Sign in
Sign in
Recover your password.
A password will be e-mailed to you.
ମୋର ବୟାନକୁ ଭୁଲ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି: ସାଇ ପଲ୍ଳବୀ
ଚେନ୍ନାଇ: ଜଣାଶୁଣା ସାଉଥ ଅଭିନେତ୍ରୀ ସାଇ ପଲ୍ଳବୀ ନିଜ ବୟାନ ପାଇଁ ଆଜିକାଲି ବିବାଦରେ ଥିବାବେଳେ ତାଙ୍କ ଚଳଚ୍ଚିତ୍ର ‘ବୀରତା ପାର୍ବମ୍’ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି | ତେବେ ଫିଲ୍ମର ପ୍ରମୋସନ ସମୟରେ ଅଭିନେତ୍ରୀ କାଶ୍ମୀରୀ ପଣ୍ଡିତଙ୍କ ବିଷୟରେ ଏପରି ବିବୃତ୍ତି!-->…
ଗୁରୁଦ୍ୱାରା ଉପରେ ଆକ୍ରମଣ: ହିନ୍ଦୁ-ଶିଖମାନଙ୍କ ପାଇଁ ୧୦୦ ଇ-ଭିସା ଜାରି କଲା ଭାରତ
ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲର କର୍ତେ ପରୱାନ ଗୁରୁଦ୍ୱାର ଉପରେ ଶନିବାର ଆକ୍ରମଣ ପରେ ଭାରତ ଏକ ବଡ ପଦକ୍ଷେପ ନେଇଛି। ଆଫଗାନିସ୍ତାନରେ ରହୁଥିବା ୧୦୦ରୁ ଅଧିକ ଶିଖ ଏବଂ ହିନ୍ଦୁଙ୍କୁ ଗୃହ ମନ୍ତ୍ରଣାଳୟ ଇ-ଭିସା ପ୍ରଦାନ କରିଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ସୁଦ୍ଧା ପ୍ରାୟ!-->…
ଅଗ୍ନିପଥ ନିଆଁରେ ପେଟ୍ରୋଲ ଢ଼ାଳୁଛନ୍ତି ବିଜେପି-ଜେଡିୟୁ: ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଥମୁନି ହିଂସା। ଏହାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ସେନାରେ ଯୋଗଦେବାକୁ ଆଶାୟୀ ଥିବା ଯୁବକମାନେ କେଉଁଠି ପୁଲିସ ଉପରେ ଆକ୍ରମଣ କରୁଛନ୍ତି ତ କେଉଁଠି ଟ୍ରେନ ଜାଳି ଦେଉଛନ୍ତି। ସବୁଠାରୁ ଅଧିକ ପ୍ରଦର୍ଶନ ବିହାରରେ!-->…
ସିକନ୍ଦରାବାଦ ହିଂସାର ମାଷ୍ଟରମାଇଣ୍ଡ ଗିରଫ
ସିକନ୍ଦରାବାଦ: ଅଗ୍ନିପଥ ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନରେ ଗତ ଶୁକ୍ରବାର ପ୍ରବଳ ହିଂସାକାଣ୍ଡ ଘଟିଥିଲା। ପୁଲିସ୍ ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଗିରଫ କରିଛି। ସେ ହିଁ ଆନ୍ଦୋଳନ କରିବାକୁ ଉସକାଇବା ସହ!-->…
ଆସାମ ବନ୍ୟା ବିଭୀଷିକା, ଗଲାଣି ୬୨ ଜଣଙ୍କ ଜୀବନ
ଦିସପୁର: ଆସାମରେ ବନ୍ୟା ବିଭୀଷିକା। ଚାରିଆଡେ ହାହାକାର। ବନ୍ୟା ଯୋଗୁ ପାଣି ଘେରରେ ଫସିଛି ଲକ୍ଷ ଲକ୍ଷ ଜୀବନ। ଏଠାରେ ଗତ ୨୪ ଘଣ୍ଟାରେ ବନ୍ୟା ଓ ଭୂସ୍ଖଳନରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛନ୍ତି।ଏହି ୮ ଜଣଙ୍କ ମଧ୍ୟରୁ କରିମଗଞ୍ଜରୁ ୨ଜଣ!-->…
‘ଅଗ୍ନିପଥ’କୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ
ନୂଆଦିଲ୍ଲୀ: ‘ଅଗ୍ନିପଥ’କୁ ନେଇ ଜଳୁଛି ନିଆଁ। ଦେଶବ୍ୟାପି ଜାରି ରହିଛି ବିକ୍ଷୋଭ। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ କଂଗ୍ରେସ ବିରୋଧ କରି ସତ୍ୟାଗ୍ରହ କରୁଛି। ଦଳ ପକ୍ଷରୁ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସତ୍ୟାଗ୍ରହ କରାଯାଉଛି। ଏଥିରେ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି। ସେପଟେ!-->…
ଅଗ୍ନିପଥ ବିବାଦ : ପ୍ରଥମଥର ପାଇଁ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାକୁ ବିରୋଧ ଜାରି ରହିଛି। ମଙ୍ଗଳବାର ସେନାରେ ଶର୍ଟଟର୍ମ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନାର ଶୁଭାରମ୍ଭ କରାଯାଇଥିଲା। କିନ୍ତୁ ସେବେଠାରୁ ଏହି ଯୋଜନାକୁ ବିଭିନ୍ନ ରାଜ୍ୟରେ ଜୋରଦାର ବିରୋଧ କରାଯାଉଛି।!-->…
ରାଉରକେଲା : ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ସାଇକ୍ଲୋଥନ କାର୍ଯ୍ୟକ୍ରମ…
ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ରାଉରକେଲା : ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଲାଗି ସ୍ମାର୍ଟ ସିଟି ରାଉରକେଲାରେ ଏକ ‘ସାଇକ୍ଲୋଥନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ରାଉରକେଲା!-->!-->!-->…
ଅଗ୍ନୀପଥ ପ୍ରତ୍ଯାହାର ଦାଵିରେ ଏଆଇଏସ୍ଏଫ୍ ପକ୍ଷରୁ ଵିକ୍ଷୋଭ : ମୋଦି,ରାଜନାଥ ସିଂହ ଙ୍କ ସମେତ ଆଦାନୀ ଆମ୍ଵାନୀଙ୍କ କୁଶ…
ଭୁଵନେଶ୍ଵର: ସେନାରେ ୪ଵର୍ଷିଆ ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ପାଇଁ ପ୍ରଣୟନ ହୋଇଥିଵା ଅଗ୍ନୀପଥ ଯୋଜନା ପ୍ରତ୍ଯାହାର ଦାଵିରେ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ପକ୍ଷରୁ ଓଡିଶା ଵିଧାନ ସଭା ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ ସହ କୁଶ ପୁତ୍ତଳିକା ଦାହ କରାଯାଇଛି।୨୦୧୯ ପରଠାରୁ!-->!-->!-->…
ଚିତ୍ରକୋଣ୍ଡାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ଚିତ୍ରକୋଣ୍ଡା (୧୮/୦୬) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ବ୍ଲକ ପରିଷରରେ ଅଠର ଗୋଟି ପଞ୍ଚାୟତ କୁ ନେଇ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ!-->…