଡ କ୍ରାଫ୍ଟ!-->…
ବଜ୍ରପାତରେ ୧୧ ଗାଈ ଗୋରୁ ମୃତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଫଳରେ ଯାନବାହାନ ଗମନାଗମନରେ ଅସୁବିଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା l ଆଜିର ବଜ୍ରପାତରେ ୧୧ ଗାଈ ବଳଦ ମୃତ ହୋଇଛି l ସୁଚନା ଅନୁସାରେ ଫୁଲବାଣୀ ବ୍ଲକର ବିଶିପଡ଼l ପଞ୍ଚାୟତର ମାଝି ପଦର ଗ୍ରାମର ଦେହୁରୀ ସାହି!-->…