Sign in
Sign in
Recover your password.
A password will be e-mailed to you.
ସିକପାଟା ଗ୍ରାମରେ “ମା” କୁମାରୀମାରିଆଙ୍କ ସାକ୍ଷାତକାର ପର୍ବ ପାଳନ
ଦାରିଙ୍ଗବାଡ଼ି, ୩୧/୫, ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତ ଅନ୍ତର୍ଗତ ସିକପାଟା ଗ୍ରାମଠାରେ ମଙ୍ଗଳବାର ଦିନ କ୍ୟାଥଲିକ ଖ୍ରୀଷ୍ଟୀୟ ବିଶ୍ୱାସୀଙ୍କ କୁମାରୀ ମାରିଆଙ୍କ ସାକ୍ଷାତକାର ପର୍ବପାଳନ ହୋଇଯାଇଛି। ବହୁ ବର୍ଷ ଧରି ଏହିଦିନ ଟିକୁ ଗ୍ରାମ୍ୟ ପର୍ବ ଭାବେ ଉକ୍ତ ଗ୍ରାମବାସୀ ପାଳନ!-->!-->!-->…
ଓଡ଼ିଶାର କମାଣ୍ଡୋ ଦେବାଶିଷ ସେଠୀ, ସୁଧୀର କୁମାର ଟୁଡୁଙ୍କୁ ଶୌର୍ଯ୍ୟ ଚକ୍ର
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର କମାଣ୍ଡୋ ଶହୀଦ୍ ଦେବାଶିଷ ସେଠୀ ଏବଂ ସୁଧୀର କୁମାର ଟୁଡୁଙ୍କୁ ମରଣୋପରାନ୍ତ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି।
ଓଡ଼ିଶା ପୋଲିସ କମାଣ୍ଡୋ ଦେବଶିଷ ସେଠୀ ଏବଂ ସୁଧୀର କୁମାର ଟୁଡୁଙ୍କୁ!-->!-->!-->…
ହାଇ ସିକ୍ୟୁରିଟି ନମ୍ବର ପ୍ରଚଳନ ଦ୍ୱାରା ରୋଜଗାର ହରାଇବେ ୨୦ ହଜାରରୁ ଅଧିକ ପରିବାର
ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରଚଳନ ପରଠାରୁ ନମ୍ବର ପ୍ଲେଟ କାମ ଦ୍ୱାରା ରୋଜଗାର କରୁଥିବା ରାଜ୍ୟର ହଜାର ହଜାର ନମ୍ବର ପ୍ଳେଟ ଆର୍ଟିଷ୍ଟମାନେ ବେକାର ହୋଇଯାଇଛନ୍ତି। ଅଦ୍ୟାବଧି ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା!-->…
କାଲିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଅନଲାଇନ ଆବେଦନ
ଭୁବନେଶ୍ୱର: ଆସନ୍ତାକାଲିଠୁ ଅର୍ଥାତ ଜୁନ ୧ରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ପାଇଁ ଆବେଦନ ଆରମ୍ଭ ହେବ। www.siam.in ପୋର୍ଟାଲକୁ ଯାଇ ଆବେଦନ କରିହେବ। ଏ ନେଇ ଟ୍ବିଟ କରି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଥାଉ କି, ୨୦୧୯!-->!-->!-->…
ଭୁବନେଶ୍ୱରରେ ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ
ଭୁବନେଶ୍ବର : ଯୌତୁକ ପାଇଁ ରାଜଧାନୀ ଭୁବନେଶ୍ୱରରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ମାସେ ପରେ ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ମା। ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହ!-->…
ବ୍ୟାପିଲାଣି ମଙ୍କି ପକ୍ସ, ରାଜ୍ୟ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି
ଭୁବନେଶ୍ୱର: କରୋନା ମହାମାରୀର ଆତଙ୍କ ସରିନଥିବା ବେଳେ ମଙ୍କିପକ୍ସ ନେଇ ସାରା ବିଶ୍ୱରେ ଆତଙ୍କ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୩୦ଟି ଦେଶକୁ ବ୍ୟାପିସାରିଲାଣି ମଙ୍କିପକ୍ସ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ନିରଞ୍ଜନ ମିଶ୍ର ।
ସେ!-->!-->!-->…
ଜୁନ ମାସରେ ସ୍ଵାଭାବିକ ଠାରୁ ହୋଇପାରେ ଅଧିକ ବର୍ଷା: ଆଇଏମଡି ନିର୍ଦ୍ଦେଶକ
ଭୁବନେଶ୍ବର: ଆସନ୍ତା ମାସ ଅର୍ଥାତ ଜୁନ ମାସରେ ରାଜ୍ୟରେ ଭଲ ବର୍ଷା ହେବ। ଏହି ମାସରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ଭାବେ କେରଳ ଛୁଇଁସାରିଛି। ଏହା ଧୀରେ ଧୀରେ କର୍ଣ୍ଣାଟକ, ଆସାମ, ମେଘାଳୟରେ ପ୍ରବେଶ କରୁଛି। ସାଧାରଣତଃ!-->…
ପୁରୀ ଗଙ୍ଗାମାତା ମଠରେ ରହିଛି ଗୁପ୍ତ ସୁଡ଼ଙ୍ଗ: ଶ୍ରୀମନ୍ଦିରକୁ ଗୁପ୍ତ ରାସ୍ତା ଥିବା ଅନୁମାନ
ପୁରୀ: ଶ୍ରୀମନ୍ଦିର ନିକଟସ୍ଥ ବାଲିସାହିଠାରେ ଗଙ୍ଗାମାତା ମଠରେ ରହିଛି ଗୁପ୍ତ ସୁଡ଼ଙ୍ଗ । କୁହାଯାଉଛି, ଏହି ସୁଡଙ୍ଗରେ ରହିଛି ଅନେକ ଇତିହାସ । ସୁଡଙ୍ଗ ତଳେ ଏକ ଗୁପ୍ତ ପ୍ରକୋଷ୍ଠ ରହିଛି । ଏହି ପ୍ରକୋଷ୍ଠକୁ ବର୍ତ୍ତମାନ ସୁଦ୍ଧା ଖୋଲାଯାଇ ପାରିନାହିଁ କି କେହି ପ୍ରବେଶ ବି କରିପାରି!-->…
ଗଞ୍ଜାମ ଗସ୍ତକରି ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ପରଖିଲେ ୧୮୧ ଆଇଏଏସ ପ୍ରୋବେସନାରି
ବ୍ରହ୍ମପୁର : ଗଞାମ ଜିଲ୍ଲାରେ ବିକାଶ କାର୍ଯ୍ୟ କିପରି ଚାଲିଛି, ଉନ୍ନୟନ ମୂଳକ କାର୍ଯ୍ୟ କିପରି ଚାଲିଛି? ଏସବୁର ସ୍ଥିତି ପରଖିଛନ୍ତି ପ୍ରବେସନାରୀ ଆଇଏଏସ୍ ଅଧିକାରୀ । ୫ଟି (5t) ଯୋଗୁଁ ଓଡିଶାରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଯାହାକି ସବୁ କ୍ଷେତ୍ରରେ ମଡେଲ ରାଜ୍ୟ ପାଲଟିଛି। ଏହା!-->…
ବିଶ୍ୱ ତମାଖୁ ବର୍ଜନ ଦିବସ: ଖୋର୍ଦ୍ଧାକୁ ମିଳିଲା ଶ୍ରେଷ୍ଠ ଜିଲ୍ଲା ପୁରସ୍କାର
ଖୋର୍ଦ୍ଧା: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓଡ଼ିଶା ଡିଜିପି!-->…