ସୋନିଆଙ୍କୁ କରୋନା

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ମନି ଲଣ୍ଡରିଂ ମାମଲାରେ ଆସନ୍ତା ଜୁନ୍‌ ୮ ତାରିଖରେ ଇଡିରେ ହାଜର ହୋଇଥାନ୍ତେ ସୋନିଆ ଗାନ୍ଧି। ହେଲେ ତା’ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ଟେଷ୍ଟ ପଜିଟିଭ ଆସିଥିବା ନେଇ କଂଗ୍ରେସ ମୁଖପାତ୍ର…

ବିଜେପିରେ ବିଧବଦ୍ଧଭାବେ ସାମିଲ ହେଲେ ହାର୍ଦ୍ଦିକ ପଟେଲ

ଭୋପାଲ: ପଦ୍ମ ଧରିଲେ ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ। ପିନ୍ଧିଲେ ଗେରୁଆ ଟୋପି। ସେ ବିଧିବଦ୍ଧ ଭାବେ ଆଜି ବିଜେପିରେ ସାମିଲ ହୋଇଛନ୍ତି। ମଧ୍ୟପ୍ରଦେଶର ରାଜ୍ୟ ସଭାପତି ସିଆର୍‌ ପାଟିଲ ତାଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିଛନ୍ତି।ସେପଟେ ବିଜେପିରେ ସାମିଲ ହୋଇଥିବା ନେଇ ଟୁଇଟ୍…

ନୂଆଦିଲ୍ଲୀର ଧରାପଡ଼ିଲା କିଡନୀ ରାକେଟ୍‌, ୧୦ ଗିରଫ

ନୂଆଦିଲ୍ଲୀ: ରୋଗ ହେଲେ ଡାକ୍ତର ହିଁ ଶେଷ ଭରସା। ଡାକ୍ତରମାନେ ହିଁ ପାଲଟିଯାଆନ୍ତି ଭଗବାନ। କିନ୍ତୁ କିଛି ମନ୍ଦ ଉଦ୍ଦେଶ୍ୟ ରଖି ଏହି ମଣିଷ ରୂପି ଭଗବାନ ଏବେ ପାଲଟି ଯାଇଛି ଦଲାଲ। ଶହ ଶହ ରୋଗୀଙ୍କ ଜୀବନ ସହ ଖେଳି ଅର୍ଜୁଥିଲେ ପୁଳାପୁଳା ଟଙ୍କା। ରୋଗୀଙ୍କ ଅଙ୍ଗପ୍ରତ୍ୟେଙ୍ଗକୁ ବିକ୍ରି କରି…

ପାକିସ୍ତାନ ସେନାର ଗୁମର ଖୋଲିଲେ ଇମ୍ରାନ

ଇସଲାମାବାଦ: ପାକିସ୍ତାନର ନିର୍ବାଚିତ ସରକାରଙ୍କ ଉପରେ ଦେଶର ସେନା କେଉଁଭଳି ଭାବେ ହୁକୁମାତି ଚଳାଏ, ତା’ର ଗୁମର ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ ପାକିସ୍ତାନ ଆର୍ମି ଉପରେ ମନଇଚ୍ଛା ବର୍ଷିଛନ୍ତି। ଏଥିସହ ତାଙ୍କ ସରକାର ଦୁର୍ବଳ ଥିଲା ଓ ସବୁବେଳେ ତାଙ୍କୁ ବ୍ଲାକମେଲ…

କଳାକାର ମହାସଂଘର ସ୍ଵତନ୍ତ୍ର କାର୍ଯ୍ୟକ୍ରମ “ମୁଁ ଏକା ନୁହଁ, ମୋ ସହିତ ସଂଘ ଅଛି”…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ "ମୁଁ ଏକା ନୁହଁ, ମୋ ସହିତ ମୋ ସଂଘ ଅଛି" ପରିପ୍ରେକ୍ଷୀରେ ସୁନାମଧନ୍ୟ ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ତଥା…

ପୋଲିସ ଡିଜିପି ଙ୍କ ସ୍ୱାଭିମାନ ଅଞ୍ଚଳଗ୍ରସ୍ତ ସମୟରେ ଦୁଇ ମହିଳା ମାଓବାଦୀ ସହ ୫୦ଜଣଙ୍କ ଆତ୍ମ ସମର୍ପଣ…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ମାଲକାନଗିରି : ରାଜ୍ୟ ପୋଲିସ ମହାନିର୍ଦେଶକ ସୁନିଲ ବଂଶଲ ଆଜି ମାଲକାନଗିରି ଗ୍ରସ୍ତ ରେ ଆସି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ବିଏସ୍ଏଫ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ସ୍ବାଭିମାନ ଅଂଚଳରେ ମାଓଦମନ ର ସମିକ୍ଷା କରିଥିବା ବେଳେ ସେଠାରେ ଦୁଇ…

ସହଯୋଗ ଟିମ୍’ର ନିସ୍ୱାର୍ଥପର ସହଯୋଗରେ ସୁସ୍ଥ ହେଲେ ଦୈମତି…

ବାଲିମେଳା ପ୍ରତିନିଧି // ନିସର୍ତ୍ତ ବାଲିମେଳା:- ୧୦ ବର୍ଷୀୟ ଝିଅ ଦୈମତି କବାସି ବାପା ବୁଦ୍ରା କବାସୀ ଓ ମାଆଙ୍କ ସହ କୋରୁକୋଣ୍ଡା ବ୍ଲକ୍ ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ ରଗେଇ ପୁଷ୍ପାଲ୍ଲି ଗାଁ ରେ ରୁହନ୍ତି । ଗତ ପ୍ରାୟ ୨ବର୍ଷ ତଳେ ଝିଅଟିର ଭୀଷଣ ପେଟ ବ୍ୟଥା କାରଣରୁ ବାପା ତାକୁ…

ବିଶ୍ବନାଥ ଦାସ ଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ବ୍ରହ୍ମପୁର : ସହରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ଓଡ଼ିଶାର ପୂର୍ବତନ ମୁଖ୍ଯ ମନ୍ତ୍ରୀ ପୂର୍ବତନ ଉତ୍ତର ପ୍ରଦେଶ ରାଜ୍ଯପାଳ ବିଶ୍ବନାଥ ଦାସ ଙ୍କ ୩୮ ତମ ପୁଣ୍ଯତିଥି ଶ୍ରାଦ୍ଧ ଦିବସ ପାଳିତ। ବିଶ୍ବନାଥ ଦାସ ସ୍ମୃତି ସଂସଦ ସଭାପତି ପ୍ରଫେସର ବିଷ୍ଣୁ…

ଦ୍ୱିତୀୟ ପର୍ଯ୍ୟାୟରେ ଲୋକାର୍ପଣ ହେଲା ୪୭ଗୋଟି 5ଟି ବିଦ୍ୟାଳୟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଏମଭି୭ ଜଗନ୍ନାଥ ପଲ୍ଲି ଉଚ୍ଚ ବିଦ୍ୟାଳୟ ପରିସରରେ ମାଲକାନଗିରି ଜିଲ୍ଲାର 5T ଉପକ୍ରମ ରେ ରୂପାନ୍ତର ହୋଇଥିବା ମୋଟ ୪୭ ଗୋଟି ବିଦ୍ୟାଳୟ ର ଆଜି ଲୋକାର୍ପଣ ହୋଇଯାଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର…

ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ : ଅଭିଯୁକ୍ତ ମାନଙ୍କୁ ବାନ୍ଧିଲା ପୋଲିସ…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ବ୍ରହ୍ମପୁର :ବୈଦ୍ୟନାଥପୁର ଥାନା ଅଧୀନସ୍ତ ଖୋଡାସିଙ୍ଗ ଶରଧାବାଲି ଓଭରବ୍ରିଜ ତଳେ ଗତ କାଲି ସନ୍ଧ୍ୟା ରେ କୌଣସି କାରଣ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହେଇଥିଲା, ଏଥିରେ ଆମ୍ବପୁଆ ବାଉରୀ ସାହିର ମୁରଲି ଦାସ ଙ୍କ ମଝିଆ ପୁଅ ବୁଲୁ ଦାସ ଆହତ…