ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

କାଲିମେଳା : ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଜିଲ୍ଲା ପକ୍ଷରୁ ଜିଲ୍ଲା ସ୍ଥରୀୟ ଜାତୀୟ ପ୍ରେସ ଦିବସ କାଲିମେଳା ଠାରେ ପାଳିତ ହୋଇଯାଇଛି। ଏହି ଅବସର ରେ କାଲିମେଳା ବ୍ଲକ ବନ ବିଭାଗ ଅତିଥି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର

ଖୋଲିଲା ଲାଲକିଲ୍ଲା ମେଟ୍ରୋ ଷ୍ଟେସନ

ନୂଆଦିଲ୍ଲୀ : ଲାଲକିଲ୍ଲା ବିସ୍ଫୋରଣ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଥିଲା । ବର୍ତ୍ତମାନ କିନ୍ତୁ ପୁଣି ଷ୍ଟେସନ୍ର ସମସ୍ତ ଗେଟ୍ କାର୍ଯ୍ୟକ୍ଷମତା ପାଇଁ ଖୋଲି ଦିଆଯାଇଛି ବୋଲି ଡିଏମଆରସି ଟ୍ବିଟ୍ ଘୋଷଣା କରିଛନ୍ତି । ଗେଟ୍ ୨

ଟେମ୍ପୋକୁ ଧକ୍କା ଦେଲା ଟ୍ରଲର: ୬ ତୀର୍ଥଯାତ୍ରୀ ମୃତ, ୧୪ ଆହତ

ରାଜସ୍ତାନ : ରାଜସ୍ତାନ ଯୋଧପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲାବେଳେ ୧୪ ଜଣ ଆହତ ହୋଇଛନ୍ତି । ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ରବିବାର ସକାଳୁ ଏପରି ଘଟଣା ସାମ୍ନାକୁ ଆସିଛି । ସୂଚନା

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ

କରାଚୀ : ପାକିସ୍ତାନର ସିନ୍ଧ ପ୍ରଦେଶରେ ଏକ ବଡ଼ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଏକ ଅବୈଧ ଅସ୍ଥାୟୀ ବାଣ ଫ୍ୟାକ୍ଟ୍ରିରେ ହୋଇଥିବା ଜଣାପଡିଛି । ଶନିବାର ରାତିରେ ହାଇଦ୍ରାବାଦ ସହରର ଲତିଫାବାଦ ଅଞ୍ଚଳରେ ଏକ

ଧସିଲା ପଥର ଖାଦାନ ଦୁଇ ଶ୍ରମିକ ମୃତ, ଫସିଛନ୍ତି ୧୫

ନୂଆଦିଲ୍ଲୀ: ଧସିଲା ପଥର ଖାଦାନ। ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଖାଦାନରେ ଆହୁରି ୧୫ରୁ ଅଧିକ ଶ୍ରମିକ ଫସିଛନ୍ତି| ଉତ୍ତରପ୍ରଦେଶ ସୋନଭଦ୍ର ଅଞ୍ଚଳରେ ଏହି ଅଘଟଣ ଘଟିଛି| ଏକ ପଥର ଖାଦାନରେ ୧୫ରୁ ଅଧିକ ଶ୍ରମିକ ଫସିଛନ୍ତି। ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି।NDRF ଓ SDRF

ଚିକିଟୀ ପ୍ରେସ୍ କ୍ଲବ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଚିକିଟୀ : ଏହି ବ୍ଲକ ଚିକିଟୀ ପ୍ରେସ୍ କ୍ଲବ୍ କାର୍ଯ୍ୟାଳୟ ପରିସରରେ ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଇଛି। ଏହି ଦିବସ ପାଳନ ଅବସରରେ ସମସ୍ତେ ଆଜି ପୂର୍ବାହ୍ନରେ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ ସାମ୍ବାଦିକତା ବୃତ୍ତିରେ ନିଜ ନିଜର

ଗଞ୍ଜାମ ଜିଲ୍ଲାର ଚାଉଳ କଳ ମାଲିକ ସଂଙ୍ଘ ବୈଠକ ୭ ଜଣିଆ କମିଟି ଗଠନ….!

ବ୍ରହ୍ମପୁର: ହିଞ୍ଜିଳି ସ୍ଥିତ ମା ଶ୍ୟାମଳେଇ ପୀଠ ଠାରେ ଗଞ୍ଜାମ ଜିଲ୍ଲାର ଚାଉଳ ମାଲିକ ସଂଘର ଜରୁରୀ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବୈଠକରେ ଆଗାମୀ ସଙ୍ଘର ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଏକ ୭ ଜଣିଆ କମିଟି ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଏଥିରେ ସର୍ବ ସମ୍ମତି

ଆସିକା ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ବ୍ରହ୍ମପୁର : ଆସିକା ପ୍ରେସ କ୍ଲବ ପକ୍ଷରୁ ଆଜି ବାଣୀବିହାର ସ୍ଥିତ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି।ଏହି କାର୍ଯ୍ୟକ୍ରମ ପ୍ରେସ କ୍ଲବ ର ସଭାପତି ସତ୍ୟନାରାୟଣ ରଥ ଙ୍କ ସଭାପତିତ୍ବ ରେ ଏକ ବୈଠକ ସହ ବର୍ତ୍ତମାନ ପରିସ୍ଥିତିରେ ସାମ୍ବାଦିକ ଙ୍କ

ପାରମ୍ପାରିକ ରାମାୟଣ ନାଚରେ ଅଶ୍ଳୀଳତା , ବେଦମତୀ ହରଣ ବେଳେ ନିଜର ହିତାହିତ ଜ୍ଞାନ ଭୁଲିଗଲେ ରାବଣ

ବ୍ରହ୍ମପୁର : ସାଂସ୍କୃତିକ ନାଟକରେ ଅଶ୍ଳୀଳତା ପରିବେଷଣ କରିବା ସହ ସର୍ବସମ୍ମୁଖରେ ମଞ୍ଚ ଉପରେ ବେଦମତୀଙ୍କୁ ଉଲଗ୍ନ କରିବା ସହ ଅଶ୍ଳୀଳ ଭାବଭଙ୍ଗୀରେ ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରିଥିଲେ l ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ଦିଗପହଣ୍ଡି ମୌଳାଭଣଜା ଗ୍ରାମରେ ମୌଳାଭଣଜା ଯାତ୍ରା ଚାଲିଥିଲା

ଅଡୁଆରେ ମହୁଆ ମୋଇତ୍ରା, କ୍ୟାସ୍-ଫର୍-କ୍ବାଇରୀ ମାମଲାରେ ହେବ ଚାର୍ଜସିଟ୍ ଦାଖଲ

ନୂଆଦିଲ୍ଲୀ: ବଢ଼ିଲା ମହୁଆ ମୋଇତ୍ରଙ୍କ ଅଡୁଆ । ‘କ୍ୟାସ୍-ଫର୍-କ୍ୱେରୀ ମାମଲାରେ ଟିଏମ୍ ସି ସାଂସଦଙ୍କ ବିରୋଧରେ ହେବ ଚାର୍ଜସିଟ ଦାଖଲ । ଚାର୍ଜସିଟ୍ ଦାଖଲ ପାଇଁ ସିବିଆଇକୁ ଅନୁମତି ଦେଲେ ଲୋକପାଳ। ମହୁଆଙ୍କ ସହ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବ । ଚାରି