ବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

କୁଡୁମୁଲୁଗୁମ୍ମା (୧୧/୧୦) : କୁଡୁମୁଲୁଗୁମ୍ମା ବ୍ଲକର ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି l ଏହି ଅବସରେ ନାକାମାମୁଡି ଗ୍ରାମ ପଞ୍ଚାୟତର ଦୁର୍ଗମ ଅଞ୍ଚଳ ବୟାପଡା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ତଥା

ଦାରିଙ୍ଗବାଡ଼ି ରେ ଗଜଲଷ୍ମୀ ପୂଜା ପାଳନ

ଦାରିଙ୍ଗବାଡ଼ି (୧୧/୧୦) : ଦାରିଙ୍ଗବାଡ଼ି ଅଞ୍ଚଳରେ ଧୁମଧାମରେ ଗଜଲଷ୍ମୀ ପୂଜା ପାଳିତ ହେଉଛି। ଦାରିଙ୍ଗବାଡ଼ି ଗଜଲଷ୍ମୀ ପୂଜା କମିଟି ପକ୍ଷରୁ ଏଠାରେ ପୂଜା ଅନୁଷ୍ଠିତ ହେଉଛି। ରଙ୍ଗିନୀ ଆଲୋକମାଳାରେ ପୂଜା ମଣ୍ଡପ ସୁସଜିତ ହୋଇଥିବା ବେଳେ ଗତ ରବିବାର ଦିନ ଠାରୁ ପୂଜା ଆରମ୍ଭ ହୋଇ ୯ ଦିନ ଧରି

ସଶକ୍ତ ଓଡିଶା ସକାଶେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ – ୫ଟି ସଚିବ

ତୃତୀୟ ପର୍ଯ୍ୟାୟରେ ୫-ଟି ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ୧୦୭ ବିଦ୍ୟାଳୟ ରୂପାନ୍ତରୀତ ହେବ ବ୍ରହ୍ମପୁର : ୫-ଟି ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ୧୦୭ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ତୃତୀୟ ପର୍ଯ୍ୟାୟରେ କରାଯିବ । ଏଥି ସକାଶେ ୫-ଟି ସଚିବ ଭି. କାର୍ତ୍ତିକେୟ

ଭାରଶ୍ୟାମ ହରାଇ ଓଲଟିଲା କାର୍ ଅଳ୍ପକେ ବର୍ତିଲେ ଚାଳକ ଓ ସାଥି

ଫୁଲବାଣୀ/ଖଜୁରୀପଡ଼ା : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସମ୍ବରଡେଗା ବୁଲାଣି ରାସ୍ତା ରେ ଭାରସ୍ୟାମ ହରାଇ ଓଲଟିଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ସାଥୀ । ସୂଚନା ଅନୁଯାୟୀ ଫୁଲବାଣୀ ଅଭିମୁଖେ ଯାଉଥିବା କାର ଓ ଡି ୩୩ ଡବ୍ଲ୍ୟୁ ୧୨୪୬ ସମ୍ବରଡେଗା ବୁଲାଣି ରାସ୍ତାରେ

ପୂଜ୍ୟ ପୂଜା ସମିତି ପକ୍ଷରୁ ବାଜିରାଉତଙ୍କ ୮୫ତମ ଶହୀଦ ଦିବସ ପାଳନ

ବ୍ରହ୍ମପୁର : ମୃତ୍ୟୁକୁ ଉପହାସ କରି ଗୁଳିବିଦ୍ଧ ହୋଇ ଦେଶ ପାଇଁ ଶହୀଦ ହୋଇଥିବା ବାଜିରାଉତ ଓ ତାଙ୍କ ଅନ୍ୟ ଛଅ ଜଣ ସାଥି ଙ୍କ ସ୍ମୃତିରେ ଆଜି ବିଜିପୁର କମ୍ୟୁନିଟି ହଲ ଠାରେ ପୂଜ୍ୟପୂଜା ସମିତି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ମାତ୍ର 12ବର୍ଷ ବୟସରେ ବାଜିରାଉତ ଏ ସମାଜ

ଭାରତ ଯୋଡ଼ ଯାତ୍ରାର ସଫଳତା ପାଇଁ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସଂପ୍ରତି କନ୍ୟାକୁମାରୀ ଠାରୁ କାଶ୍ମିର ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲୁଅଛି । ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ “ଭାରତ ଯୋଡ଼ (ପରିବର୍ତନ) ଯାତ୍ରା” ଆସନ୍ତା ତା ୩୧.୧୦.୨୦୨୨ ରିଖ ଦିନ

ସୁରଙ୍କୁ କଳିଙ୍ଗ ଷ୍ଟାଡିୟମ୍‌ରେ ମିଳିଲାନି ଏଣ୍ଟ୍ରି

ଭୁବନେଶ୍ୱର ୧୧/୧୦: କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ୧୭ ବର୍ଷରୁ କମ୍‌ ବାଳିକାଙ୍କ ଫୁଟ୍‌ବଲ୍‌ ବିଶ୍ୱକପ୍‌ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ହଟହଟା ହୋଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାଏ। ସେ ଷ୍ଟାଡିୟମ୍‌ ଭିତରକୁ ଯିବାବେଳେ ତାଙ୍କୁ ଟିକେଟ୍‌ ମଗାଯାଇଥିଲା।

ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି ଆରମ୍ଭ; ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲିଲା  ସଚେତନତା ରଥ

କଟକ ୧୧/୧୦: କଟକ ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି କାମ ଜାରି ରହିଛି। ଏହି ପ୍ରକ୍ରିୟାରେ ସହର ଓ ଜିଲ୍ଲାର ସବୁ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଜିଲ୍ଲା ପ୍ରଶାସନ ଏକ ସଚେତନତା ରଥ ଆରମ୍ଭ କରିଛି। ଚଳିତ ବର୍ଷ ବାଲିଯାତ୍ରାରେ ସ୍ଥାନୀୟ ଓ ରାଜ୍ୟର ଵିଭିନ୍ନ ହସ୍ତକଳା ବ୍ୟବସାୟ ଓ

ବଜ୍ରାଘାତରେ ୧୧ ଗୋରୁ ମୃତ

ଫୁଲବାଣୀ : ଫୁଲବାଣୀ ବ୍ଲକ ବିଶିପଡ଼ା ପଞ୍ଚାୟତ ଅନ୍ତର୍ଗତ ମାଝିପଦର ଗ୍ରାମର ଦେହୁରୀ ସାହିରେ ମଙ୍ଗଳବାର ଦିନ ୨ଟା ସମୟରେ ବଜ୍ରାଘାତରେ ୧୧ ଗୋରୁଙ୍କ ମୃତ ଘଟିଛି। ଏଥିରେ ରଣସିଂ ବେହେରାଙ୍କ ବଳଦ ଗୋଟିଏ, ପଦ୍ମ ଚରଣ ବେହେରାଙ୍କ ଗାଈ ଗୋଟିଏ, ସୁଶାନ୍ତ କୁମାର ବେହେରାଙ୍କ ବଳଦ ଗୋଟିଏ, ନାମିତ

ଚାକିରି ଲୋଭ ଦେଖାଇ ଟଙ୍କା ଠକିନେଲେ ସାଇବର ଠକ

ରାଉରକେଲା : ହଜାରରୁ ପନ୍ଦର ଶହ ଦେଇ ରେଜିଷ୍ଟ୍ରେସନ କର ଘରେ ବସି ମାସକୁ ୯ ହଜାର ରୋଜଗାର କର। ଏଭଳି ମେସେଜ କରି ପ୍ରଥମେ ଜାଲ ବିଛାଇଲେ ସାଇବର ଠକ। ଜାଲରେ ପଡିଲେ ୪୦ ରୁ ଉର୍ଦ୍ଧ ଯୁବକ ଯୁବତୀ। ବିଏସଏନଏଲ କଲ ସେଣ୍ଟର ରେ କାମ ଦେବା କହି ରାଉରକେଲା ର ପ୍ରାୟ ୪୦ ରୁ ଉର୍ଦ୍ଧ ଶିକ୍ଷିତ