Sign in
Sign in
Recover your password.
A password will be e-mailed to you.
ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ
ନୂଆଦିଲ୍ଲୀ: ଆଜି ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଏହି ଅବସରରେ ୩ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବେ ଏହି ନୋବେଲ ପୁରସ୍କାର ମିଳିବା ନେଇ ମୋହର ବାଜିଛି। ସେମାନେ ହେଲେ ବେନ୍ ବେର୍ଣ୍ଣାଙ୍କେ, ଡଗଲାସ୍ ଡାଇମଣ୍ଡ ଓ ଫିଲିପ୍ ଡିଭିଗ୍ । ବ୍ୟାଙ୍କ ଓ ଆର୍ଥିକ ସଂକଟ ବିଷୟରେ!-->…
ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ
ବୁଗୁଡ଼ା(୦୯/୧୦) : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣମୀ ଅବସରରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ସହରର ବଡଦାଣ୍ଡ , ହାଇସ୍କୁଲ ଛକ ଓ ବ୍ଲକ କଲୋନୀ ସମେତ ଗୋଲାମୁଣ୍ଡୁଳା , ଆଦିପୁର , ଖୋଳଖାଳି , ବି.କରଡ଼ାବାଡ଼ି , ଚଢିଆପଲ୍ଲୀ, ଗୋଲିଆ ,!-->…
କୁଆଁରୀ କନ୍ୟାଙ୍କ ଜହ୍ନିଓଷା ପୂଜା ଉଦଯାପିତ
ବୁଗୁଡ଼ା (୦୯/୧୦) : ଆଧୁନିକ ଯୁଗରେ ଗ୍ରାମ୍ୟ ପରମ୍ପରାର ନିଦର୍ଶନ ସୃଷ୍ଟି କରିଥିବା କେତେକ ପର୍ବ ଲୋପ ପାଇବାକୁ ବସିଥିଲେ ହେଁ ବୁଗୁଡ଼ା ଅଞ୍ଚଳର ଗାଁ ଗହଳରେ ଏବେ ବି କେବଳ କୁଆଁରୀ କନ୍ୟାଙ୍କ ଦ୍ବାରା ପାଳନ ହୋଇ ଆସୁଥୁବା ନିଆରା ଜହ୍ନିଓଷା ପର୍ବ ଆଜି କୁମାର ପୂର୍ଣ୍ଣିମାରେ କ୍ରୀଡା କୌତୁକ!-->…
ମା ଗଜଲକ୍ଷ୍ମୀଙ୍କ ପୂଜାରେ ହିଞ୍ଜିଳିକାଟୁ ସହର ଉତ୍ସବମୁଖର
ହିଞ୍ଜିଳିକାଟୁ (୯।୧୦) ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଁ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ହିଞ୍ଜିଳିକାଟୁ ପୌରପରିଷଦ ସମେତ ନିକଟବର୍ତ୍ତୀ ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି। ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ ରାଧାକୃଷ୍ଣ ମାର୍ଚେଣ୍ଟ ଏସୋସିଏସନ ତରଫରୁ ଦୀର୍ଘ ୧୧ ଵର୍ଷ ଧରି!-->…
ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଟିମ ପକ୍ଷରୁ କନ୍ଧମାଳ ସେବାଶ୍ରମ ମାମଲା ଅନୁଧ୍ୟାନ
ଫୁଲବାଣୀ, ୦୯/୧୦: କନ୍ଧମାଳ ଜିଲ୍ଲା ରଙ୍ଗାପାରୁ ସେଵାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଏବଂ ପରେ ମା ଓ ନବଜାତ ଶିଶୁ ଦୁହିଁଙ୍କ ମୃତ୍ୟୁ ମାମଲାରେ ରବିବାର ଆଜ ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତିରେଖା ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ବରେ ଏକ!-->…
ଇଚ୍ଛା ଥିଲା ହେବାକୁ ଆଇଏସ ଅଫିସର କିନ୍ତୁ ପାଇଲେ ଓଏଏସ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ମଲିକପଡା ଗ୍ରାମର ଅନିଲ କୁମାର ପରିଡା ଓ ମାତା ଶୈଳବାଳା ପରିଡାଙ୍କ ସୁପୁତ୍ର ଦିବ୍ୟ ଜ୍ୟୋତି ପରିଡା ସମ୍ପ୍ରତି ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୦ର ୧୮୫ ନମ୍ବର ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ଗ୍ରାମାଞ୍ଚଳର!-->…
ରାଜ୍ୟର ବିଭିନ୍ନ ନିିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ/ ପରାମର୍ଶଦାତା ନିଯୁକ୍ତ
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ନିିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ / ପରମର୍ଶଦାତା ନିଯୁକ୍ତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ଯାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। କଳିକେଶ ସିଂଦେଓଙ୍କୁ ହାଉସିଂ ବୋର୍ଡ ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ପ୍ରଭାତ ମିଶ୍ରଙ୍କୁ ଏପିକଲର ଅଧ୍ୟକ୍ଷ!-->…
ଧାମନଗର ଉପନିର୍ବାଚନ ପାଇଁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ହେଲେ ବିଜେପି ପ୍ରାର୍ଥୀ
ସରଗରମ ଧାମନଗର ରାଜନୀତି । । ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କୁ ପ୍ରାର୍ଥୀ କରିଛି ଦଳ । ଏନେଇ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ଧାମନଗରରେ ବିଜେପିର!-->…
ଫୁଟବଲ୍ ମ୍ୟାଚ୍ ଚାଲୁଥିବାବେଳେ ବଜ୍ରାଘାତ, ୨ ମୃତ ଓ ଗୁରୁତରଙ୍କ ସଂଖ୍ୟା ୨୬କୁ ବୃଦ୍ଧି
ରାଉରକେଲା: ରାଉରକେଲା ନୂଆଗାଁ ବ୍ଲକ ବନେଇଲତା ଅଞ୍ଚଳରେ ଅଘଟଣ । ଫୁଟବଲ୍ ମ୍ୟାଚ୍ ଚାଲୁଥିବାବେଳେ ବଜ୍ରାଘାତ । ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ୧୨ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଗୁରୁତରଙ୍କ!-->…
ଖୋର୍ଦ୍ଧା ରୋଡ୍ ରେଳ କଲୋନୀକୁ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ଡିଆର୍ଏମ୍
ଜଟଣୀ ୦୯/୧୦: ଜଟଣୀ ପୌରାଞ୍ଚଳରେ ଥିବା ସମସ୍ତ ରେଳବାଇ କଲୋନୀକୁ ଡିଭଜନାଲ ରେଲୱେ ମ୍ୟାନେଜର ଶ୍ରୀ ରୀଙ୍କେସ୍ ରାୟ ବିଶୁଦ୍ଧ ନରାଜ ପାଣି ଯୋଗାଣର ଶୁଭାରମ୍ଭ କରିଛନ୍ତି l ଲୋକୋ କଲୋନୀରେ ଥିବା ପମ୍ପ ହାଉସରେ ପାନୀୟ ଜଳ ଯୋଗଣ ଶୁଭାରମ୍ଭ କରାଯାଇଥିଲାl ସମସ୍ତ କଲୋନୀରେ ପାନୀୟ ଜଳ!-->…