Sign in
Sign in
Recover your password.
A password will be e-mailed to you.
ପୀଡିତାଙ୍କ ସାଂଘାତିକ ତଥ୍ୟ, ନିଶା ଦେଇ ନଗ୍ନ ଭିଡିଓ କରୁଥିଲେ ଅର୍ଚ୍ଚନା
ଭୁବନେଶ୍ୱର ୧୧।୧୦ : ନିଶା ଦେଇ ନଗ୍ନ ଭିଡିଓ କରୁଥିଲେ ଅର୍ଚ୍ଚନା । ପୀଡିତାଙ୍କ FIRରେ ସାଂଘାତିକ ତଥ୍ୟ । ଅର୍ଚ୍ଚନା ନିଶାଦେଇ ନଗ୍ନ ଭିଡିଓ କରୁଥିବା ଅଭିଯୋଗ ଆଣିଛନ୍ତି ଜଣେ ପୀଡିତା । କେବଳ ସେତିକି ନୁହେଁ ଏବାବଦରେ ପଚାରିବାରୁ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିଲେ । ସିନେ ପ୍ରଯୋଜକ!-->…
ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି, ଆରଏମଆରସି ପରାମର୍ଶରେ ହେବ ଗବେଷଣା
ଭୁବନେଶ୍ଵର, ୧୧/୧୦ : ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି। ବର୍ଜ୍ୟ ଜଳର କଣ ରହିଛି ସ୍ଥିତି ଏବଂ ସଂକ୍ରମଣ ବଢିବାର ଆଶଙ୍କା ରହିଛି କି ନାହିଁ ସେ ବାବଦରେ ମଧ୍ୟ ଜାଣିହେବ। ରାଜ୍ୟ ସରକାରଙ୍କ ସହଯୋଗରେ ଏନେଇ ଗବେଷଣା କରିବ ଆରଏମଆରସି। ଆଇସିଏମଆର ର ପରାମର୍ଶରେ ବିଭିନ୍ନ ରାଜ୍ୟରେ ଏହି!-->…
ପ୍ରେମିକକୁ ଧରି ନିର୍ଧୁମ ପିଟିଲେ, ଝିଅର ବାପା ସମେତ ୪ ଅଭିଯୁକ୍ତ କୋର୍ଟ ଚାଲାଣ
ଉମରକୋଟ: ହଜିଗଲା ମାନବିକତା । ପ୍ରେମିକାକୁ ଦେଖା କରିବା ସମୟରେ ଝିଅର ପରିବାର ଲୋକେ ପ୍ରେମିକକୁ ଧରି ନିର୍ଧୁମ ପିଟିଲେ। ଗାଁ ମଝିରେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ । ଆଇନକୁ ହାତକୁ ନେଇ ଘଟଣାସ୍ଥଳରେ ହିଁ ଦିଆଗଲା ଦଣ୍ଡ । ରାସ୍ତା ଉପରେ ବସିଲା କଙ୍ଗାରୁ କୋର୍ଟ । ମାଡ଼!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୫ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୧୧।୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ନର୍ସ ଚିକିତ୍ସା କରିବାରୁ ଚାଲିଗଲା ୫ବର୍ଷ ଶିଶୁର ଜୀବନ
ଗଜପତି: ଡାକ୍ତର ନଥିଲେ ନର୍ସ ଚିକିତ୍ସା କରିବାରୁ ୫ବର୍ଷର ଶିଶୁର ଜୀବନ ଗଲା। ଏପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଗତକାଲି ବିଳମ୍ବିତ ରାତ୍ରରୁ ଶିଶୁ ମୃତ୍ଯୁକୁ ନେଇ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଉତ୍ତେଜନା।!-->…
ଦାରିଙ୍ଗବାଡ଼ିରେ ବର୍ଷା ସହ ଘନ କୁହୁଡ଼ି, ଯାତାୟତ ବାଧାପ୍ରାପ୍ତ
ଦାରିଙ୍ଗବାଡ଼ି: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ବର୍ଷା ସହ ଘନ କୁହୁଡ଼ି । ଲଘୁଚାପଜନିତ ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି ଭିଜିବା ସହିତ ତଳିଆ ଅଞ୍ଚଳରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖାଯାଉଛି । ଯାହା ଫଳରେ ସକାଳୁ ସକାଳୁ ଯାତାୟତରେ ବାଧା ସୃଷ୍ଟି ହୋଇଛି ।
ଲଗାଣ ବର୍ଷା ଯୋଗୁଁ!-->!-->!-->…
‘ଶିବସେନା ଉଦ୍ଧବ ବାଲାସାହେବ ଠାକରେ‘ ନାମ ସହ ଉଦ୍ଧବଙ୍କୁ ମିଳିଲା ମଶାଲ ଚିହ୍ନ
ମୁମ୍ବାଇ: ଅନ୍ଧେରୀ ଇଷ୍ଟ୍ ଆସନରେ ବିଧାନସଭା ଉପ-ନିର୍ବାଚନ ପାଇଁ ଉଦ୍ଧବଙ୍କ ଶିବସେନା ଦଳକୁ ମଶାଲ ଚିହ୍ନ ଦେଇଛନ୍ତି ନିର୍ବାଚନ ଆୟୋଗ । ଅନ୍ଧେରୀ ଇଷ୍ଟ୍ ଆସନ ପାଇଁ ଆସନ୍ତା ମାସ ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ଶିବସେନାର ଦୁଇଗୋଷ୍ଠୀ ଉଦ୍ଧବ ଏବଂ ସିନ୍ଦେ ଦଳର ଧନୁତୀର ଚିହ୍ନ!-->…
ଆଇଏଏସ୍ ସ୍ତରରେ ଅଦଳବଦଳ: ବଦଳିଲେ ନୟାଗଡ଼ ଜିଲ୍ଲାପାଳ
କୁଲକର୍ଣ୍ଣି ଆଶୁତ୍ତୋଷ ହେଲେ ବ୍ରହ୍ମପୁର ଉପଜଲ୍ଲାପାଳ...
ଭୁବନେଶ୍ବର/ବ୍ରହ୍ମପୁର : ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସୋମବାର ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ନୟାଗଡ଼ ଜିଲ୍ଲାପାଳଙ୍କର ବଦଳି ହୋଇଛି। ନୟାଗଡ଼!-->!-->!-->…
ପୁରୀରେ ହବିଷ୍ୟାଳି ମା’ଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ପୁରୀ/ଭୁବନେଶ୍ବର: ପୁରୀରେ ହବିଷ୍ୟାଳି ମା ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା ମାନଙ୍କୁ ସ୍ବାଗତ କରି!-->…
ସ୍ବାଧୀନତା ସଂଗ୍ରାମୀ ଵିଶ୍ବନାଥ ପଶାୟତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
କଟକ, ୧୦/୧୦: ସ୍ବାଧୀନତା ସଂଗ୍ରାମୀ ତଥା ଵିଶିଷ୍ଟ ଆଇନଜୀବୀ ଵିଶ୍ବନାଥ ପଶାୟତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ । କଟକ ସିଡିଏ ସେକ୍ଟର-୮ ପାର୍କରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ମନ୍ତ୍ରୀ ଅତନୁ ସଵ୍ୟସାଚୀ ନାୟକ ଏହି ପ୍ରତିମୂର୍ତ୍ତର ଉନ୍ମୋଚନ କରିଛନ୍ତି । ଏହି ଅଵସରରେ ମେୟର!-->…