‘ଯିଏ ମାଗିବ ତାକୁ ଭୋଟ୍‌ ଦେବି’ : ଶିବପାଳ ସିଂହ ଯାଦବ

ଲକ୍ଷ୍ନୌ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉତ୍ତରପ୍ରଦେଶରେ ରାଜନୀତି ଜୋର୍‌ ଧରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଡିନର୍‌ ପାର୍ଟି ପରେ ରାଜ୍ୟରେ ମାହୋଲ ବଦଳି ଯାଇଛି। ସମାଜବାଦୀ ପାର୍ଟି ଏବଂ ତା’ର ସହଯୋଗୀ ଦଳ ଭିତରେ ଫାଟ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ରାଜ୍ୟର ସପା ବିଧାୟକ…

କେହି କାହାର ଧର୍ମୀୟ ଭାବନାକୁ  ଆଘାତ ଦେବା ଅନୁଚିତ୍‌: ଆରଏସଏସ

ଜୟପୁର: ହିନ୍ଦୁ ଧର୍ମର ଦେବୀ ମା’ କାଳୀଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମର ବିବାଦୀୟ ପୋଷ୍ଟର ଚର୍ଚ୍ଚାର ପରିସରରେ ରହିଛି। ଫିଲ୍ମ କାଳୀର ପୋଷ୍ଟରରେ କାଳୀ ସିଗାରେଟ ପିଉଥିବା ସ୍ଥାନିତ କରାଯାଇଛି। ଯାହାକୁ ଭାରତରେ ପ୍ରବଳ ବିରୋଧ କରାଯାଇଛି। ଏହି ବିବାଦ ଏବେ ବି ତାଜା ହୋଇ ରହିଥିବା ବେଳେ…

ବର୍ଷାର ତାଣ୍ଡବ : ସିମଳାରେ ଭାସିଗଲା ୩ ମହଲା କୋଠା

ସିମଲା: ହିମାଚଳପ୍ରଦେଶର ସିମଲାରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ। ମୂଷଳ ଧାରାରେ ବର୍ଷା ଜଳ ଆସି ଏକ ତିନି ମହଲା କୋଠାକୁ ଭସାଇନେଇଛି। ଆଜି ଦିନ ୧୨ଟା ୩୦ରେ ଚୋପାଲ ମାର୍କେଟରେ ଉକ୍ତ କୋଠାଠି ଭୁଶୁଡ଼ିପଡ଼ିଛି। ତେବେ ଏଥିରେ କାହାରି ମୃତ୍ୟୁ ଘଟି ନଥିବା ଜଣାପଡ଼ିଛି। କୋଠାଟି ଭୁଶୁଡ଼ିବା…

ଶ୍ରୀଲଙ୍କା ଅବସ୍ଥା ସାଂଘାତିକ : ଦେଶଛାଡ଼ି ପଳାୟନ କରିବାକୁ ବାଧ୍ୟହେଲେ ରାଷ୍ଟ୍ରପତି, ଇସ୍ତଫା ଦେବାକୁ ରାଜି ହେଲେ…

ନୂଆଦିଲ୍ଲୀ: ଜଳୁଛି ଶ୍ରୀଲଙ୍କା। ଗତ କିଛି ମାସ ଧରି ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ଶୋଚନୀୟ ସ୍ଥିତିକୁ ଚାଲି ଆସିଥିବା ବେଳେ ଋଣ ବୋଝରେ ଦିନକୁ ଦିନ ତଳକୁ ଦବିବାରେ ଲାଗିଛି ଶ୍ରୀଲଙ୍କା। କିଛି ମାସ ହେଲାଣି ଦେଶରେ ଇନ୍ଧନ ଅଭାବ ସହ ସ୍କୁଲ ବନ୍ଦ ହେବା ଓ ଅଫିସ କାମ ଘରୁ ଆରମ୍ଭ ହେବା ପରେ…

ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ…

ସୁନ୍ଦରଗଡ଼ :- ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ତଥା ପ୍ରାକ୍ତନ ରାଜ୍ୟସଭା ସାଂସଦ ମଙ୍ଗଳା କିଷାନଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ଼ରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖା କରି ରାଜଗାଙ୍ଗପୁର…

ସଫଳତା ପରେ ସଫଳତା ଏବେ ଟି ଭି ପରଦାରେ ଚମକିବେ ସୌମ୍ୟା…

ମାଲକାନଗିରି,: ମାଲକାନଗିରି ଜିଲ୍ଳା ସଦର ମହକୁମାରେ ରହୁଥିବା ସୌମ୍ୟା ବୈରାଗୀ, ଏବେ ନଜର ଆସିବେ ଟି ଭି ପରଦାରେ l ବାପା ସୁମନ୍ତ ବୈରାଗୀ ନିଜ ଝିଅକୁ ନୃତ୍ୟ, ସଂଗୀତ ଓ ବାଦ୍ୟଯନ୍ତ୍ର ରେ ଆଗ୍ରହ ଦେଖି ଶିକ୍ଷାଲାଭ ପାଇଁ ଅନେକ ସ୍ଥାନକୁ ପଠାଇଥିଲେ l ନିଜର ଆତ୍ମବଳ ଓ କଠିନ ପରିଶ୍ରମ…

ସମାଜ ସେବୀ ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

ଫୁଲବାଣୀ:-ଜିଲାର ଜଣାଶୁଣା ବରିଷ୍ଠ ସମାଜସେବୀ, ଉତ୍ତମ ସଂଗଠକ ସ୍ୱର୍ଗତ ଶଶାଙ୍କ ଶେଖର ସାହୁ ତାଙ୍କ ଖଲିବେରେଣା ଫାର୍ମ ହାଉସରେ ଟ୍ରାକ୍ଟର ଓଲଟି ଅକାଳରେ ମୃତ୍ୟୁ ବରଣ କରିଛନ୍ତି।ବିଲରେ ଟ୍ରାକ୍ଟର ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟିପଡିବାରୁ ଇଞ୍ଜିନ ତଳେ ପଡିଯିବାରୁ…

୯୫%ପ୍ରତିଶତ ମାର୍କ ରଖି କନ୍ଧମାଳ ଜିଲ୍ଲାରେ ତୃତୀୟ ହେଲେ ଅଙ୍କିତ ଭୋଇ

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ସଦର ମହକୁମା ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀ ଅଙ୍କିତା ଭୋଇ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମୋଟ ୬୦୦ ନମ୍ବର ରୁ ୫୭୪ ମାର୍କ ରଖି ଜିଲ୍ଲାର ତୃତୀୟ ସ୍ଥାନରେ ରହିଛନ୍ତି l ବ୍ରାହ୍ମଣପାଦ ଅଞ୍ଚଳ ଶିକ୍ଷକ ସନ୍ତୋଷ ଭୋଇ ମା ହେଉଛନ୍ତି…

ବାହୁଡାରେ ଲୋକାର୍ପଣ ହେଲା ଗୀତ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବେ…

ଫୁଲବାଣୀ:-କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଯୁବ କଣ୍ଠଶିଳ୍ପୀ ଅସିତ ନନ୍ଦଙ୍କ ଗୀତ ଗୋଟେ ଗୋଟେ ପରେ ସୁପର ହିଟ ହୋଇ ଚାଲିଛି ସମଗ୍ର ରାଜ୍ୟରେ ।ଏ ନେଇ ଚର୍ଚ୍ଚା ବଢ଼ି ଚାଲିଛି ସମଗ୍ର କନ୍ଧମାଳ ଜିଲ୍ଲାରେ। ଏବେ ଶ୍ରୀ ନନ୍ଦ ଦ୍ରୌପଦୀ ମୁର୍ମୁଙ୍କ ଗିତ ଗାଇଲେ । ଗିତଟିକୁ…

କମ୍ବିଂରୁ ଫେରୁଥିବା ସମୟରେ ନାଳରେ ଭାସିଗଲେ ଯବାନ..

ମାଲକାନଗିରି :-୦୯/୦୭ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ କମ୍ବିଂ ସାରି ଫେରୁଥିବା ସମୟରେ ନାଳରେ ଭାସି ଯାଇ ଜଣେ ସିଆରପିଏଫ ଯବାନ ନିଖୋଜ ଥିବା ଜଣା ପଡ଼ିଛି। ବିଜାପୁର ଜିଲ୍ଲାରେ ଗତ କିଛି ଦିନ ହେଲା ବର୍ଷା ଲାଗି ରହିଥିବା ବ‌େଳେ ସିଆରପିଏଫ ର କୋବ୍ରା…