ବିଭିନ୍ନ ଜନ ହିତକର ଯୋଜନା ଓ ସମସ୍ୟା ସମ୍ପର୍କରେ ଆଲୋଚନା କଲେ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ

ଦାରିଙ୍ଗବାଡି (୯/୭) : କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ର ମନ୍ତ୍ରୀ ଜୋହନ ବାର୍ଲା ତିନି ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଆଜି ଦ୍ବିତୀୟ ଦିନରେ ବିଜେପି ଜିଲା ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର ଓ ଜିଲା ପ୍ରଭାରୀ…

ବିଷାକ୍ତ ସାପ କାମୁଡ଼ାରେ ଦାଦା ପୁତୁରାଙ୍କ ମୃତ୍ୟୁ

ଫୁଲବାଣୀ : ବlଣୀଗୁଚ୍ଛ ଥାନା ଅଞ୍ଚଳ କlଣିପଦର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା | ଗତ କାଲି ରାତିରେ ଶୋଇଥିବା ବେଳେ ସମ୍ପର୍କୀୟ ଦାଦା ଓ ପୁତୁରାଙ୍କୁ ସାପ କାମୁଡିବାରୁ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ସୂଚନା ପ୍ରକାରେ…

ପ୍ରାଣୀ ସଂରକ୍ଷଣ ଓ ବଂଶବୃଦ୍ଧିରେ ନନ୍ଦନକାନନର ସଫଳତା , ୯ ହଳଦିଆ ଆନାକୋଣ୍ଡା ଛୁଆ ଜନ୍ମ

ନନ୍ଦନକାନନ : ନନ୍ଦନକାନନ ଆଜି ପ୍ରାଣୀ ସଂରକ୍ଷଣ ଓ ବଂଶବୃଦ୍ଧିରେ ପୁଣି ଏକ ସଫଳତାର ପାହାଚ ଅତିକ୍ରମ କରିଛି। ଆଜି ପୁଣି ୯ଟି ଆନାକୋଣ୍ଡା ଛୁଆ ଜନ୍ମ ହୋଇଛନ୍ତି। ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଏବଂ ଓୟୁଏଟି ପ୍ରାଣୀ ପ୍ରସୂତି ବିଶେଷଜ୍ଞ ଡା. ବିଜୟ ସାହୁ ଏବଂ ଶୈଲ୍ୟ ବିଶେଷଜ୍ଞ ଡା.…

କେନ୍ଦ୍ରମନ୍ତ୍ରୀ ଜହନ ବାରଲାଙ୍କ ଦାରିଙ୍ଗବାଡି ଗସ୍ତ

ଦାରିଙ୍ଗବାଡି : କେନ୍ଦ୍ର ସଂଖ୍ୟା ଲଘୁ ସମ୍ପ୍ରଦାୟ ମନ୍ତ୍ରୀ ଜହନ ବାରଲା ଆଜି ଶନିବାର ଦାରିଙ୍ଗବାଡ଼ି ଗସ୍ତରେ ଆସି ଅଂଚଳରେ ଚାଲିଥିବା କେନ୍ଦ୍ର ସରକାର ଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ବୁଲି ଦେଖିବା ସହ ସଂଖ୍ୟା ଲଘୁ ସମ୍ପ୍ରଦାୟର ପ୍ରତିନିଧି ମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ…

ମାକ୍ସ ନ ପିନ୍ଧିଲେ ପୂର୍ବ ଭଳି କଟାଯିବ ଫାଇନ୍‌: ଭୁବନେଶ୍ୱର ମେୟର

ଭୁବନେଶ୍ୱର : ଏଣିକି ମାକ୍ସ ନ ପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ । ପୂର୍ବ ଭଳି କଟାଯିବ ଫାଇନ । ଭୁବନେଶ୍ୱରରେ ବଢୁଥିବା ସଂକ୍ରମଣ ଦେଖି ରାଜଧାନୀ ବାସୀଙ୍କୁ ତାଗିଦ କଲେ ମେୟର । ଏହା ସହ କୋଭିଡ କଟକଣାକୁ ସଠିକ୍‌ ଭାବେ ପାଳନ କରିବା ଲାଗି ସମସ୍ତ ରାଜଧାନୀ ବାସୀଙ୍କୁ ହାତଯୋଡ଼ି ନିବେଦନ କଲେ…

ନୂଆପଡା ପାଟଧରା ଜଙ୍ଗଲ ଭିତରୁ ମାଓ କ୍ୟାମ୍ପ ଠାବ

ନୂଆପଡା ୯।୭: ପଡୋଶୀ ଛତିଶଗଡ଼ ସୀମାନ୍ତ ପାଟଧରା ସଂରକ୍ଷିତ ଜଙ୍ଗଲରୁ ନୂଆପଡା ପୋଲିସ ଏସଓଜି, ଡିଭିଏଫ ଓ ସିଆରପିଏଫ ଜବାନଙ୍କ ସହାୟତାରେ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଏସପି…

TPSODL କର୍ମଚାରୀ ଏବଂ ଗାଡି ଚାଳକଙ୍କୁ ମାଡ଼

ଗୋପାଳପୁର : ଆମ୍ବପୁଅ ଠାରେ TPSODL କର୍ମଚାରୀ ଏବଂ ଗାଡି ଚାଳକ ଙ୍କୁ ଉକ୍ତ ଗ୍ରାମ କିଛି ଲୋକ ମାଡ଼ ମାରିଥିବା ନେଇ ଆଜି ଗୋପାଳପୁର ଥାନା ରେ ଅଭିଯୋଗ ହୋଇଛି l ସୂଚନା ପ୍ରକାରେ ଗତ କାଲି ସନ୍ଧ୍ୟା 5 ଟା ସମୟ ରେ ବିଦ୍ୟୁତପୁର କଲୋନୀ ରେ ଥିବା TPSODL ର ସେକସନ ଦ୍ୱିତୀୟ ର କିଛି କର୍ମଚାରୀ…

ସୁନାବେଶ ପାଇଁ ପୁରୀକୁ ଗଡିବ ୨୦ଟି ସ୍ପେଶାଲ ଟ୍ରେନ

ଭୁବନେଶ୍ବର: ମହାପ୍ରଭୁଙ୍କୁ ଦର୍ଶନ ପାଇଁ କୋଣ ଅନୁକୋଣରୁ ପୁରୀକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ । ତେବେ ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଆସିବେ ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ନେଇ ରେଳ ମନ୍ତ୍ରାଳୟ 20ଟି ସ୍ପେଶାଲ ଟ୍ରେନ ସେବା ଆରମ୍ଭ ନେଇ ଘୋଷଣା କରାଯାଇଛି । …

ହିଞ୍ଜିଳିକାଟୁରେ ବାହୁଡା ଯାତ୍ରା

ହିଞ୍ଜିଳିକାଟୁ (୯।୭) : ମହାପ୍ରଭୁ ୯ ଦିନର ଲୀଳାଖେଳ ସାରି ଗୁଣ୍ଡିଚା ମନ୍ଦିରରୁ ଫେରିଛନ୍ତି। ଶନିବାର ବାହୁଡ଼ାଯାତ୍ରା ରଵିବାର ଏକାଦଶୀ ରେ ସୁନାବେଶରେ ସଜ୍ଜିତ ହେଵେ ରଥ ଉପରେ ମନ୍ଦିର ନିକଟରେ। ଭୋର ୪ ଟାରୁ ବାହୁଡ଼ାଯାତ୍ରା ନୀତି ଆରମ୍ଭ ହୋଇ ମଙ୍ଗଳ ଆଳତି, କର୍ପୂର ଆଳତି, ଖେଚୁଡ଼ିଭୋଗ…

ରାଇଘର ବାହୁଡାଯାତ୍ରାରେ ବିଶାଳ ଭକ୍ତ ସମାଗମ

ଉମରକୋଟ : ଆଜି ବାହୁଡାଯାତ୍ରାରେ ରାଇଘରରେ ଜଗତରନାଥ ଜଗନ୍ନାଥଙ୍କ ଭକ୍ତଙ୍କର ବିଶାଳ ସମାଗମ ଦେଖିବାକୁ ମିଳିଲା | ଦୁର୍ଗାପୂଜା ମନ୍ଦିର (ମାଉସୀ ମା )ରୁ ରଥ ଟଣା ହୋଇ ଚପକା ମନ୍ଦିର ଯାଏ ଯାଇଥିଲା | ବିଗତ ଦୁଇ ବର୍ଷ କରୋନାକାଳ ଥିବାରୁ ବହୁ ଭକ୍ତ ମହାପ୍ରଭୁର ଆଶୀର୍ବାଦରୁ ବଞ୍ଚିତ ଥିଲେ,…