Sign in
Sign in
Recover your password.
A password will be e-mailed to you.
କରୋନା ଦୂର ପାଇଁ ଆୟୁର୍ବେଦ ବେଶ୍ ଉପଯୋଗୀ: ବିଶେଷଜ୍ଞ
ଭୁବନେଶ୍ବର: କରୋନା ସଂକ୍ରମଣରୁ ଦୂର ପାଇଁ ଆୟୁର୍ବେଦ ବେଶ୍ ଉପଯୋଗୀ। ଅମୃତାରିଷ୍ଠ, ଅଣୁତୈଳ ଓ ଦ୍ରାକ୍ଷାରିଷ୍ଟ ଆଦି ବ୍ୟବହାର କରିହେବ। ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଏହା କହିଛନ୍ତି। କୋଭିଡ ପରବର୍ତ୍ତୀ ଚିକିତ୍ସା ପାଇଁ ମଧ୍ୟ ବେଶ୍ ଉପଯୋଗୀ ଆୟୁର୍ବେଦ। କୋଭିଡ ଆକ୍ରାନ୍ତଙ୍କ ପାଇଁ!-->…
ଉଗ୍ର ହେଉଛି ହିଜାବ ବିବାଦ: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସବୁ ସ୍କୁଲ, କଲେଜ ବନ୍ଦ
ବେଙ୍ଗାଲୁରୁ: ହିଜାବ ବିବାଦକୁ ନେଇ କର୍ଣ୍ଣାଟକରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥତି ଅଣାୟତ୍ତ ଆଡ଼କୁ ଅଗ୍ରସର ହେଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ତେଣୁ କର୍ଣ୍ଣାଟକରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସବୁ ହାଇସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା!-->…
କରୋନା ସଂକ୍ରମିତ ହେଲେ ନେହା ଭାସିନ୍
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ମାମଲା ବୃଦ୍ଦଇ ହେବାରେ ଲାଗିଛି । ଏଥିରୁ ମଧ୍ୟ ବାଦ ପଡୁନାହାନ୍ତି ଅଭିନେତା, ଅଭିନେତ୍ରୀ, ଗାୟକ ଓ ଗାୟିକାମାନେ । ଏହାରି ଭିତରେ ବିଗବସ୍ ୧୫ରେ ପ୍ରତିଯୋଗୀ ଭାବେ ନଜର ଆସିଥିବା ଗାୟିକା ନେହା ଭାସିନ୍ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ସୋସିଆଲ!-->…
ବାର୍ଷିକ ଦ୍ୱାଦଶ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲା CHSE
ଭୁବନେଶ୍ୱର: ବୋର୍ଡ ପରୀକ୍ଷା ପ୍ରସ୍ତୁତି, ବାର୍ଷିକ ଦ୍ୱାଦଶ ପରୀକ୍ଷା କରାଇବା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଉଚ୍ଚମାଧ୍ୟମିକ ସ୍କୁଲ ଓ ଅନୁବନ୍ଧିତ କଲେଜ ମାନଙ୍କୁ ନିର୍ଦ୍ଦେଶ ଦେଇକ୍ତି ସିଏଚଏସସି ।
ଯଥାଶୀଘ୍ର ଦ୍ୱାଦଶ କ୍ୱାଟର ଏଣ୍ଡ ମାର୍କ ସାମସ୍ ପୋର୍ଟାଲରେ ଅପଲୋଡ୍ କରିବା ପାଇଁ!-->!-->!-->…
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରୀ ଘଟଣା: ୩ ଗିରଫ
ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ନୟାଗଡ଼ ପୋଲିସ୍ । ଆଜି ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ନୟାଗଡ ଟାଉନ୍ ଥାନା ପୋଲିସ୍ । ଗତ ଜାନୁଆରୀ ୨୮ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ନବଜାତ ଶିଶୁ ଚୋରୀ ହୋଇଥିଲା ।
!-->!-->!-->…
ଆସନ୍ତାକାଲି ହେବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା
କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍ଏସ୍ଟିଇଟି) ବୁଧବାର ଅନୁଷ୍ଠିତ ହେବ। ପ୍ରଥମ ପେପର୍ ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଓ ଦିନ ୧ଟାରୁ ୩.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପେପର ପରୀକ୍ଷା ହେବ । ମୋଟ ୭୨,୨୮୦ ପରୀକ୍ଷାର୍ଥୀ ଏଥିନେଇ ପଞ୍ଜୀକରଣ କରିଥିବା ବେଳେ ୩୩୮ଟି!-->…
ବରଫ ଝଡ଼ରେ ଚାଲିଗଲା ଦେଶର ୭ ଯବାନଙ୍କ ଜୀବନ
ନୂଆଦିଲ୍ଲୀ: ଅକାଳରେ ଚାଲିଗଲା ୭ ଯବାନଙ୍କ ଜୀବନ। ଅରୁଣାଚଳପ୍ରଦେଶର କାମେଙ୍ଗ ସେକ୍ଟରରେ ହିମସ୍ଖଳନ ଘଟି ସମ୍ପୃକ୍ତ ୭ ଜଣ ଯବାନଙ୍କ ପ୍ରାଣହାନୀ ଘଟିଛି। କାମେଙ୍ଗ ସେକ୍ଟରରେ ଉଚ୍ଚତମ ଶୃଙ୍ଗରେ ଡ୍ୟୁଟି କରୁଥିବା ବେଳେ ଫେବୃରୀ ୬ରେ ଏହି ଦୁର୍ଘଟଣା ଘଟିଛି। ଏନେଇ ସେନା ପକ୍ଷରୁ ସ୍ପଷ୍ଟ!-->…
୧୨ ତାରିଖରୁ ଭୁବନେଶ୍ୱରରେ ଖୋଲିବ ଧର୍ମାନୁଷ୍ଠାନ
ଭୁବନେଶ୍ୱର: ଓଡ଼ିଶା ସମେତ ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ୍ର ୩ୟ ଲହର ହ୍ରାସ ପାଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ହୋଇଥିବାରୁ ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖ ଠାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମେତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)!-->…
ସଂସଦରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ
ରାଜ୍ୟସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ମୋଦୀ ନବୀନ ସରକାରଙ୍କୁ ପ୍ରଶଂସା କରିଛନ୍ତି । କେନ୍ଦ୍ର ସରକାର କୋଇଲା ଏବଂ ମାଇନିଂରେ ସଂସ୍କାର ଆଣୁଛି ।
ଆଉ!-->!-->!-->…
ହାତୀ ମୃତଦେହ ପୋତିବା ଘଟଣାରେ ରେଞ୍ଜର ନିଲମ୍ବିତ
ଆାଠଗଡ: ଶିକାରୀ ଗୁଳିରେ ହାତୀ ମୃତ୍ୟୁ ଘଟଣା । ଗୁଳିବଦ୍ଧ ଦନ୍ତା ହାତୀର ମୃତଦେହକୁ ରାତିଅଧିଆ ପୋତିବା ମହଙ୍ଗା ପଡିଲା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗହଣ କରାଯାଇଛି।ଆଠଗଡ ରେଞ୍ଜର ଆୟାଶା ଅଖତାରୀ ନିଶାଙ୍କୁ ଚାକିରୀରୁ ଓଡିଶା ମୁଖ୍ୟ ବନ ସଂରକ୍ଷକ ନିଲମ୍ବିତ କରିଛନ୍ତି। ଅନୁଗୁଳ ଆଞ୍ଚଳିକ!-->…