ସ୍କେଟର ପ୍ରତିଯୋଗିତା ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର : ସ୍କେଟରର ଜାତୀୟ ସ୍ତରୀୟ ବାଳକ ବିଭାଗର ପ୍ରତିଯୋଗିତା ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତିଯୋଗିଙ୍କୁ ଆଜି ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଏସ୍‌ପିଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆସନ୍ତା ୧୭ ତାରିଖରୁ ୨୧ ତାରିଖ ଯାଏଁ ଦିଲ୍ଲୀ ଠାରେ ଏହି ସ୍କେଟର

ଉତ୍ତର ପ୍ରଦେଶରେ ବନ୍ୟା ପରିସ୍ଥିତି ,ଗଲାଣି ୩୪ ଜୀବନ  

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଉଦ୍‌ବେଗନକ ରହିଛି। ବନ୍ୟାରେ ପ୍ରାୟ ଏଯାବତ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି। ବିଭିନ୍ନ

ୟୁକ୍ରେନକୁ ବଡ଼ ହମଲାର ଧମକ ଦେଲେ ପୁଟିନ

ମସ୍କୋ: ୟୁକ୍ରେନର ରାଜଧାନୀ କିଭ୍‌ ସମେତ ଏକାଧିକ ସ୍ଥାନରେ ଆଜି ରୁଷ ପକ୍ଷରୁ ପ୍ରଚଣ୍ଡ ହମଲା କରାଯାଇଛି। ୭୦ରୁ ଅଧିକ ମିଶାଇଲ ରୁଷ ମାଡ଼ କରିବା ପରେ ୟୁକ୍ରେନ ସ୍ଥିତି ବେହାଲ ହୋଇଛି। ଏଥିରେ ଏଯାଏ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଇରାନରୁ ଆଣିଥିବା ଡ୍ରୋନ ଠାରୁ

ପୃଥିବୀପୃଷ୍ଠରୁ ୟୁକ୍ରେନକୁ ନିଶ୍ଚିହ୍ନ କରିବାକୁ ଚାହୁଁଛି ରୁଷ: ଜେଲେନସ୍କି

ନୂଆଦିଲ୍ଲୀ: ଆଜି ସକାଳେ ରୁଷ ତାର ପୁଣି ଉଗ୍ର ରୂପ ଦେଖାଇଛି। ୟୁକ୍ରେନ୍‌ ଆକାଶରେ ରୁଷ କ୍ଷେପଣାସ୍ତ୍ର ଛାଇ ହୋଇଯାଥିବା ବେଳେ ଘନ ଘନ ମିଶାଇଲ ମାଡ଼ ହେଉଛି। ଅତ୍ୟନ୍ତ ବର୍ବର ଓ ଅମାନୁଷିକ ଭାବେ ଆକ୍ରମଣ ଜାରି ରଖିଥିବା ରୁଷକୁ କଡ଼ା ନିନ୍ଦା କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍‌

ଘେରାବନ୍ଦୀ କରି କିଭ୍ ଉପରେ ଘନ ଘନ ମିଶାଇଲ ମାଡ଼ କରୁଛି ରୁଷ

କିଭ୍‌: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନି। ଇତିମଧ୍ୟରେ ଆକ୍ରମଣକାରୀ ରୁଷ ଗୋଟାଏ ପରେ ଗୋଟାଏ ଅଞ୍ଚଳକୁ ଦଖଲ କରି ରାଜଧାନୀ କିଭ୍‌ରେ ପହଞ୍ଚିସାରିଛି। ଏବେ କିଭରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରୁଛି ରୁଷ ସେନା। ଅତି ଭୟଙ୍କର ଓ ବିଧ୍ୱଂସକାରୀ ମିଶାଇଲ ମାଡ଼

ଦେଶର ୭୦୦ରୁ ଊର୍ଦ୍ଧ୍ବ ଜିଲ୍ଲାର ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡାଯିବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ସମଗ୍ର ଭାରତବର୍ଷରେ ୭୦୦ରୁ ଅଧିକ ଜିଲ୍ଲାର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡ଼ାଯିବ । ଫିଫା, ୟୁନିସ୍କୋ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ସହଯୋଗରେ ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ

ମୁଲାୟମ୍‌ ସିଂହ ଯାଦବଙ୍କ ମୃତ୍ୟୁ ପାଇଁ ଉତ୍ତର ପ୍ରଦେଶରେ ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ‘ସମାଜବାଦୀ ପାଟି’ର ବିଶିଷ୍ଟ ନେତା ମୁଲାୟମ୍‌ ସିଂହ ଯାଦବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଉତ୍ତର ପ୍ରଦେଶ ରାଜ୍ୟରେ ୩ ଦିନ ଧରି ରାଷ୍ଟ୍ରୀୟ ‌ଶୋକ ପାଳନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଦିଲ୍ଲୀରେ ବାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ମନା କଲେ ସୁପ୍ରିମକୋର୍ଟ, ପିଟିସନ ଦାଖଲ କରିଥିଲେ ମନୋଜ…

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦେଖି ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବିଜେପି ନେତା ମନୋଜ ତିୱାରୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସେହି ପିଟିସନରେ ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ସଂସ୍କୃତି ବିରୋଧୀ

ଗାଈକୁ ଜାତୀୟ ପ୍ରାଣୀ ଭାବରେ ଘୋଷଣା କରିବାକୁ ମନାକଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଗାଈକୁ ଜାତୀୟ ପ୍ରାଣୀ ଭାବରେ ଘୋଷଣା କରିବାକୁ ଆଗତ ଏକ ଆବେଦନକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଗ୍ରହଣ କରିବାକୁ ସୋମବାର ମନା କରି ଦେଇଛନ୍ତି। ଗାଈକୁ ଜାତୀୟ ପ୍ରାଣୀ ଭାବରେ ଘୋଷଣା କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଆଗତ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ

ମୁଲାୟମ୍‌ ସିଂହ ଯାଦବଙ୍କର ଦେହାନ୍ତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ୍‌ ସିଂହ ଯାଦବଙ୍କର ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇଯାଇଥିବା କଥା ଟୁଇଟ୍‌ କରି ପୁତ୍ର ଅଖି‌ଳେଶ ଯାଦବ ସୂଚନା ଦେଇଛନ୍ତି। ସଂକ୍ଷେପରେ ଅଖିଳେଶ ଲେଖିଛନ୍ତି: ମୋର ଆଦରଣୀୟ ପିତା ତଥା