ବିଦ୍ୟା ଷ୍ଟଡ଼ି ପଏଣ୍ଟ ପକ୍ଷରୁ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳନ

ରାଉରକେଲା(ବସନ୍ତ କୁମାର ଜେନା) : ବିଦ୍ୟା ଷ୍ଟଡ଼ି ପଏଂଟ ଓ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ମହାସମାରୋହରେ ପାଳନ କରାଯାଇଥିଲ। । ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ

କାର ସହ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ଦାରିଙ୍ଗବାଡ଼ି (୧୫/୪) : ଦାରିଙ୍ଗବାଡ଼ି ଥାନା ପୋଲିସ ଏକ ଗଞ୍ଜେଇ ଭର୍ତ୍ତି କାର ଜବତ କରିଥିବା ବେଳେ ଚାଲାଣକାରୀ କାର ଛାଡିଦେଇ ଖସିପଳେଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ପୋଲିସର ସୂଚନା ପ୍ରକାରେ ,ଗୁରବାର ଦିନ ସକାଳ ସାଢ଼େ ୯ ଘଣ୍ଟିକା ସମୟରେ ଏକ କାର

କଳାକାର ମହାସଂଘ ପକ୍ଷରୁ କଳାକାର ସମ୍ବର୍ଦ୍ଧିତ

ବ୍ରହ୍ମପୁର, ତା୧୫/୦୪ : କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ହୃଷୀକେଶ ହୋତା, ଗ୍ରାମୀଣ ନାଟ୍ୟ ଗୁରୁ ଶଙ୍କର୍ଷଣ ବେହେରା ଏବଂ ସୁନାମଧନ୍ୟ କଳାକାର ଅଧ୍ୟାପକ ପ୍ରଶାନ୍ତ କୁଣ୍ଡଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ସହ

ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ପାତ୍ରପୁର : ପାତ୍ରପୁର ବ୍ଳକ ଜରଡ଼ା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକ ଠାରେ ବାଇକ୍ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁରରେ ଚିକିତ୍ସିତ ହେଉଛନ୍ତି। ବଂଶୀଗାଁ ଗ୍ରାମର ପ୍ରଭାତ ନାୟକ, ଅଙ୍ଗଦ ନାୟକ ଓ ହେମନ୍ତ ନାୟକ ସାମନ୍ତରାପୁର ଗ୍ରାମକୁ ନାଚ

ବିଶିଷ୍ଟ ଶ୍ରମିକନେତା ଆଇନଜୀବୀ ଏନ୍. ଅହମ୍ମଦଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନବରଙ୍ଗପୁର/ ପାପଡାହାଣ୍ଡି : ଶ୍ରମିକ ନେତା, ଦୀନ, ଦୁଃଖୀ ଓ ବାସହରାଙ୍କ ଦରଦୀ ବନ୍ଧୁ ତଥା ଆଇନଜୀବୀ ଏନ୍. ଅହମ୍ମଦଙ୍କ ପ୍ରଥମ ବାର୍ଷିକ ପୂଣ୍ୟତିଥି ଜିଲ୍ଲା ରାଜ ମିସ୍ତ୍ରୀ ସଂଘ ଓ ପାପଡାହାଣ୍ଡି ସଂଘ ତରଫରୁ ସ୍ଥାନୀୟ ପାପଡାହାଣ୍ଡି ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏହି

ବହୁଜନ ଛାତ୍ର ମୋର୍ଚ୍ଚା ତରଫରୁ ଆମ୍ବେଦକର ଜୟନ୍ତୀ ପାଳିତ

ଫୁଲବାଣୀ : ଭାରତୀୟ ବହୁଜନ ଛାତ୍ର ମୋର୍ଚ୍ଚା ତରଫରୁ ଫୁଲବାଣୀ ଠାରେ ଆଜି ବାବାସାହେବଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଛାତ୍ର ମୋର୍ଚ୍ଚାର ମୁଖ୍ୟ କାମୀନି ହଂସ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଶିକ୍ଷକ ସୁକାନ୍ତ କୁମାର ବେହେରାଙ୍କ ସହିତ, ସୁଧାଂଶୁ କୁମାର

ରୁଷ, ୟୁକ୍ରେନରୁ ଆସୁନି ଗହମ ; ଭାରତରୁ ୧୦ ଲକ୍ଷ ଟନ ଗହମ କିଣିବ ଇଜିପ୍ଚ

ନୂଆଦିଲ୍ଲୀ : ଭାରତରୁ ଗହମ ଆମଦାନି କରିବାକୁ ନିଷ୍ପତ୍ତି ନେଇଛି ଆଫ୍ରିକୀୟ ଦେଶ ଇଜିପ୍ଟ । ଏହି ଦେଶ ପୂର୍ବରୁ ରୁଷ ଓ ୟୁକ୍ରେନରୁ ଗହମ ଆମଦାନି କରୁଥିଲା । କିନ୍ତୁ ଯୁଦ୍ଧ ଆରମ୍ଭ ହେବା ପରେ ସେସବୁ ଦେଶରୁ ଗହମ ଯୋଗାଣ ବନ୍ଦ ହୋଇଯାଇଛି । ଏହି କାରଣରୁ ଇଜିପ୍ଟ ଭାରତରୁ ଗହମ କିଣିବାକୁ

ରୁଷର ସମର୍ଥନ ପାଇଁ ଚୀନକୁ ବହୁମୂଲ୍ୟ ଦେବାକୁ ପଡିବ : ଆମେରିକା

ତାଇପେଇ : ୟୁକ୍ରେନ ଯୁଦ୍ଧରେ ରୁଷକୁ ସହାୟତା କରିଥିବାରୁ ଚୀନକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ତାଇଓ୍ବାନ ଗସ୍ତରେ ଯ଼ାଇଥିବା ଆମେରିକୀୟ ସିନେଟର ଲିଣ୍ଡସେ ଗ୍ରାହାମ କହିଛନ୍ତି । ପୂର୍ବରୁ ମଧ୍ୟ ଆମେରିକା ଚୀନକୁ ଏହି ପ୍ରସଙ୍ଗରେ ଧମକ ଦେଇସାରିଛି ।ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ ଚୀନ

ମହାରାଷ୍ଟ୍ର ପାଇଁ ବିଦ୍ୟୁତ ସଙ୍କଟ: ରାଜ୍ୟ ପାଖରେ ଅଛି ମାତ୍ର ଦେଢ଼ ଦିନର କୋଇଲା

ମୁମ୍ବାଇ: ମହାରାଷ୍ଟ୍ର ପୁଣି ଥରେ ଶକ୍ତି ସଙ୍କଟର ସମ୍ମୁଖୀନ ହୋଇଛି। ରାଜ୍ୟ ଶକ୍ତି ମନ୍ତ୍ରୀ ନିତିନ ରାଓତ ଶୁକ୍ରବାର ଦିନ ଦାବି କରିଛନ୍ତି ଯେ ମହାରାଷ୍ଟ୍ରର କେତେକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ମାତ୍ର ଦେଢ଼ ଦିନ ପାଇଁ କୋଇଲା ବାକି ଅଛି। ଅଳ୍ପ କିଛି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ

ଚାଇନାକୁ ଖୋଲା ଚେତାବନୀ ଦେଲେ ରାଜନାଥ: କହିଲେ ହାତ ମାରିଲେ ଛାଡ଼ିବୁନି

ନୂଆଦିଲ୍ଲୀ: ଭାରତର ସୁରକ୍ଷା ନେଇ ଚାଇନାକୁ ଖୋଲା ଚେତାବନୀ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଯଦି ଦେଶରେ କିଛି ବି ଟିକେ କ୍ଷତି ହୁଏ ତେବେ ଭାରତ କାହାକୁ ଛାଡ଼ିବ ନାହିଁ। ସାନ୍‌ ଫ୍ରାନ୍‌ସିସକୋରେ ଭାରତୀୟ ଦୂତାବାସ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ