Sign in
Sign in
Recover your password.
A password will be e-mailed to you.
୭ ହଜାର ଟଙ୍କା ପାଇଁ ଛାତ୍ରଙ୍କୁ ଅପହରଣ ଅଭିଯୋଗ
ଭୁବନେଶ୍ୱର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ୭ ହଜାର ଟଙ୍କା ପାଇଁ କଲେଜ ଛାତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଛାତ୍ରଙ୍କୁ ଅପହରଣ କରିବା ସହ ଶରୀରର ବିଭିନ୍ନ ସ୍ଥାନକୁ କାଚ ବୋତଲରେ ଦୁବୃର୍ତ୍ତମାନେ ଆକ୍ରମଣ କରିଛନ୍ତି । ଛାତ୍ର ଜଣଙ୍କୁ ଅକଥନୀୟ ଅତ୍ୟାଚାର ଦେଇଥିବା!-->…
ଓଡ଼ିଶାରେ ଆଉ ୧୭୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ, ୨୨ ମୃତ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୭୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୯୭ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୭୧୫ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ!-->…
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା
କଟକ: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଆଶ୍ୱସ୍ତି । ହାଇକୋର୍ଟରୁ ଟୁଡ଼ୁଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ଆଜି ଅନ୍ତରୀଣ ଜାମିନ୍ ଆବେଦନର ଶୁଣାଣି କରି ହାଇକୋର୍ଟ ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି । ମାମଲାରେ ମାର୍ଚ୍ଚ ୪ରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ପାଇଁ ନିର୍ଦ୍ଦେଶ!-->…
ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର
ଭୁବନେଶ୍ବର: ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର। ମହାରାଜା ଦିବ୍ୟ ସିଂହଦେବଙ୍କ ତୃତୀୟ କନ୍ୟା ରାଜକୁମାରୀ ଦେବେଶୀ ଦେବୀ ବିବାହ ବନ୍ଧନରେ ଆବଦ୍ଧ ହେବେ। ଭୁବନେଶ୍ଵରସ୍ଥିତ ହୋଟେଲ ମେ' ଫେୟାରରେ ବିବାହ କାର୍ଯ୍ୟ ପାଇଁ ସମସ୍ତ ଆୟୋଜନ କରାଯାଇଛି।
ରାଜ ପରିବାରର!-->!-->!-->…
ବଢ଼ିଲା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା
କଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ପୂର୍ବରୁ ହାଇକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା । ତେବେ ଆଉ ୬ ଜଣ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଆଇନ ବିଭାଗ ଓ ହାଇକୋର୍ଟକୁ ଚିଠି ଆସିଛି!-->…
ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ୍ ଆଗରେ ବିଜେପିର ଧାରଣା
ଭୁବନେଶ୍ବର ୯।୨: ଗୁରୁବାର ୧୦୭ ପୌର ପରିଷଦ ଏବଂ ୩ ମହାନଗର ନିଗମ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ଧାରଣାରେ ବସିଲା ଭାରତୀୟ ଜନତା ପାର୍ଟି । ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ନିର୍ବାଚନ!-->…
ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ଭୁବନେଶ୍ବର ୦୯।୦୨: ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଡିନ୍ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ । ଘଟଣାସ୍ଥଳରେ ଉତ୍ତେଜନା । ପୋଲିସ ଓ ଛାତ୍ରଛାତ୍ରୀ ଧସ୍ତାଧସ୍ତି ।
ଖବର ଅନୁଯାୟୀ, ଏବେ କରୋନା ସଂକ୍ରମଣ କମିବା ପରେ!-->!-->!-->…
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯୁବକ ମୃତ
ଫୁଲବାଣୀ : ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ଦେଖାଯାଇଛି । ଲ୍ୟାଣ୍ଡମାଇନ ବିସ୍ଫୋରଣରେ କିଛିଦିନ ପୂର୍ବରୁ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଫୁଲବାଣୀର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ କିଆମୁଣ୍ଡା ନିକଟରେ ବିସ୍ଫୋରଣ ଘଟିଛି ।!-->…
ପ୍ରିୟଙ୍କା ଦେଇଥିବା ବିବୃତ୍ତିର ଜବାବରେ କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ହିଜାବ ଝଡ଼ ଦିନ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ରାଜନୈତିକ ବୟାନବାଜି ଏହି ପ୍ରସଙ୍ଗକୁ ଆହୁରି ଉସ୍ମ କରିଛି। ହିଜାବକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଦେଇଥିବା ଏକ ବିବୃତ୍ତିର ଜବାବରେ ରାଜ୍ୟର ଜଣେ ମନ୍ତ୍ରୀ ବିବାଦୀୟ ବୟାନ!-->…
ଘର ଭିତରୁ ମିଳିଲା ବାୟୁସେନାର ପୂର୍ବତନ ପାଇଲଟ ଓ ପତ୍ନୀଙ୍କ ରକ୍ତାକ୍ତ ମୃତଦେହ
ବେଙ୍ଗାଲୁରୁ: ଭାରତୀୟ ବାୟୁସେନାର ଜଣେ ପୂର୍ବତନ ପାଇଲଟ ଓ ତାଙ୍କ ପତ୍ନୀଙ୍କୁ ସେମାନଙ୍କ ଘର ଭିତରେ ହତ୍ୟା କରାଯାଇଛି। ଏହି ଦମ୍ପତି ବେଙ୍ଗାଲୁରୁ ଉପକଣ୍ଠରେ ଥିବା ଇଜଲେଟନ ରିଜର୍ଟରେ ଥିବା ସେମାନଙ୍କ ଭିଲ୍ଲାରେ ରହୁଥିଲେ। ଏହିଠାରୁ ସେମାନଙ୍କ ମୃତଦେହ ମିଳିଛି।ତେବେ ଦମ୍ପତିଙ୍କ ଘରେ କାମ!-->…