ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା, ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ କଲେ ପୀଡିତା

ଧାମନଗର: ସ୍ତ୍ରୀର ଅଶ୍ଲୀଳ ଫଟୋ ଭାଇରାଲ କରୁଥିବା ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି । ସମ୍ପୃକ୍ତ ପତ୍ନୀ ଥାନାକୁ ଯାଇ ନିଜ ସ୍ୱାମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଉକ୍ତ ଥାନା ଅଞ୍ଚଳରେ ରୁମାଲି ଦାଶ (ଛଦ୍ମାନମ) ୭ ବର୍ଷ ପୂର୍ବେ ପୁରୀ ଜିଲ୍ଲା ନୀଳଚକ୍ର ନଗର ଗ୍ରାମର ଭକ୍ତ…

ବରମୁଣ୍ଡା ବସଷ୍ଟାଣ୍ଡରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ବର : ବରମୁଣ୍ଡା ବସଷ୍ଟାଣ୍ଡରେ ହଣାହଣି । ବରମୁଣ୍ଡା ବସଷ୍ଟାଣ୍ଡରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ । ଯୁବକଙ୍କୁ ହାଣି ରକ୍ତାକ୍ତ କଲେ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡ଼ୁ ହୋଇ ବସଷ୍ଟାଣ୍ଡ ସାରା ଦୌଡିଲେ ଯୁବକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ଯୁବକଙ୍କୁ…

ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ହରିଲୁଟ, ମହିଳା ଶ୍ରମିକଙ୍କୁ ଗାଁ ସାଥୀଙ୍କ ଧମକ

ହିଞ୍ଜିଳିକାଟୁ(୧୯।୬) : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ କାମ ପାଇବାକୁ ଦାବି ଜଣାଇଥିବା ଜଣେ ମହିଳା ଶ୍ରମିକଙ୍କୁ ଗାଁ ସାଥୀ କାମ ଦେବାକୁ ମନା କରିବା ସହ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।…

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ଯାଣଙ୍କୁ ବିଦାୟ ସମ୍ବର୍ଦ୍ଧନା…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଗତ ତିନି ବର୍ଷ ଧରି ଜିଲ୍ଲପାଳ ଭାବେ ଦାୟିତ୍ଵ ତୁଲାଇଥିବା ଶ୍ରୀଯୁକ୍ତ ନିଖିଲ ପବନ କଲ୍ଯାଣଙ୍କୁ ପ୍ରଶାସନ ପକ୍ଷରୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। ରବିବାର ଦିନ ସ୍ଥାନୀୟ ବିକାଶ ଭବନ ଠାରେ ଅୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା…

ବରିଷ୍ଠ କଳାକାର ସଂଘର କଳାକାର ଏକତା ଅଭିଯାନ

ବ୍ରହ୍ମପୁର (୧୯/୦୬) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ତରଫରୁ ବ୍ଲକ ସ୍ତରୀୟ କଳାକାର ଏକତା ଅଭିଯାନ କାର୍ଯ୍ୟକ୍ରମର ଅୟମାରମ୍ଭ ହୋଇଯାଇଛି । ଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ କଣମଣା ପଞ୍ଚାୟତ ଅଫିସ୍ ସଭାପ୍ରକୋଷ୍ଠ ମଧ୍ୟରେ ଆୟୋଜିତ…

ଆବର୍ଜନା କେନ୍ଦ୍ରକାମ ସରି ଦୁଇ ଦିନ ହୋଇନି, ହେଲାଣି ଫାଟ

ଦାରିଙ୍ଗବାଡ଼ି (୧୯/୬) : ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତରେ ସ୍ଵଛ ଭାରତ ମିଶନ କାର୍ଯ୍ୟରେ ନିମ୍ନମାନର କାର୍ଯ୍ୟ ଦେଖିବାକୁ ମିଳିଛି। ସିମନବାଡି ସ୍ଥିତ ମେଡିକାଲ ନିକଟରେ ୯୭ ହଜାର ଵ୍ୟୟ ଅଟକଳରେ ସ୍ୱଚ୍ଛ ଭାରତ ମିଶନ ଫେଜ-୨ ଜରିଆରେ ଆବର୍ଜନା ପୃଥୀକରଣ କେନ୍ଦ୍ର ନିର୍ମାଣ ହୋଇଛି।…

ପୁଣି ବୈଦ୍ୟନାଥପୁର ପୋଲିସ କୁ ଖୋଲା ଚାଲେଞ୍ଜ : ଚୋର ଙ୍କ ପାଇଁ ଅଞ୍ଚଳ ବାସୀ ଅସୁରୁକ୍ଷିତ…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ ବ୍ରହ୍ମପୁର : ପୁଣି ଥରେ ବୈଦ୍ୟନାଥପୁର ଅଞ୍ଚଳ ରେ ଚୋରୀ କିଛି ଦିନ ବ୍ୟବଧାନ ରେ ପୁଣି ଅଂଚଳରେ ଚୋରୀ ଯାହାକୁ ନେଇ ଲୋକଙ୍କ ଅସନ୍ତୁଷ୍ଟ ଦେଖିବାକୁ ମିଳୁଛି ସିଧା ଭାବରେ ପୋଲିସ ର ଢିଲା ପେଟ୍ରୋଲିଙ୍ଗ କୁ ଦାୟୀ କରିଛନ୍ତି l ସୂଚନା ଥାଉକି…

ଚନ୍ଦ୍ରର ‘ତୋଫାନ୍‌ ସମୁଦ୍ର’ରେ ଜଳର ସଙ୍କେତ

ବେଜିଙ୍ଗ୍‌: ଚନ୍ଦ୍ରପୃଷ୍ଠରେ ଗଳିତଧାତୁରେ ସୃଷ୍ଟି ହୋଇଥିବା ସମତଳ ଅଞ୍ଚଳ ‘ତୋଫାନ୍‌ ସମୁଦ୍ର’ରୁ ଚୀନ୍‌ ସଂଗ୍ରହ କରିଥିବା ନମୁନାଗୁଡ଼ିକରୁ ଚୀନା ବୈଜ୍ଞାନିକମାନେ ଜଳର ସଙ୍କେତ ପାଇଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି। ଫଳରେ ଚନ୍ଦ୍ରର ସୃଷ୍ଟି ବିଷୟରେ…

ଜୁନ ୨୪ରୁ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପଂଜୀକରଣ, ନଭେମ୍ବର ୨୧ରୁ ଆଇଏନଏସ ଚିଲିକାରେ ନୌ-ଅଗ୍ନିବୀରଙ୍କ…

ନୂଆଦିଲ୍ଲୀ : ସେନାରେ ନିଯୁକ୍ତି ପାଇଁ ସରକାର ଆରମ୍ଭ କରିଥିବା ଅଗ୍ନିପଥ୍ ସ୍କିମକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ତିନି ସେନା ପକ୍ଷରୁ ରବିବାରଦିନ ଏକ ମିଳିତ ପ୍ରେସମିଟ୍ କରି ଏହି ସ୍କିମକୁ ନେଇ ରହିଥିବା ସଂଦେହ ଦୂର କରାଯାଇଛି । ଏହା ସହିତ ସ୍ବଷ୍ଟ କରାଯାଇଛି ଯେ ଏହି…

ଅଗ୍ନିକାଣ୍ଡ କରୁଥିବା ଯୁବକମାନେ ଅଗ୍ନିବୀର ହୋଇପାରିବେ ନାହିଁ : ଭାରତୀୟ ସେନା

ନୂଆଦିଲ୍ଲୀ : ସରକାରଙ୍କ ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ପୋଡ଼ାଜଳା କରୁଥିବା ଯୁବକମାନଙ୍କ ପ୍ରତି କଠୋର ହୋଇଛି ଭାରତୀୟ ସାମରିକ ବାହାନୀ । ଏପରି କାର୍ଯ୍ୟରେ ଲିପ୍ତ ରହିଥିବା ଯୁବକମାନଙ୍କୁ ସେନାରେ ନିଯୁକ୍ତି ଦିଆଯିବ ନାହିଁ ବୋଲି ତିନିସେନା ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।ଆଜି…