Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣ କ୍ୱାରାଣ୍ଟାଇନ୍ରୁ ରହିଥିବା ବେଳେ ୪ ଜଣ ଲୋକାଲ କେସ ରହିଛନ୍ତି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।!-->…
SCBରେ ଧରାପଡ଼ିଲା ଦଲାଲ, ୫ ହଜାର ଟଙ୍କା ଜବତ
କଟକ: କଟକ ବଡ଼ ମେଡ଼ିକାଲ(ଏସସିବିି)ରେ ଉନ୍ନତ ଚିକିତ୍ସା ପାଇବା ଆଶାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଲୁଟୁଛନ୍ତି ଦଲାଲ । ବେଳେବେଳେ ଲୋକେ ବିଭିନ୍ନ ବିଭାଗରେ ହଇରାଣ ହେବା ପରେ ଦଲାଲଙ୍କ ହାବୁଡରେ ପଡୁଛନ୍ତି । ଫଳରେ ଏହି ଦଲାଲମାନେ ତୁରନ୍ତ ଓ!-->…
ବିଳମ୍ବିତ ରାତିରେ ଜଳିଲା ଭୁବନେଶ୍ବର କେଶରୀ ମଲ୍
ଭୁବନେଶ୍ୱର: ଅଗ୍ନିକାଣ୍ଡରେ ଜଳି ପୋଡ଼ି ପାଉଁଶ ହୋଇଗଲା ୪୪ ଲକ୍ଷ ଟଙ୍କାର ସମ୍ପତ୍ତି । ଭୁବନେଶ୍ବର ବିଏମସି କେଶରୀ ମଲରେ ଘଟିଥିବା ଅଗ୍ନିକାଣ୍ଡରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ବିଳମ୍ବିତ ରାତିରେ ହୁତୁ ହୁତୁ ହୋଇ ଜଳିଲା ଭୁବନେଶ୍ବର କେଶରୀ ମଲ । ଧୂଆଁମୟ ହୋଇଗଲା ଚାରିପାଖ । ସର୍ଟ!-->…
ଆଜି ଆକାଶରେ ଦେଖାଯିବ ‘ଫୁଲ ପିଙ୍କ୍ ମୁନ୍’ ବା ଗୋଲାପି ଜହ୍ନ
ଆଜି ଦେଖାଯିବ ଗୋଲାପି ଜହ୍ନ । ଆକାଶରେ ଆଜି ଅଦ୍ଭୂତପୂର୍ବ ଦୃଶ୍ୟ ଦେଖାଯିବ । ଆଜି 'ଫୁଲ ପିଙ୍କ୍ ମୁନ୍' ବା 'ଏପ୍ରିଲ୍ ଫୁଲ୍ ମୁନ୍' ଦେଖାଯିବ । ସାରା ସପ୍ତାହ ଆକାଶରେ ଦେଖାଯିବ ଗୋଲାପି ଜହ୍ନ । ଆଜି ସନ୍ଧ୍ୟା ୭ଟା ୫୫ରେ ଜହ୍ନ ସମ୍ପୂର୍ଣ୍ଣ ଗୋଲ ହୋଇଯିବ ବୋଲି ନାସା ପକ୍ଷରୁ!-->…
ଜଳେଶ୍ଵରରୁ ବ୍ରାଉନସୁଗାର ଜବତ, ମାଫିଆ ଗିରଫ
ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରେ ଦିନକୁ ଦିନ ବଢୁଛି ନିଶା କାରବାର। ଜଳେଶ୍ଵର ଅଞ୍ଚଳରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ଏହି ଧଳାଜହର କାରବାରର କିଙ୍ଗ୍ ପିନ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବହୁ ମାମଲା ରହିଛି।
!-->!-->!-->…
ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତବର୍ଷଠାରୁ ଯୁକ୍ତଦୁଇ ବିଜ୍ଞାନ କୋଠା ପାଇଁ ପ୍ରଥମ କିସ୍ତି ମଞ୍ଜୁର
ହିଞ୍ଜିଳିକାଟୁ (୧୫।୪) : ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷରୁ (୨୦୨୨-୨୩) ଯୁକ୍ତ ଦୁଇ ବିଜ୍ଞାନ ଏକାଦଶ ଶ୍ରେଣୀ ଆରମ୍ଭ ହେବାକୁ ସବୁଜ ସଙ୍କେତ ମିଳିଛି। ଏହି ଖବର ଜଣାପଡ଼ିବା ପରେ ଅଭିଭାବକ, ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବି ମହଲରେ ଖୁସିର ଲହରି ଖେଳିଯାଇଛି।!-->…
ସଡକ ଦେଇ ସ୍ବାଭିମାନ ଅଞ୍ଚଳକୁ ମୁଖ୍ୟ ସଚିବଙ୍କ ପ୍ରଥମଗସ୍ତ
|ଭିତ୍ତିଭୂମି ଏବଂ ଜୀବିକା ପ୍ରକଳ୍ପକୁ ତୀବ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ୱର (୧୫/୦୪) : ଏକଦା ମାଓବାଦୀ ଙ୍କ ଗଡ଼ କୁହା ଯାଉଥିବା ସ୍ୱାଭିମାନ ଅଂଚଳ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସରକାରଙ୍କ ଦ୍ୱାରା ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇ ମାଓ ମୁକ୍ତ ହୋଇଛି | ଆଜି!-->!-->!-->…
ଦାରିଙ୍ଗବାଡି ବ୍ଲକ ଅଞ୍ଚଳର କ୍ୟାଥଲିକ ଖ୍ରୀଷ୍ଟୀୟ ବିଶ୍ୱାସୀଙ୍କ ଦ୍ବାରା ଗୁଡ଼ ଫ୍ରାଇଡେ ପର୍ବ ପାଳିତ
ଦାରିଙ୍ଗବାଡି (୧୫/୪) : ସାରା ବିଶ୍ୱର କ୍ୟାଥଲିକ ଖ୍ରୀଷ୍ଟୀୟ ବିଶ୍ୱାସୀ ଆଜି ଦିନଟିକୁ ଗୁଡ଼ ଫ୍ରାଇଡେ ଦିବସ ଭାବେ ପାଳନ କରିଛନ୍ତି। ଏହି ପରି ପ୍ରେକ୍ଷୀରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର କ୍ୟାଥଲିକ ଖ୍ରୀଷ୍ଟୀୟ ବିଶ୍ୱାସୀ ମାନେ ନିରାଡ଼ମ୍ବର ସହକାରେ ଏହି ପର୍ବ ପାଳନ କରିଥିବା ଜଣାପଡ଼ିଛି।!-->!-->!-->…
ଚିକିଟି ରେ ଶ୍ରୀଶ୍ରୀଶ୍ରୀ ମଁl ମୁକ୍ତାଦେବୀଙ୍କ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ଚିକିଟି : ଗୁରୁବାର ଦିନ ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ସନ୍ଧ୍ୟା ୬.୩୦ ମି ସମୟରେ ଶ୍ରୀଶ୍ରୀଶ୍ରୀ ମଁl ମୁକ୍ତାଦେବୀ ମନ୍ଦିରର ମେନେଜିଂ ଟ୍ରଷ୍ଟ ସଭାପତି ଶ୍ରୀ ଧର୍ମା ସାହୁଙ୍କ ଅଧକ୍ଷତାରେ ମେନେଜିଂ ଟ୍ରଷ୍ଟର ସମସ୍ତ ସଭ୍ୟ ଏବଂ ଗ୍ରାମବାସୀଙ୍କର ଏକ ମିଳିତ!-->…
ରାମନବମୀ ଶୋଭାଯାତ୍ରା ଶୃଙ୍ଖଳିତ ଭାବେ ସମାପନ ହୋଇଥିବାରୁ ରାଉରକେଲା ଏସପି ସମସ୍ତ କମିଟି ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ…
ରାଉରକେଲା (୧୫/୦୪) : ରାଉରକେଲା ରେ ରାମନବମୀ ଶୋଭାଯାତ୍ର ଶାନ୍ତି ଶୃଙ୍ଖଳା ସହ ସମାହିତ ହୋଇଥିବାରୁ ରାଉରକେଲା ଏସ ପି ମୁକେଶ କୁମାର ଭାମୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶୁକ୍ରବାର ଦିନ ଏସପି ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ବୈଠକରେ ଏସପି , ବରିଷ୍ଠ ପୋଲିସ ଅଧିକାରୀ , ରାଉରକେଲା!-->…