କଣ୍ଟାବାଞ୍ଜି ଲଜ୍‌ରୁ ଲକ୍ଷ ଲକ୍ଷ ଟଙ୍କା ଜବତ ଘଟଣା, SDPO ନିଲମ୍ୱିତ

କଣ୍ଟାବାଞ୍ଜି ଲଜରୁ ଲକ୍ଷାଧିକ ଟଙ୍କା ଜବତ ଓ ହେରଫେର ଘଟଣାରେ ପୁଣିଥରେ କାର୍ଯ୍ୟାନୁଷ୍ଠାନ । ନିଲମ୍ୱିତ ହେଲେ ଏସ୍‌ଡିପିଓ । ଜବତ ଟଙ୍କାର ହିସାବକୁ ନେଇ ବିବାଦ ଲାଗି ରହିଥିଲା । ଏହା ଉପରେ ତଦନ୍ତ କରି କଣ୍ଟାବାଞ୍ଜି ଏସଡିପିଓ ହୃଷୀକେଶ ମେହେରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ବଲାଙ୍ଗିର ସୁକତେଲ ନଦୀରୁ ବାହାରିଲା ଶିବଲିଙ୍ଗ

ବଲାଙ୍ଗିର: ବଲାଙ୍ଗିର ସୁକତେଲ ନଦୀରୁ ବାହାରିଲା ଶିବଲିଙ୍ଗ । ଗାଧୋଇବା ସମୟରେ କିଛି ସ୍ଥାନୀୟ ଯୁବକ ଶିବଲିଙ୍ଗ ପାଇ ଥିବା ବେଳେ ତାକୁ ଗାଁକୁ ନେଇ କରିଛନ୍ତି ପୂଜାର୍ଚ୍ଚିନା । ତେବେ  ଏହି ଶିବଲିଙ୍ଗକୁ ଚନ୍ଦନେଶ୍ଵର ବାବାଙ୍କ ଅଭିର୍ଭାବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ କିଭଳି

ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତ ରଂଜନ ହତ୍ୟାକାଣ୍ଡ ଘଟଣା, ସିବିଆଇ ତଦନ୍ତ ଦାବିରେ ଅନଶନରେ ବସିଲେ…

ବ୍ରହ୍ମଗିରି, ୧୦/୧୦: ବ୍ରହ୍ମଗିରିର ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତ ରଂଜନ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ବ୍ରହ୍ମଗିରି ବସ ଷ୍ଟାଣ୍ଡ ନିକଟରେ ଅନିର୍ଦ୍ଧିଷ୍ଟ ଅନଶନ । ଦୀର୍ଘ ୧୧ ମାସ ପରେ ମୃତ ଚିତ୍ତ ରଂଜନଙ୍କ ପରିବାର ସହ ଗ୍ରାମବାସୀ

ବାତ୍ୟା ପାଇଁ ପ୍ରସ୍ତୁତ ରୁହ : ବିଭିନ୍ନ ବିଭାଗର ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନିର୍ଦ୍ଦେଶ। ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର। ଏଥିରେ ବିଭିନ୍ନ

ସ୍କୁଲ ପିଲାଙ୍କୁ ବଣ୍ଟାଯିବ ୪୩  ହଜାର ଫୁଟବଲ, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍କୁଲ ପିଲାଙ୍କୁ ବଣ୍ଟାଯିବ ୪୩ ହଜାର ଫୁଟବଲ। ୨ ହଜାର ସ୍କୁଲରେ ବଣ୍ଟନ ହେବ ୪୩ ହଜାର ଫୁଟବଲ। ସମସ୍ତଙ୍କ ପାଇଁ ଫୁଟବଲ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍କୁଲ ପିଲାଙ୍କ ମଧ୍ୟରେ ଫୁଟବଲ ପ୍ରତି ଆଗ୍ରହ ସୃଷ୍ଟି କରାଇବା ଲକ୍ଷ୍ୟରେ ଏହି

ବାରିପଦାରୁ ୧୮ ଲକ୍ଷର ଧଳା ଜହର ଜବତ, ମହିଳା ଗିରଫ

ବାରିପଦା, ୧୦/୧୦: ବାରିପଦା ସହର ଭିତରୁ ଧଳା ଜହର ଜବତ । ରାଜ୍ୟ ଅବକାରୀ ବିଭାଗର ୧୨ ଜଣିଆ ୨ ଗୋଟି ସ୍ବତନ୍ତ୍ର ଫ୍ଲାଇଙ୍ଗ୍ ଟିମ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ସକାଳୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ସମୟରେ ୨୦ ନମ୍ବର ୱାର୍ଡ ଶୁନଗଡିଆ ଅଞ୍ଚଳରୁ ବ୍ରାଉନସୁଗାର ଜବତ

ଭିଜିଲାନ୍ସ ଜାଲରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ

ଯାଜପୁର ୧୦।୧୦ : ଭିଜିଲାନ୍ସ ଜାଲରେ ଯାଜପୁର ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ । ଲାଞ୍ଚ ନେବା ବେଳେ ଧରାପଡିଲେ ଶ୍ରମ ନିୟୋଜନ ଅଧିକାରୀ ତାପସ କୁମାର ସ୍ୱାଇଁ ଏବଂ ମୁଖ୍ୟ କିରାଣୀ ଜିତେନ୍ଦ୍ର କୁମାର ସେଠୀ । ଖବର ଅନୁଯାୟୀ, ଗାଡ଼ି ଭଡ଼ା ବାବଦକୁ ଗାଡ଼ି ମାଲିକ ବିବେକାନନ୍ଦ

ଦିନକୁ ଦିନ ଖୋଲୁଛି ବ୍ଲାକମେଲିଂ କ୍ୱିନ୍‌ ଅର୍ଚ୍ଚନା ନାଗଙ୍କ ନୂଆ ନୂଆ ଗୁମର

ଭୁବନେଶ୍ୱର ୧୦/୧୦: ଦିନକୁ ଦିନ ଖୋଲୁଛି ବ୍ଲାକମେଲିଂ କ୍ୱିନ୍‌ ଅର୍ଚ୍ଚନା ନାଗଙ୍କ ନୂଆ ନୂଆ ଗୁମର । କିଭଳି ଅର୍ଚ୍ଚନା ଲୋକଙ୍କୁ ଫଶାଇ ଟଙ୍କା ଆଦାୟ କରୁଥିଲେ ତାର ପ୍ରମାଣ ସାମ୍ନାକୁ ଆସୁଛି । ଅର୍ଚ୍ଚନା ନାଗ ବିରୋଧରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦେଇଥିବା ଏତଲାର କପି

ମିଲେଟର ପ୍ରଚାର ପାଇଁ ଉତ୍କଳ ସହିତ ହାତ ମିଳାଇବ ଗୋଥେ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ପୁଷ୍ଟିକର ସମୃଦ୍ଧ ମିଲେଟ ବା ମାଣ୍ଡିଆର ଉତ୍ପାଦନ ବୃଦ୍ଧି ପାଇଁ ଜର୍ମାନୀର ଗୋଥେ ବିଶ୍ୱବିଦ୍ୟାଳୟ ଉତ୍କଳ ସହିତ ହାତ ମିଳାଇବ। ସର୍ବନିମ୍ନ ଜଳ ବ୍ୟବହାର, ନିମ୍ନ ଅଙ୍ଗାରକାମ୍ଳ ଏବଂ ମରୁଡ଼ି ପରିସ୍ଥିତିରେ ମଧ୍ୟ ମିଲେଟ ଚାଷ କରାଯାଇପାରିବ ବୋଲି ଏହି ଶସ୍ୟକୁ ଜଳବାୟୁ ଅନୁକୂଳ ଫସଲ

ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଡଙ୍ଗା ଡିହା ନିକଟରୁ ପୁଣି ହାତୀର ମୃତଦେହ ଠାବ

କରଞ୍ଜିଆ: ପୁଣି ହାତୀ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଡଙ୍ଗା ଡିହା ନିକଟରୁ ହାତୀର ମୃତଦେହ ଠାବ ହୋଇଛି । ଜଙ୍ଗଲରେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ କରଞ୍ଜିଆ ଡିଏଫଓ ପହଞ୍ଚିଛନ୍ତି । ତେବେ କେମିତି ଓ କେଉଁ