ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ତୁରନ୍ତ କାର୍ଯ୍ୟକାରୀ କରାଯାଉ : ସମୀର ମହାନ୍ତି

ଭୁବନେଶ୍ୱର: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ସ୍ୱାସ୍ଥ୍ୟ କ୍ଷେତ୍ର ଓ ସ୍ୱାସ୍ଥ୍ୟ ଭିତିଭୁମି ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ମହାମାରୀ କରୋନା ସଂକଟ କାଳରେ ବିକଶିତ ରାଷ୍ଟ୍ରଠାରୁ ଆରମ୍ଭ କରି ଗରୀବ ରାଷ୍ଟ୍ରକୁ ମୋଦି ସରକାର କୋଭିଡ ଟୀକା ଓ ଔଷଧଠାରୁ ଆରମ୍ଭ କରି ଅନ୍ୟାନ୍ୟ

ରେଳ ଷ୍ଟେସନ ହେବ ଲିଙ୍ଗରାଜ ପାସେଞ୍ଜର ହଲ୍ଟ

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ସାକ୍ଷାତକାର ପରେ ଭୁବନେଶ୍ୱର ୨ଟି ଉନ୍ନତିମୂଳକ କାର୍ଯ୍ୟ ହେବା ନେଇ ସୂଚନା ଦେଇଛନ୍ତି ସାଂସଦ । ଭୁବନେଶ୍ୱର ଏକାମ୍ର ପାସେଞ୍ଜର ହଲଟ ରେଳ ଷ୍ଟେସନରେ ପରିଣତ ହେବ ଏବଂ

ଅଙ୍ଗନଓ୍ୱାଡି କେନ୍ଦ୍ରରେ ମହୁମାଛି ଆତଙ୍କ, ୧୨ ଗୁରୁତର

ବୌଦ୍ଧ: ମହୁମାଛି ଆକ୍ରମଣରେ ୧୨ ଜଣ ଗୁରୁତର । କଣ୍ଟାମାଳ ବ୍ଲକ ଦପଳା ପଞ୍ଚାୟତ ବଉଲସିଙ୍ଗା ଅଙ୍ଗନୱାଡ଼ି କେନ୍ଦ୍ରରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ମହୁମାଛି । ଅଙ୍ଗନୱାଡ଼ି ଦିଦି ଓ ରୋଷେୟା ସମେତ ୧୦ ଜଣ ଶିଶୁ ଗୁରୁତର ଅବସ୍ଥାରେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସୂଚନା ଅନୁଯାୟୀ

ସାମ୍ବାଦିକଙ୍କ ପାଦରେ ବେଡି ପକାଇଲେ ନୀଳଗିରି ଆଇଆଇସି

ଭୁବନେଶ୍ୱର:ନୀଳଗିରିରେ ଅଭାବନୀୟ ଘଟଣା ଘଟିଛି । ସବୁ ସୀମା ଟପିଯାଇଛି ପୋଲିସ । ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି । ଆଉ ଏହି ବେଡ଼ିକୁ ଆଉ କେହି ନୁହେଁ ଖୋଦ ପୁଲିସ ପକାଇଛି । ଗିରଫ କରି ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଛି ପୁଲିସ । ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ନୀଳଗିରି

ସରିଲା ରିମାଣ୍ଡ, ଜେଲ ଗଲେ ଶର୍ମିଷ୍ଠା ଓ ଝୁନା

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । ଅଧିକ ରିମାଣ୍ଡ ନେବାକୁ ମନା କଲା କ୍ରାଇମବ୍ରାଞ୍ଚ । ଫଳରେ ଜେଲ୍ ଯାଇଛନ୍ତି ଏହି ଦୁଇ ଅଭିଯୁକ୍ତ । ଆସନ୍ତା ୧୧ ଉଭୟଙ୍କୁ କୋର୍ଟରେ ହାଜର କରାଯିବ । ସୂଚନା ଥାଉକି, ଆଜି

ଚାଷୀଙ୍କୁ ସବ୍‌ସିଡି ନାଁରେ ୬ କୋଟିରୁ ଅଧିକ ଟଙ୍କା ହଡପ୍‌ ଘଟଣାରେ ୨ଗିରଫ

ଚାଷୀଙ୍କୁ ସବ୍‌ସିଡି ନାଁରେ ୬ କୋଟିରୁ ଅଧିକ ଟଙ୍କା ହଡପ୍‌। ୬ କୋଟିରୁ ଅଧିକ ସରକାରୀ ସବ୍‌ସିଡି ହଡପ୍‌ ଅଭିଯୋଗରେ ଦୁଇ ଗିରଫ। ଶୀତଲ ଆଗ୍ରୋ ଇନ୍‌ପୁଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଦୁଇ ଜଣଙ୍କୁ ଗିରଫ କରିଛି EOW । ସେମାନେ ହେଲେ ସଂସ୍ଥାର ଦୁଇ ନିର୍ଦ୍ଦେଶକ ତଥା ଦୁଇ ଭାଇ ମାନସରଞ୍ଜନ ଦାଶ

କଟକ ଡେପୁଟି ମେୟର ହେଲେ ସର୍ବକନିଷ୍ଠ କର୍ପୋରେଟର ଦମୟନ୍ତୀ ମାଝୀ

କଟକ: କଟକ ଡେପୁଟି ମେୟର ପଦ ପାଇଁ ବାଜି ମାରିଲେ ଦମୟନ୍ତୀ ମାଝୀ । ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବେ ବିଜେଡିରୁ ବିଜୟୀ ହୋଇଥିଲେ ଦମୟନ୍ତୀ। ଦମୟନ୍ତୀ ଟିକେଟ ପାଇ ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବରେ ବିଜୟୀ ହୋଇଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ପିଜି

XE ଭ୍ୟାରିଆଣ୍ଟ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ – DMET

ଭୁବନେଶ୍ୱର ୦୭।୦୪ : କରୋନା ନୂଆ XE ଭ୍ୟାରିଆଣ୍ଟ ନେଇ ଭୟଭୀତ ହେବାର ଆଵଶ୍ୟକତା ନାହିଁ। ଭାରତରେ ଚିହ୍ନଟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଛନ୍ତି। ଏହା କେତେ ସଂକ୍ରାମକ ତାହା ଉପରେ ଆନାଲିସିସି ଚାଲିଛି। ଏବେ ଏହା ପ୍ରାଥମିକ ଷ୍ଟେଜରେ ଅଛି। ସେ ଆହୁରୀ ମଧ୍ୟ କହିଛନ୍ତି

୫ ଦିନିଆ ରିମାଣ୍ଡରେ ରସିକିଆ ରମେଶଙ୍କ ଦ୍ୱିତୀୟ ପତ୍ନୀ

ଭୁବନେଶ୍ବର : ୫ ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ କମଳା। ରମେଶଙ୍କ ଦ୍ୱିତୀୟ ପତ୍ନୀଙ୍କୁ ରିମାଣ୍ଡ ପାଇଁ ପୁଲିସ ୭ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଏସଡିଜିଏମ କୋର୍ଟ ଅନୁମତି ଦେଇଥିବା ଜଣାଯାଇଛି। ସେପଟେ ରମେଶଙ୍କୁ

ବିଜେବି କଲେଜ୍‌ରେ ନକଲି ସାର୍ଟିଫିକେଟ୍‌ ଦେଇ ଆଡ୍‌ମିଶନ ମାମଲା, ୨ ଗିରଫ

ଭୁବନେଶ୍ବର: ବିଜେବି କଲେଜ୍‌ରେ ନକଲି ସାର୍ଟିଫିକେଟ୍‌ ଦେଇ ଆଡ୍‌ମିଶନ ମାମଲା । ୨ ଜଣଙ୍କୁ ଏହି ମାମଲାରେ ଗିରଫ କରିଛି ବରଗଡ଼ ପୋଲିସ । ଫେକ୍‌ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେଇ ବିଜେବି କଲେଜରେ ଆଡମିଶନ କରିଛନ୍ତି କି ନାହିଁ ପୋଲିସ ପଚରାଉଚରା କରୁଛି। କଲେଜ ପ୍ରିନ୍ସପାଲଙ୍କ ଅଭିଯୋଗ କ୍ରମେ