Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ୫୦୦ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ୫୦୦ ଉପରେ ରହୁଥିବା ବେଳେ ଆଜି ୫୦୦ ଅତିକ୍ରମ କରିଛି ସଂକ୍ରମିତ ଙ୍କ ସଂଖ୍ୟା । ଶନିବାର ଦିନ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା!-->…
୨୯ ବର୍ଷ ପରେ ବିଦେଶରୁ ଜନ୍ମମାଟିକୁ ଫେରିଲେ ଓଡ଼ିଆ ଝିଅ
ଫୁଲବାଣୀ: ଆଗ୍ଲୋଂ ଇଣ୍ଡିଆନ ମନକୁ ଦେଇଥିଲା କଷ୍ଟ, ଭାବିବାକୁ ବାଧ୍ୟ୍ୟ କଲା ମୁଁ କିଏ । ତାପରେ ଖୋଜିଥିଲା ନିଜ ପରିଚୟ । 29 ବର୍ଷ ପୂର୍ବେ ଓଡ଼ିଶାର କନ୍ଧମାଳର ଏକ ଆଶ୍ରମରୁ ବିଦେଶ ଦମ୍ପତି 3ମାସର ଶିଶୁ କନ୍ୟା ପୋଷ୍ୟ ସନ୍ତାନ କରି ବିଦେଶ ନେଇ ଯାଇଥିଲେ । କିନ୍ତୁ 29 ବର୍ଷ ପରେ ଯୁବତୀ ଜଣକ!-->…
ଆଡପମଣ୍ଡପରେ ଲକ୍ଷ୍ମୀ ନୃସିଂହ କଳା ମନ୍ଦିରର ସାଂସ୍କୃତିକ ସଂଧ୍ୟା
ହିଞ୍ଜିଳିକାଟୁ, ୯।୭ : ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ଅସ୍ଥାଇ ଆଡପ ମଣ୍ଡପରେ ଶୁକ୍ରବାର ଉଦଯାପନୀରେ ସାଂସ୍କୃତିକ ସଂଧ୍ୟା ଦର୍ଶକ ଙ୍କ ମନକୁ ମୋହିତ କରିଛି। ଅଞ୍ଚଳରେ ୧୯୬୦ ମସିହାରେ ପ୍ରତିଷ୍ଠିତ ଏହି କଳାମନ୍ଦିର!-->!-->!-->…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଇନ ବିଭାଗ ପରିସରରେ ବନମହୋତ୍ସବ ପାଳିତ
ବ୍ରହ୍ମପୁର,୯ା୭ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଏକ ସପ୍ତାହ ବ୍ୟାପି ବନ ମହୋତ୍ସବ ପାଳିତ ହେଉଛି । ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ବ୍ୟାପି ଚାଲିବାକୁ ଥିବା ବେଳେ ଶନିବାର ଦିନ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଲ’ ଡିପାର୍ଟମେଣ୍ଟ୍ ବା, ଆଇନ!-->…
ସହମତିରେ ସମ୍ପର୍କ ରଖିବା ପରେ ବିବାହ ନ କରିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ
ତିରୁବନ୍ତପୁରମ: ସହମତିରେ ଯୌନ ସମ୍ପର୍କକୁ ନେଇ କେରଳ ହାଇକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ଶୁକ୍ରବାର ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ ଯଦି ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସହମତି ଭିତ୍ତିରେ ସମ୍ପର୍କ ରଖିବା ପରେ ଯଦି କେହି ବିବାହ କରିବାକୁ ମନା କରନ୍ତି, ତେବେ!-->…
ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ ପୋଷ୍ଟର୍ ବିବାଦ; ଦିଲ୍ଳୀରେ ବିଶ୍ବ ହିନ୍ଦୁ ପରିଷଦର ଶୋଭାଯାତ୍ରା
ମୁମ୍ବାଇ: ମୁକ୍ତିଲାଭ କରିବାକୁ ଯାଉଥିବା ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’କୁ ବିରୋଧ କରି ଶନିବାର ରାଜଧାନୀ ଦିଲ୍ଳୀରେ ବିଶ୍ବ ହିନ୍ଦୁ ପରିଷଦ ଏକ ଶୋଭାଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରା ମଣ୍ଡି ହାଉସ୍ରୁ ବାରାଖମ୍ବା ରୋଡ୍ରୁ ନେଇ ଜନ୍ତର ମନ୍ତର ପର୍ଯ୍ୟନ୍ତ ହେବ ବୋଲି ସୂଚନା ରହିଛି।!-->…
ଉମେଶ କୋହ୍ଲେଙ୍କ ହତ୍ୟାକାରୀକୁ ସର୍ବସାଧାରଣରେ ପାଶି ଦିଆଯାଉ: ରାଣା ଦମ୍ପତି
ନାଗପୁର: ପୁଣି ଥରେ ଚର୍ଚ୍ଚାରେ ମହାରାଷ୍ଟ୍ରର ସ୍ୱାଧୀନ ଏମପି ନବନୀତି ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା। ନୂପୁର ଶର୍ମାଙ୍କୁ ସମର୍ଥନ କରି ହତ୍ୟାକାଣ୍ଡର ଶିକାର ହୋଇଥିବା ଅମରାବତୀର ଉମେଶ କୋହ୍ଲେଙ୍କ ଘର ଆଗରେ ଏହି ଦମ୍ପତି ହୁନୁମାନ ଚାଳିଶା ପାଠ କରିଛନ୍ତି। ଗତ ଜୁନ୍ ୨୧!-->…
ଅମରନାଥ ପରେ ଡୋଡାରେ ବାଦଲଫଟା ବର୍ଷା, ଧସିଲା ରାସ୍ତା
ଶ୍ରୀନଗର: ଅମରନାଥ ପରେ ଜମ୍ମୁକଶ୍ମୀରର ଡୋଡାରେ ବାଦଲଫଟା ବର୍ଷା ହୋଇଛି। ଏଥିଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ରାସ୍ତା ଧସିଯାଇଛି। ମାଟି ତଳେ ଶହ ଶହ ଗାଡି ପୋତି ହୋଇ ରହିଥିବା ଦେଖିବାକୁ ମିଳିଛି। ହଠାତ ବାଦଲ ଫଟା ବର୍ଷା ପାଇଁ ଗୁଣ୍ଟି ଜଙ୍ଗଲ ଦେଇ ଯାଇଥିବା ଜାତୀୟ!-->…
ସିଞ୍ଜୋ ଆବେଙ୍କ ହତ୍ୟାକୁ ଅଗ୍ନିପଥ ସହ ଯୋଡ଼ିଲା ଟିଏମସି: କଡ଼ା ନିନ୍ଦା କଲା ବିଜେପି
କୋଲକାତା: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକୁ ନେଇ ଟିଏମସି ବର୍ତ୍ତମାନର ଅଗ୍ନିପଥ ଯୋଜନା ସହ ଲିଙ୍କ କରିବା ପ୍ରସଙ୍ଗରେ କଡ଼ା ନିନ୍ଦା କରିଛି ବିଜେପି। ଟିଏମସିର ମାଉଥ୍ପିସ୍ ଜାଗୋ ଗ୍ରାହକରେ ପ୍ରକାଶିତ ବିବାଦୀୟ ଆଲେଖ୍ୟକୁ ନେଇ ଆପତ୍ତି ଉଠାଇଛି ପଶ୍ଚିମବଙ୍ଗ!-->…
ଫାରୁକ ଓ ମେହେବୁବାଙ୍କ ଭଳି ଦେଶଭକ୍ତ କେହି ନାହାନ୍ତି: ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା
ଶ୍ରୀନଗର: ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ଆଜି କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି ତେବେ ସେ କଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଏବଂ ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ। ଜୁଲାଇ ୧୮ରେ!-->…