ଚନ୍ଦକା ଜଙ୍ଗଲରୁ କଥା କହି ପାରୁ ନଥିବା ଜଣେ ନାବାଳକ ଉଦ୍ଧାର

ଭୁବନେଶ୍ୱର : ବାର ତେର ବର୍ଷର ପିଲାଟିଏ । କଥା କହି ପାରୁନି । ବୋଧହୁଏ ତାର ମାନସିକ ସ୍ଥିତି ଠିକ୍‌ ନାହିଁ । ଏମିତି ଅବସ୍ଥାରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଜଙ୍ଗଲ ଗୋଡ଼ିବାରି ନିକଟରେ ପିଲାଟି ବୁଲୁଥିବା ବେଳେ ତାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ପିଲାଟି ଆଦୌ କଥା କହି ପାରୁନି

୮୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳାଙ୍କ ସମେତ ୩ଜଣ ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ

ଜଳେଶ୍ୱର, ୧୨।୧୦: ଅବକାରୀ ବିଭାଗକୁ ବଡ଼ ସଫଳତା । ଜଳେଶ୍ବର ଥାନା ଓ କମର୍ଦା ଥାନା ଅଂଚଳରୁ ୮୦୦ଗ୍ରାମ ବ୍ରାଉନ ସୁଗାର ଜବତ ।ଜଣେ ମହିଳା ସମେତ ୩ ବ୍ରାଉନ ସୁଗାର ବେପାରୀ ଗିରଫ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮୦ଲକ୍ଷ ଟଙ୍କା ହେବ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ତୁରନ୍ତ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର ୧୨।୧୦ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ବିଭାଗ ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ । ଏବେ ଯାଏଁ ଘଟଣାରେ ତଦନ୍ତ ସ୍ଥିତି ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୨

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା, ବିନ୍ଦାସ ଚିନୁ ସହ ୩ଜଣଙ୍କୁ ଜେରା

ଭୁବନେଶ୍ୱର ୧୨।୧୦ : ଗୋପ ଜିଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା। ବିନ୍ଦାସ ଚିନୁକୁ ଜେରା କରୁଛି ପୋଲିସ । ଡ଼ିସିପି ଅଫିସରେ ବିନ୍ଦାସ ଚିନୁ ସମେତ ଆଉ ତିନି ଜଣଙ୍କୁ ଜେରା କରୁଛି ପୋଲିସ । ଖବର ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ କଲ ରେକର୍ଡ଼ରେ ଥିଲା

ଘରୁ ଓ ଦୋକାନୀଙ୍କ ଠାରୁ ଦିନକୁ ଦୁଇଥର ଉଠିବ ଅଳିଆ

ଭୁବନେଶ୍ୱର ୧୨/୧୦: ଏଣିକି ଦିନରେ ଦୁଇ ଥର ଉଠିବ ଅଳିଆ । ଏହି ସବୁ ଅଳିଆ ସଂଗ୍ରହ କରିବ ବିଏମସି । ଘରୁ ଓ ଦୋକାନୀଙ୍କ ଠାରୁ ସଂଗ୍ରହ କରାଯିବ ଅଳିଆ । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର । ଡଷ୍ଟବିନ ରଖିନଥିବା ବ୍ୟକ୍ତିଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ । ଅଳିଆ ପୃଥକୀକରଣ

ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗିରଫ ଘଟଣା : ଆକାଉଣ୍ଟ ନୁହେଁ ବରଂ ହାତରେ ହେଉଥିଲା ଟଙ୍କା କାରବାର

ଭୁବନେଶ୍ୱର ୧୨।୧୦ : ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗିରଫ ଘଟଣା । ସାମ୍ନାକୁ ଆସିଲା କିଛି ସାଙ୍ଘାତିକ ତଥ୍ୟ । ନିଜ ଆକାଉଣ୍ଟରେ କୌଣସି ଟଙ୍କା ନେଇନାହାନ୍ତି ଅର୍ଚ୍ଚନା । ଆକାଉଣ୍ଟ ନୁହେଁ ବରଂ ହାତରେ ହେଉଥିଲା ଟଙ୍କା କାରବାର । ବ୍ୟାଙ୍କ ଯାଞ୍ଚ ପରେ ପୋଲିସକୁ ମିଳିଛି ଏପିରି

ହନୁମାନଙ୍କ ମନ୍ଦିର ପାଇଁ ନିଜ ଜମି ଦାନ କରିଦେଲେ ଏହି ମୁସଲମାନ ଦମ୍ପତି

ଲକ୍ଷ୍ନୌ: ମୋ ସମ୍ପତି ଯାଉ ପଛେ, ମନ୍ଦିର ଆଗ ନିର୍ମାଣ ହେଉ | କିଛି ଏଭଳି ଚିନ୍ତା କରି ମନ୍ଦିର ନିର୍ମାଣ ପାଇଁ ନିଜର ବହୁ ମୂଲ୍ୟ ଜମି ପ୍ରଶାସନକୁ ଦାନ କରିଦେଇଛନ୍ତି ଜଣେ ମୁସଲମାନ ବ୍ୟକ୍ତି | ବାସ୍ତବରେ ହିନ୍ଦୁ-ମୁସଲମାନ ଏକତାର ଏମିତି ଏକ ଅନନ୍ୟ ଉଦାହରଣ ଉତ୍ତରପ୍ରଦେଶର ଶାହାଜାହାନପୁର

ବାତ୍ୟା ଗୁଜବଠାରୁ ଦୂରେଇ ରୁହନ୍ତୁ ପରାମର୍ଶ : ପାଣିପାଗ ବିଭାଗ

ଭୁବନେଶ୍ୱର ୧୨/୧୦: ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ବିଭାଗ ତରଫରୁ କୁହାଯାଇଛି ଯେ, ଏନେଇ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ । ଆହୁରି ମଧ୍ୟ କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୨/୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ

କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର ୧୨।୧୧ : କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍। କେନ୍ଦୁଝର ବାଶପାଳ ବିଇଓ ଅଫିସର ଜୁନିୟର କ୍ଲର୍କ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ଗଙ୍ଗୀଧରଙ୍କ ୫ଟି ଠିକଣାରେ ଚଢାଉ ଚାଲିଛି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତି ଠୁଳ