Sign in
Sign in
Recover your password.
A password will be e-mailed to you.
ପୁରୀରୁ ୧୧୦ ଗ୍ରାମର ବ୍ରାଉନସୁଗାର ଜବତ, ୨ ଗିରଫ
ପୁରୀ, ୦୪/୦୪ : ପୁରୀରୁ ଧଳା ଜହର ଜବତ। ଦୁଇ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ଏସଟିଏଫ୍ ଓ ବାସେଳୀ ସାହି ଥାନା ପୋଲିସ। ସେମାନଙ୍କ ନିକଟରୁ ୧୧୦ ଗ୍ରାମ୍ର ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।
ପୁରୀରେ!-->!-->!-->…
ଅଣ୍ଡା ଦରବୃଦ୍ଧିରେ କୁକୁଡ଼ା ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ
ଖୋର୍ଦ୍ଧା: ଭୁବନେଶ୍ବର -ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡାରେ କୁକୁଡ଼ା ଚାଷୀଙ୍କ ଧାରଣା । ଅଣ୍ଡା ଟ୍ରକ୍ ଅଟକାଇଲେ ଆନ୍ଦୋଳନକାରୀ । ରାଜ୍ୟର ବିଭିନ୍ନ ଅଂଚଳରୁ ଶତାଧିକ ଚାଷୀ ଧାରଣାରେ ସାମିଲ ହେଉଛନ୍ତି । ଅଣ୍ଡାର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ ଦାବି । ଏନଇସିସି ବିରୋଧରେ!-->…
ପୁଣି ଆତଙ୍କବାଦୀ ଆକ୍ରମଣ: ଜଣେ ସିଆରପିଏଫ ଯବାନ ସହିଦ
ଶ୍ରୀନଗର : ପୁଣି ଆକ୍ରମଣ କଲେ ଆତଙ୍କବାଦୀ। ସୋମବାର ଶ୍ରୀନଗରର ଲାଲଚୌକରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ) ଉପରେ ଆକ୍ରମଣ କରିଛିନ୍ତି ଆତଙ୍କବାଦୀ। ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି। ଆହତ ଯବାନଙ୍କୁ ଏସଏମଏଚଏସ!-->…
ମା’ ଉପରେ ଇଟା ଲଦିଦେଲେ ପୁଅବୋହୂ
ଯାଜପୁର: ଜଣେ ମାଆ ନିଜେ ଯନ୍ତ୍ରଣା ସହି ଛୁଆଙ୍କ ମୁହଁରେ ହସ ଫୁଟାଇବା ପାଇଁ ଚେଷ୍ଟା କରିଥାଏ । କିନ୍ତୁ ଯେତେବେଳେ ପୁଅ ସେହି ବେଦନାକୁ ବୁଝି ନପାରେ ସେତେବେଳେ ପୁଅ ଜନ୍ମ କରିବା ବ୍ୟର୍ଥ ହୋଇଥାଏ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ!-->…
ବିଚାରାଧୀନ କଏଦୀର ମୃତ୍ୟୁକୁ ନେଇ ଥାନା ଆଗରେ ମୃତ ଦେହ ରଖି ଗ୍ରାମବାସୀଙ୍କ ବିକ୍ଷୋଭ…
ଫୁଲବାଣୀ:- ଜଣେ ବିଚାରାଧୀନ କଏଦୀର ମୃତ୍ୟୁକୁ ନେଇ ଥାନା ଆଗରେ ମୃତ ଦେହ ରଖି ଗ୍ରାମବାସୀଙ୍କ ବିକ୍ଷୋଭ ପରେ ଲୋକଙ୍କୁ ଘଉଡାଇବାକୁ ପୋଲିସର ମୃଦୁ ଲାଠିଚାଳନା।ଘଟଣା ଘଟିଛି ଗୋଚ୍ଛାପଡା ଥାନା ଅଞ୍ଚଳରେ ମୃତକ ଜଣକ ହେଲେ ପହିରାଜୁ ଗ୍ରାମର କୁମୁଦ କହଁର। ଗ୍ରାମବାସୀ ଙ୍କ ଅଭିଯୋଗ ଯେଉଁ!-->!-->!-->…
ବିପ୍ଲବୀ ସହିଦ୍ ରଘୁ ଓ ଦିବାକର…
ବିଶ୍ବବିଜୟୀ ଦାଶ
ଖୋର୍ଦ୍ଧା : ମାଟି ମା'କୁ ଇଂରେଜ ଶାସନର ବେଡ଼ିରୁ ମୁକ୍ତ କରିବା ପାଇଁ ପ୍ରାଣବଳି ଦେଇଥିବା ଦୁଇଜଣ ବିପ୍ଲବୀ ସଂଗ୍ରାମୀ ହେଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା।ଉଭୟଙ୍କ ନାମ ଓଡ଼ିଶା ଇତିହାସ ର ସୂର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।ପରାଧିନ ଭାରତରେ!-->!-->!-->!-->!-->!-->!-->…
ବାଲ୍ୟ ବିବାହ ନିଷେଧ ଓ କିଶୋର କିଶୋରୀ ସଶକ୍ତିକରଣ ର ସଚେତନ ଶିବିର…
ମାଲକାନଗିରି : କାଲିମେଳା ଶିଶୁବିକାଶ ଯୋଜନା ତରଫରୁ ଆଜି ତାଣ୍ଡବାଇ ପଂଚାୟତ ଏମଭି ୭୯ ଠାରେ ଏକ ସଚେତନ ଶିବିର ଆୟୋଜିତ କରାଯଯାଇଥିଲା ।ଏହି ଶିବିରରେ ମୂଖ୍ୟ ଅତିଥି ଭାବେ ତାଣ୍ଡବାଇ ପଂଚାୟତ ସରପଞ୍ଚ ସତ୍ୟ ମାଡକାମୀ ଯୋଗଦେଇଥିଲେ ।ଏଥିସହ ସମସ୍ତ ୱାର୍ଡମେମ୍ବର ,ଅଙ୍ଗନବାଡି!-->!-->!-->…
ଗୁଳିକରି ଗ୍ୟାରେଜ ମାଲିକଙ୍କ ଆତ୍ମହତ୍ୟା ସନ୍ଦେହ…
ହିଞ୍ଜିଳିକାଟୁ : ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ଚୈତନ୍ୟ ପଡା ଏଚ ପି ପେଟ୍ରୋଲ ପମ୍ପ ସମ୍ମୁଖ ନାଗେଶ୍ବର ମୋଟର ଗ୍ୟାରେଜ ମାଲିକ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ଜଣକ ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମର ଇପିଲି ଜଗନ୍ନାଥ (୩୫) । ଖବର ପାଇ!-->…
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀ ଠାରେ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ପାଳିତ
ଫୁଲବାଣୀ : ପବିତ୍ର ଉତ୍କଳ ଦିବସ ଅବସରରେ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ପାଳନ କରାଯାଇଛି। ଉକ୍ତ ଦିବସରେ ପ୍ରାରମ୍ଭ ଶ୍ରେଣୀଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିଶୁ ନୂତନଭାବେ ଯୋଗଦାନ କରି ବିଦ୍ୟାଳୟକୁ ଉତ୍ସବମୁଖର କରିବା ସଙ୍ଗେ ସଙ୍ଗେ ବନ୍ଦନା ପ୍ରାର୍ଥନା କରି ଚଳିତ!-->!-->!-->…
ବଲିଉଡ୍ ପରେ ହଲିଉଡ୍ରେ ଏଣ୍ଟ୍ରି କରିବେ ରିଚା ଚଢା, ମିଳିଲା ବଡ ଅଫର
ମୁମ୍ବାଇ ୦୩।୦୪ : ବଲିଉଡ୍ର ଜଣାଶୁଣା ସୁନ୍ଦର ଏବଂ ଷ୍ଟାଇଲିଶ ଦେଖାଯାଉଥିବା ରିଚା ଚଢା ଖୁବ୍ ପରିଚିତ। ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଲଗା ଅଲଗା ଚରିତ୍ର ପାଇଁ ବେଶ ଲୋକପ୍ରିୟ। ତାଙ୍କୁ ନେଇ ଏବେ ନୂଆ ଖବର ଶୁଣିବାକୁ ମିଳୁଛି । ବର୍ତ୍ତମାନ ବଲିଉଡରେ ନିଜର ଦମଦାର ଅଭିନୟ କରିବା!-->…