Sign in
Sign in
Recover your password.
A password will be e-mailed to you.
ପରିବା ବ୍ୟବସାୟୀଙ୍କୁ ବିଏମସି କମିଶନରଙ୍କ କଡା ଚେତାବନୀ, ରାସ୍ତା ଉପରେ ଅଳିଆ ପକାଇଲେ ଗଣିବେ ୫ହଜାର ଫାଇନ୍
ଭୁବନେଶ୍ୱର: ରାସ୍ତା ଉପରେ ଅଳିଆ ପକାଇଲେ ଗଣିବେ ଫାଇନ୍ । ପଚା ପରିବା କିମ୍ବା ଅନ୍ୟାନ୍ୟ ବର୍ଯ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ଗଣିବେ ୫ହଜାର ଟଙ୍କା । ପରିବା ବ୍ୟବସାୟୀଙ୍କୁ ବିଏମସି କମିଶନରଙ୍କ କଡା ଚେତାବନୀ । ପରିବା ହାଟରୁ ଆଉ ଅଳିଆ ଆବର୍ଜନା ଉଠେଇବନି ବିଏମସି ।
ସେହିଭଳି!-->!-->!-->…
ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ। ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଚାଲିଛି ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ। ମାନସ!-->…
ବିଶ୍ୱକପ୍ ପାଇଁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ରହିବେ ୧୫ ପ୍ଲାଟୁନ୍ ଫୋର୍ସ
ଭୁବନେଶ୍ୱର ୧୦।୧୦ : ଆଉ କିଛି ଦିନ ପରେ ଫିପା ଜୁନିୟର ଫୁଟବଲ୍ ବିଶ୍ଵକପ । ଏଥିପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିବ ପୁରା ଷ୍ଟାଡ଼ିୟମ । କଳିଙ୍ଗ ଷ୍ଟାଡ଼ିୟମ ପହଞ୍ଚି ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡ଼ିସିପି।
ତେବେ ଡ଼ିସିପିଙ୍କ!-->!-->!-->…
ମୁଲାୟମଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର ୧୦/୧୦: ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ଗୁରୁଗ୍ରାମରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ପରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟ!-->!-->!-->…
ହାଇକୋର୍ଟରୁ ମିଳିଲା ମୋକିମ୍ଙ୍କୁ ଜାମିନ୍, ୧୩ରେ ପରବର୍ତ୍ତୀ ଶୁଣାଣି
କଟକ ୧୦।୧୦ : ଭିଜିଲାନ୍ସ କୋର୍ଟ ଦ୍ୱାରା ମହମ୍ମଦ ମୋକିମ୍ଙ୍କୁ ଦଣ୍ଡାଦେଶ ମାମଲା । ହାଇକୋର୍ଟରୁ ମୋକିମଙ୍କୁ ମିଳିଲା ଜାମିନ । ଆସନ୍ତା ୧୩ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।
ଖବର ଅନୁଯାୟୀ, ORHDC ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଶୁଣାଇଥିଲେ!-->!-->!-->…
ସରିଲା କାଳୁଆ ଯାତ୍ରା, କୁମାର ପୂର୍ଣ୍ଣିମାରେ ବିଦାୟ ନେଲେ ମାଆ
ବ୍ରହ୍ମପୁର ୧୦/୧୦: ବ୍ରହ୍ମପୁରରେ ଶେଷ ହେଲା କାଳୁଆ ଯାତ୍ରା । ହଜାର ହଜାର ଭକ୍ତଙ୍କ ଗହଣରେ କୁମାର ପୂର୍ଣ୍ଣିମା ଉତ୍ସବରେ ମାଆ ନେଲେ ବିଦାୟ । ୧୫ ଦିନ ଧରି ଚାଲିଥିବା ଯାତ୍ରା ବିଳମ୍ବିତ ରାତିରେ ସରିଛି ।
ମାଆଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ପୁରା ପରିବେଶକୁ!-->!-->!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୯ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୧୦।୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ନେଇ ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଫୁଲବାଣୀ :-ବେଲଘର ଥାନା ଅଞ୍ଚଳରେ ଘଟିଥିବା ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଆଜି ଏବିଭିପି କନ୍ଧମାଳ ତରଫରୁ ସ୍ଥାନୀୟ ସାମ୍ବାଦିକ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି l ଏଥିରେ କନ୍ଧମାଳ ସଂଯୋଜକ ରୁଦ୍ରପ୍ରସାଦ ସେଠୀଙ୍କ!-->…
ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳୀଙ୍କ ଭିଡ଼
ପୁରୀ ୧୦।୧୦: ସୋମବାରଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂରେ ନରେନ୍ଦ୍ର କୋଣରେ ପ୍ରତିଷ୍ଠା ହୋଇଥିବା ହୋଇଥିବା ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳୀ ଶିବିର ଲୋକାର୍ପଣ କରିବେ। ମାସେ ଧରି ଚାଲିବାକୁ ଥିବା!-->…
ରାଉରକେଲା ବିଜେଡ଼ିର ସାମାଜିକ ଗଣମାଧ୍ୟମ ଓ ଜନସମ୍ପର୍କ ଅଭିଯାନ କର୍ମଶାଳା ଓ ଆଲୋଚନା
ରାଉରକେଲା : ରାଉରକେଲା ଏସ ଟି ଆଇ ସେଲିବ୍ରେସନ ମ୍ୟାରେଜ ମଣ୍ଡପ ଠାରେ ରାଉରକେଲା ବିଜେଡି ତରଫରୁ ସାମାଜିକ ଗଣମାଧ୍ୟମ ଓ ଜନସମ୍ପର୍କ ପଦଯାତ୍ରା କlର୍ଜ୍ୟକ୍ରମର ସମ୍ପୂର୍ଣ ରୂପରେଖ ପାଇଁ କର୍ମୀମାନଙ୍କର ଏକ ଆଲୋଚନା ସମାବେଶ,ନଗର ସଭାପତି ଗଗନ ପଣ୍ଡାଙ୍କ ସାଭାପତିତ୍ଵରେ ଅନୁଷ୍ଟିତ ହୋଇଯାଇଛି!-->…