Sign in
Sign in
Recover your password.
A password will be e-mailed to you.
ଗୁରୁଦ୍ୱାରରେ ଆଖିବୁଜା ବିସ୍ଫୋରଣ, ଫସି ରହିଛନ୍ତି ବହୁ ଲୋକ
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ଏକ ଗୁରୁଦ୍ୱାରରେ ଆଜି ସକାଳେ ଭୟଙ୍କର ବିସ୍ଫୋରଣ ଘଟିଛି। ପ୍ରାର୍ଥନା ନିମନ୍ତେ ଗୁରୁଦ୍ୱାରକୁ ୩୦ରୁ ଊର୍ଦ୍ଧ୍ୱ ଲୋକ ଯାଇଥିବା ବେଳେ ଏହି ବିସ୍ଫୋରଣ ହୋଇଛି। ଏହି ବ୍ଲାଷ୍ଟିଂ ଯୋଗୁ ଗୁରୁଦ୍ୱାରର ମୁସଲିମ ସୁରକ୍ଷା ଗାର୍ଡଙ୍କ ମୃତ୍ୟୁ ହୋଇଥିବା!-->…
‘କୃଷି ଆଇନ୍ ପରି ଅଗ୍ନିପଥ ଯୋଜନା ବି ପ୍ରତ୍ୟାହୃତ ହେବ’
ନୂଆଦିଲ୍ଲୀ: ଧୀରେ ଧୀରେ କେନ୍ଦ୍ର ସରକାରଙ୍କ ପାଇଁ କଣ୍ଟା ସାବ୍ୟସ୍ତ ହେଲାଣି ‘ଅଗ୍ନିପଥ’ ଯୋଜନା। ଏହାକୁ ନେଇ ସମଗ୍ର ଦେଶରେ ନିଆଁ ଜଳୁଥିବା ବେଳେ ଏବେ ଏହି ଯୋଜନାକୁ ନେଇ ରାଜନୀତି ଜୋର ଧରିଲାଣି। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କେନ୍ଦ୍ର ସରକାର!-->…
ନାବାଳିକା କୁ ଡ୍ରଗ୍ସ ଦେଇ ନିଶାଶକ୍ତ ଅବସ୍ଥା ରେ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ…
ବ୍ରହ୍ମପୁର : ବର୍ତ୍ତମାନ ବ୍ରହ୍ମପୁର ସହର ମଦ, ଚରସ ଓ ଧଳା ଜହର ବେପାରୀ ଙ୍କ ଭୂସ୍ବଗ ପାଲଟିଛି କହିଲେ କିଛି ଭୁଲ ହେବ ନାହିଁ l ଗତ କିଛି ବର୍ଷ ହେଲା ଏହି ଧଳ ଜହର ପଛରେ ପଡିଯାଇଥିଲେ ତରୁଣ ଯୁବ ଗୋଷ୍ଟି, କିଛି ଏହାକୁ ଫେସନ ଭାବରେ ଗ୍ରହଣ କରୁଥିଲେ, ପୋଲିସ ବିଭିନ୍ନ ଖବର କାଗଜ ରେ ଖବର!-->…
ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ
ପୁରୀ : ଧଳା ଜହରର ହବ୍ ପାଲଟିଗଲାଣି ପୁରୀ ଜିଲ୍ଲା । ବାରମ୍ବାର ଚଢାଉ କରି ଧଳା ଜହର ଜବତ କରୁଛି ପୋଲିସ । କିଛି ଦିନ ତଳେ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ପୁଣି ଥରେ ପୁରୀ ପୋଲିସକୁ ସଫଳତା ମିଳିଛି । ବ୍ରାଉନସୁଗାର ଜବତ କରିବା ସହ କିଙ୍ଗପିନ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
!-->!-->!-->…
ନିଶା ପାଇଁ ଟଙ୍କା ନ ଦେବାରୁ ମା’କୁ ହାଣିଦେଲା ପୁଅ!
ଅନୁଗୋଳ: ଯେଉଁ ମା' କୋଳେଇ କାଖେଇ ବଡ଼ କରିଥିଲା। ନିଜ ପଣତ କାନିରେ ମୁହଁ ପୋଛି ଦେଉଥିଲା। ସାମାନ୍ୟ ଟଙ୍କା ପାଇଁ ସେହି ମା'କୁ ହାଣି ହତ୍ୟା କଲା ପୁଅ। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କଲିୟାରୀ ଥାନା ଅନ୍ତର୍ଗତ ନାକିଟି ସାହିରେ। ମୃତ ମହିଳା ଜଣଙ୍କ ହେଲେ ଜୁଲେଇ ବିଶ୍ୱାଳ। ତାଙ୍କୁ!-->…
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ । ରଥଯାତ୍ରା ଯେପରି ଶାନ୍ତିଶୃଙ୍ଖଳାର ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ!-->…
ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ କାର୍ଯ୍ୟକ୍ରମ, ଆଜି ଯିବେ ଦିଲ୍ଲୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରମ୍ଭ ହେଲା ଦ୍ବିତୀୟ ବିଦେଶ ଗସ୍ତ କାର୍ଯ୍ୟକ୍ରମ। ସେଥିପାଇଁ ଆଜି ଦିଲ୍ଲୀ ଗସ୍ତ କରିବେ ନବୀନ। ସେ ଆଜି ଅପରାହ୍ନ ସାଢ଼େ ୧ଟାରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ। ସେଠାରେ ସେ ଦୁଇଦିନ ଅବସ୍ଥାନ କରିବା ପରେ ୨୦!-->…
ଚିଲିକାରେ ଘାଟ ଭସାପୋଲ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ
ବ୍ରହ୍ମଗିରି: କୃଷ୍ଣପ୍ରସାଦ ୩୫ ମୌଜା କମିଟି ପକ୍ଷରୁ ଚିଲିକାରେ ଘାଟ ଭସାପୋଲ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଗତ ଦ୍ଵିତୀୟ ବାଲିଯାତ୍ରା ତାଥା ପଣାପଡ଼ିଆରେ ହୋଇଥିବା ଆଳୁପାଟଣା ଓ ତିତିପ ଗ୍ରାମ ମଧ୍ୟରେ ହୋଇଥିବା ବିବାଦ ବାରମ୍ବାର ଉଗ୍ର ରୂପ!-->…
କକାପୁଅର ଟାଙ୍ଗିଆ ଚୋଟରେ ବଡବାପା ପୁଅର ମୃତ୍ୟୁ
ମଦ ନିଶାରେ ଭାଇକୁ ଚିହ୍ନିଲାନି ଭାଇ। ସମ୍ପର୍କକୁ ଭୁଲିଯାଇ ଟାଙ୍ଗିଆ ଫସାରେ ଭାଇକୁ ହତ୍ୟା କଲା ଭାଇ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କୃଷପୁର ଗାଁରେ।
ଘଟଣାଟି ଅପରାହ୍ନ ୫ଟା ବେଳକୁ ଘଟିଥିବା ବେଳେ ଅଭିଯୁକ୍ତ କୁନା ନାୟକ ଘଟଣା ଘଟାଇ ଫେରାର!-->!-->!-->…
SCBରେ ଭର୍ତ୍ତି ହେଲା ଜଗା: ୨ ଦିନ ଧରି ହେବ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ
କଟକ: SCBରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଜଗାକୁ କଟକ ଏସ୍ସିବି ମେଡିକାଲକୁ ଅଣାଯାଇଛି । ଏସ୍ସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ୱତନ୍ତ୍ର ପ୍ରକୋଷ୍ଠରେ ଜଗାକୁ ରଖାଯାଇଛି। ପ୍ରାୟ ଦେଢ଼ ବର୍ଷ ବ୍ୟବଧାନରେ ଜଗା ସ୍ୱାସ୍ଥ୍ୟାବସ୍ଥା!-->…