ଜଳିଗଲା ଗଞ୍ଜେଇ ବୋଝେଇ ଗାଡି

ସୁବର୍ଣ୍ଣପୁର : ବିନିକା ସହର ନୂଆବଜାର ନିକଟରେ ଅଭାବନୀୟ ଘଟଣା ଘଟିଛି। ରାସ୍ତା ମଝିରେ ହୁତହୁତ୍ ହୋଇ ଜଳିଗଲା ଗଞ୍ଜେଇ ଚାଲାଣ ହେଉଥିବା କାର୍। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କିଛି ସ୍ଥାନୀୟ ଲୋକେ ଏକ ନମ୍ବର ବିହୀନ କାରରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ଏ ନେଇ ତୁରନ୍ତ

ଗଞ୍ଜାମ ଜିଲ୍ଲା ରେ ଅବକାରୀ ବିଭାଗର ଦାୟିତ୍ୱ ତୁଲାଉଛି ପୋଲିସ….!

ଜିଲ୍ଲାରେ ଚୋରା ମଦ ଓ ଅପମିଶ୍ରଣ ମଦ କରବାର ବୃଦ୍ଧି…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅପମିଶ୍ରଣ ଦେଶୀ ବିଦେଶୀ ମଦର ଅବାଧ କାରବାର ଚାଲିଛି। ଗତ କିଛି ମାସ ହେଲା ଗଞ୍ଜାମ ଜିଲ୍ଲାରେ ଚୋରା ମଦ କରବାର ଉପରେ ଲଗାମ ସାଙ୍ଗକୁ ଧରପଗଡ଼ କେବଳ ପୋଲିସ କରୁଥିବା ଦେଖିବାକୁ ମିଳୁଛି। ଜିଲ୍ଲାର

ଦୁର୍ଘଟଣାରେ ସ୍ୱାମୀ,ସ୍ତ୍ରୀ ସହ ୩ ମୃତ

ଅନୁଗୁଳ : ଅନୁଗୁଳରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଣାରେ ଅଟୋ-କାର ମୁହାମୁହିଁ ଧକ୍କା ହୋଇ ୫ ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଜୀବନ ଚାଲି ଯାଇଛି । ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ରହିଛନ୍ତି । ମୃତକ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ଅଟୋ ଚାଳକ ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ

ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ମିଳିତ ସହଯୋଗ ରେ ଲଘୁ ଖଣିଜ ଦ୍ରବ୍ୟ ହରଲୁଟ…!

ଖଣି ମାଫିଆ ପ୍ରଶାସନ ର ଗେଲ୍ହା ପୁଅ ...! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ତହସିଲ ଅଞ୍ଚଳ ରେ ଲଘୁ ଖଣିଜ ଦ୍ରବ୍ୟ ବାବୁ ମାନଙ୍କ ଆଶୀର୍ବାଦ ରେ ମାଫିଆ ମାନେ ଲୁଟ କରୁଛନ୍ତି। ମୋରମ, ପଥର କୁ ଖୁଲମ ଖୁଲା ରାଜସ୍ୱ ବିଭାଗର ବାବୁ ମାନଙ୍କ ଇସାରାରେ ଚୋରା ଚାଲାଣ ହେଉଥିବା

ଶେରଗଡ଼ରେ ପୁଣି ମୁଣ୍ଡ ଗଡ଼ିଲା : ଗଣେଷ ଭସାଣୀ କୁ ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ,ଜଣେ ମୃତ…

ବ୍ରହ୍ମପୁର : ଶୁକ୍ରବାର ବିଳମ୍ବିତ ରାତିରେ ଶେରଗଡ଼ ବ୍ଳକ ଗୋଠଗାଁ ରେ ଗଣେଶ ଭସାଣୀ ହୋଇଥିଲା ଏଥିରେ ଭସାଣୀ କରୁଥିବା ଦଳରେ ଗୋଠଗା ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ ଓ ତାଙ୍କ ଭାଇ ବାପି ସୁଆଁସିଆ ମଧ ଥିଲେ।ପଟୁଆର କୁ ନେଇ କିଛି ବ୍ୟକ୍ତି ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ

୫୪୦୦୧ ଟଙ୍କାରେ ନିଲାମ ହେଲା ତେଲୁଗୁ ସାହି ଗଣେଶ ପୂଜା ଭୋଗ ଲଡୁ…

ମାଲକାନଗିରି,୫।୯ ମାଲକାନଗିରି ଜିଲ୍ଲା ସଦରରେ ଥିବା ତେଲୁଗୁ ସାହିରେ ସ୍ଥାନୀୟ ୟୁଥ କ୍ଲବ୍ ତରଫରୁ ଗଣେଶ ପୂଜା ବେସ ଧୁମ୍ ଧାମ୍ ରେ ପାଲନ ହେବା ପରେ ଆଜି ଭଷାଣିରେ ବିଶେଷ ଆକର୍ଷଣ ଥିଲା ଶ୍ରୀ ଗଣେଷଙ୍କ ନିକଟରେ ଭୋଗ ଲାଗିଥିବା ୧୧କିଲୋଗ୍ରାମର ଲଡ଼ୁ। ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଲଡ଼ୁର

ଗ୍ୟାସ ସିଲିଣ୍ଡର ଫାଟି ଲାଗିଲା ନିଆଁ ଅଳ୍ପକେ ବର୍ତିଲେ ପରିବାର…

ଚିକିଟୀ :ଏହି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ପେଣ୍ଠ ଶାନ୍ତି ନଗର ସାହି ନରି ସାହୁଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟି ଲାଗିଲା ନିଆଁ। ସୂଚନା ପ୍ରକାରେ ଆଜି ସନ୍ଧ୍ୟାରେ ଚିକିଟୀ ପେଣ୍ଠ ଶାନ୍ତି ନଗର ସାହିର ନରି ସାହୁ ଙ୍କ ଘରେ ରୋଷେଇ ସମୟରେ ଗ୍ୟାସ ସରିଯିବା ଫଳରେ ନୂଆ ଗ୍ୟାସ

ପିଷ୍ଟା ସଂଗଠନ ପକ୍ଷରୁ ଗୁରୁଦିବସ ପାଳିତ…

କୋଟପାଡ଼:05/09/2025 - କୋଟପାଡ଼ ବ୍ଳକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ(ପିଷ୍ଟା) ପକ୍ଷରୁ ଗୁରୁଦିବସ କୋଟପାଡ଼ ସ୍ଥିତ ପିଷ୍ଟା କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।ଏହି ଅବସରରେ ସଂଘ ସଭାପତି ସନ୍ତୋଷ କୁମାର ଦୁର୍ବେ ସଭାପତିତ୍ବ କରିଥିଲାବେଳେ ସଂଘର କର୍ମକର୍ତ୍ତାମାନେ ଦେଶର

‘ୟୁକ୍ରେନ ଶାନ୍ତିରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ’, ୟୁରୋପୀୟ ସଂଘ ନେତାଙ୍କ ସହ କଥା ହେଲେ ମୋଦି….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ୟୁରୋପୀୟ ସଂଘ ସମ୍ପର୍କ ସମୀକ୍ଷା ଏବଂ ଆଗକୁ ବଢ଼ାଇବା ପାଇଁ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନଙ୍କ ସହ ଏକ ମିଳିତ ଟେଲିଫୋନ୍ କଲ୍ କରିଥିଲେ। ନେତାମାନେ ବାଣିଜ୍ୟ,

ଅମର ହେବାକୁ ଚାହାଁନ୍ତି କି ପୁଟିନ୍ ଏବଂ ଜିନପିଙ୍ଗ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କାନ୍ଧକୁ କାନ୍ଧ ମିଳାଇ ଚାଲିବା ସମୟରେ ତାଙ୍କର ଏକ ବାର୍ତ୍ତାଳାପ ଖୁବ୍ ଭାଇରାଲ ହେଉଛି । ଅଙ୍ଗ ପ୍ରତିରୋପଣ ମାଧ୍ୟମରେ ଅମରତ୍ୱ ଏବଂ ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ ବୋଲି ଉଭୟ ଆଲୋଚନା