Sign in
Sign in
Recover your password.
A password will be e-mailed to you.
କୁତ୍ରା ବ୍ଲକ ତୁରମୁରା ଜିଆରଏସ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ସୁନ୍ଦରଗଡ: ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ତୁରମୁରା ଜିଆରଏସ ହେମନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଅଫିସ ସମେତ ପୁରକାପାଲି ବାସଭବନରେ ଚଢାଉ କରାଯାଇଛି। କୁତ୍ରା ବ୍ଲକ ତୁରମୁରା ଜିଆରଏସ ହେମନ୍ତ!-->…
ପବନରେ ବ୍ୟାପୁଛି ମଙ୍କିପକ୍ସ! ସର୍ଜିକାଲ ମାସ୍କ ପିନ୍ଧିବାକୁ ପରାମର୍ଶ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଭିତରେ ଆତଙ୍କ ଖେଳାଇଛି ଆଉ ଏକ ଭାଇରସ। ‘ମଙ୍କିପକ୍ସ’କୁ ନେଇ ଚାରିଆଡେ ଭୟର ବାତାବରଣ ଖେଳିଯାଇଛି। ପ୍ରାୟ ୧୦୦୦ରୁ ଅଧିକ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇ ସାରିଲେଣି। ଏଥିସହ ୨୯ ଦେଶକୁ ବ୍ୟାପିସାରିଲାଣି ଏହି ଭାଇରସ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ!-->…
ପ୍ଲେ ଷ୍ଟୋରରେ ଉପଲବ୍ଧ ବେଆଇନ୍ ଲୋନ୍ ଆପ ହଟାଇବାକୁ ଗୁଗୁଲକୁ EOWର ଚିଠି
ଭୁବନେଶ୍ୱର : ପ୍ଲେ ଷ୍ଟୋରରେ ଥିବା ବିଭିନ୍ନ ବେଆଇନ୍ ଲୋନ୍ ଆପକୁ ନେଇ ଇଓଡବ୍ଲୁ ଖୋଳତାଡ଼ ଆରମ୍ଭ କରିଛି । ଏନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ଗୁଗୁଲକୁ ଚିଠି ଲେଖାଯାଇଛି । ଯେଉଁଥିରେ କୋକୋ ଲୋନ୍, ଜୋଜୋ ଲୋନ୍ ଭଳି ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ୪୫ଟି ବେଆଇନ୍ ଲୋନ୍ ଆପ୍!-->…
ହାଇଦ୍ରାବାଦ ଗଣଦୁଷ୍କର୍ମ: ଅଭିଯୁକ୍ତଙ୍କୁ ସାବାଳକ ଭଳି ଦଣ୍ଡ ଦେବାକୁ ପୁଲିସର ଦାବି
ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ କାର୍ ଭିତରେ ଗଣଦୁଷ୍କର୍ମ ମାମଲାରେ କଠୋର ହୋଇଛି ପୁଲିସ। ଏହି ମାମଲାରେ ବର୍ତ୍ତମାନ ଯାଏ ୬ ଜଣଙ୍କୁ ପୁଲସ ଗିରଫ କରିଛି। ଏଥିରେ ୫ ଜଣ ନାବାଳକ ଅଛନ୍ତି। ତେବେ ଏହି ଏହି ନାବାଳକ ଅଭିଯୁକ୍ତଙ୍କୁ ସାବାଳକଙ୍କ ଭଳି ଦଣ୍ଡ ଦେବାକୁ!-->…
ଓୱେସି ଓ ସ୍ୱାମୀ ନରସିଂହାନନ୍ଦଙ୍କ ବିରୋଧରେ ଏଫ୍ଆଇଆର୍
ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ଓ ସୋଶାଲ ମିଡିଆରେ ଘୃଣାଭାବ ବିସ୍ତାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦିଲ୍ଲୀ ପୁଲିସ ବଡ ଆକ୍ସନ ନେଇଛି। ଭିନ୍ନ ଭିନ୍ନ ଧର୍ମ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରାଯାଉଥିବା ଏବଂ ବିବାଦୀୟ ବୟାନ ତଥା ସୋଶାଲ ମିଡିଆରେ ଘୃଣାଭାଗ ବିସ୍ତାର କରିବା ଅଭିଯୋଗରେ!-->…
ଧାନ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବୃଦ୍ଧି ଓଡ଼ିଶା ଚାଷୀଙ୍କ ପ୍ରତି ଉପହାସ: ବିଜେଡି
ଭୁବନେଶ୍ୱର, : କେନ୍ଦ୍ର ସରକାର ଗତକାଲି ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିଲେ । ସାଧାରଣ ଏବଂ ଏ ଗ୍ରେଡ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କ୍ୟୁଣ୍ଟାଲ ପିଛା ୧୦୦ ଟଙ୍କାକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଏହି ବୃଦ୍ଧିକୁ ବିଜେଡି ପକ୍ଷରୁ ନାପସନ୍ଦ!-->…
ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ଉଦ୍ଧାର କଲେ ଲାଇଫ ଗାର୍ଡ
ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଗଭୀର ସମୁଦ୍ର ଭିତରକୁ ଭାସି ଗଲେ ଯୁବକ। ତେବେ ସେଠାରେ ମୁତୟନ ଥିବା ଲାଇଫ ଗାର୍ଡ ମାନେ ଭାସି ଯାଉଥିବା ଯୁବକକୁ ସମୁଦ୍ର ଭିତରୁ ଉଦ୍ଧାର କରିଛନ୍ତି ।
ଅନୁଗୋଳ ଜିଲ୍ଲାର ଚିନ୍ମୟ ପ୍ରଧାନ ସମୁଦ୍ରରେ ଗାଧୋଉଥିଲେ। ସ୍ନାନ ସମୟରେ ସେ ଗଭୀର ସମୁଦ୍ର!-->!-->!-->…
ଦୁଇ ଦୁଷ୍କର୍ମକାରୀଙ୍କୁ ଜୀବନ୍ତ ଜାଳିଦେଲେ ଗାଁ ଲୋକେ, ଜଣେ ମୃତ
ରାଞ୍ଚି: ଫଇସଲା ଅନ୍ ଦା ସ୍ପଟ୍। ଦୁଇ ଦୁଷ୍କର୍ମକାରୀଙ୍କୁ ଗାଁ ଲୋକେ ଦେଲେ ଦଣ୍ଡ। ବିଚ୍ ରାସ୍ତାରେ ଠିଆ କରି ଅଭିଯୁକ୍ତଙ୍କୁ ଜୀବନ୍ତ ଜାଳି ଦେଲେ। ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ଗୁମଲା ଜିଲ୍ଲାରେ।ଝଡଖଣ୍ଡ ଗୁମଲା ଜିଲ୍ଲାର ସଦର ଥାନା ଇଲାକାର ଏକ ଗାଁ ବସୁଆ ଅମ୍ବାଟୋଲି। ଏଠିକାର!-->…
କାଉଣ୍ଟରରେ ଟିକେଟ ପାଇଁ ଠେଲାପେଲା, ପୋଲିସର ଲାଠିଚାର୍ଜ
କଟକ : ଟିକେଟ କିଣିବାକୁ ଠେଲାପେଲା । ଟିକେଟ କିଣିବା ବେଳେ ଦର୍ଶକଙ୍କ ମଧ୍ୟରେ ଠେଲାପେଲା ହୋଇଥିବାର ଦେଖିବାକୁ ମିଳିଛି । ମହିଳା ଛିଡା ହୋଇଥିବା କାଉଣ୍ଟରରେ ଠେଲାପେଲା ହୋଇଛି । ସେପଟେ ଟିକେଟ ବିକ୍ରିକୁ ଶୃଂଖଳିତ ଭାବେ କରିବାକୁ ପୋଲିସ ପକ୍ଷରୁ ପ୍ରୟାସ କରାଯାଉଛି । ଏପିରିକି ପୋଲିସ!-->…
ଦଳିତ ପୁଅକୁ ଭଲ ପାଇ କ’ଣ ଭୁଲ କଲି ? ବାପା ମୋତେ ମାରିଦେଲେ: ଅଡ଼ିଓ ଖୋଲିଲା ଗୁମର
ମହିଶୂର: ସନ୍ମାନ ପାଇଁ ଘଟିଥିବା ହତ୍ୟାକାଣ୍ଡର ଖୋଲିଲା ଚାଞ୍ଚଲ୍ୟକର ଗୁମର। ପୁଅ ଅନ୍ୟ ଜାତିର ହୋଇଥିବାରୁ ଝିଅର ପ୍ରେମକୁ ସହ୍ୟ କରିପାରିଲେନି ପରିବାର ଲୋକେ। ତେଣୁ ଝିଅକୁ ତାର ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏକ ଅନଲ କିଲିଂ ସଂକ୍ରାନ୍ତରେ ଏମିତି ଏକ ଅଡ଼ିଓ ଭାଇରାଲ ହେବାରେ!-->…